ଏବେ ସମସ୍ତଙ୍କ ହାତରେ ମୋବାଇଲ ରହିଛି ଆଉ ସେଥିରେ ଇଣ୍ଟରନେଟ ରେ ରହିଛି । ଆପଣ ମାନେ ଦେଖୁଥିବେ ଏବେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଏମିତି ଭିଡିଓ ବି କିଛି ଭାଇରାଲ ହେଉଛି ଯାହା ଭିଡିଓ ଗୁଡିକ ଠାରୁ ଭିନ୍ନ ଅଟେ । କହିବା ପାଇଁ ଗଲେ ଆମେ ନିଜ ଜୀବନରେ ଅନେକ କିଛି ଘଟଣା ସବୁ ଦେଖି ଥାଉ । ଏପରି ଏକ ଘଟଣା ଦେଖିବା ପାଇଁ ମିଳିଛି ଭଦ୍ରକ ଜିଲ୍ଲାର ତିହିଡି ଅଞ୍ଚଳରେ ।
ସେହି ଅଞ୍ଚଳରେ ଜଣେ ଅଙ୍ଗନବାଡି ଦିଦିଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଦିଦି ନିଆରା ପାଠା ପଢା ଶୈଳୀ ସମସ୍ତଙ୍କୁ ଚକିତ କରି ଦେଇଛି।ଆପଣ ମାନେ ଏହି ଭିଡିଓ ରେ ଦେଖିବା ପାଇଁ ପାଇବେ ଯେ ଦିଦି ଜଣଙ୍କ ପିଲା ମାନଙ୍କ ସହ ହସ ଖୁସିରେ କୌତୁକିଆ ଶୈଳୀ ରେ ଦିଦି ପିଲା ମାନଙ୍କର ମନୋରଞ୍ଜନ କରି ପାଠ ପଢାଉଛନ୍ତି । ଯୁଗର ପରିବର୍ତ୍ତନ ହେବା ସହ ପିଲା ମାନଙ୍କୁ ପାଢ ପଢେଇବାର ତାରିକା ବି ବଦଳିଗଲାଣି । କିପରି ପିଲା ମାନଙ୍କର ମନୋରଞ୍ଜନ କରି ସେମାନଙ୍କର ମନକୁ ଛୁଇଁଲା ଭଳି ପାଠ ପଢାଇ ହେବେ ଏବେ ସମସ୍ତେ ସେଥି ପ୍ରତି ଗୁରୁତ୍ଵ ଦେଉଛନ୍ତି ।

ଆଜି ଏମିତି କିଛି ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି ଯେଉଁ ମାନେ ପିଲା ମାନଙ୍କୁ ନୂତନ ଶୈଳୀ ରେ ଶିକ୍ଷାଦାନ କରୁଛନ୍ତି । ଏହା ପିଲା ମାନଙ୍କର ମନକୁ ଛୁଇଁବା ସହିତ, ବିଦ୍ଵାନ ମାନଙ୍କ ଦ୍ଵାରା ଆଦୃତ ହେବା ସହ ଯୋଗ୍ୟ ବୋଲି ପ୍ରମାଣିତ ହୋଇଛି । ଏହା ଦ୍ଵାରା ପିଲା ମାନେ ପାଠ ପ୍ରତି ଆକୃଷ୍ଟ ହେବ ସହ ସେମାନେ ମାନସିକ ସ୍ତରରେ ଦୃଢ ହୋଇଥାନ୍ତି ।
ଏହି ଦିଦିଙ୍କ ପାଠ ପଢା ଶୈଳୀ ରେ କୁନି କୁନି ପିଲା ମାନେ ମଜ୍ଜି ଯାଇଛନ୍ତି ଏହା ସହ ନିଜକୁ ତା ଭିତରେ ହଜେଇ ଦେଇଛନ୍ତି । ସେମାନେ ନିଜେ ବି ଜାଣି ପାରି ନାହାନ୍ତି ସେମାନେ ପାଠ ପଢୁଛନ୍ତି କି ଖେଳ କୁଦ କରୁଛନ୍ତି । ନିଜେ ଆପଣ ଦେଖି ପାରୁଥିବେ କିଭଳି ଭାବରେ ଅଙ୍ଗନବାଡ଼ି କର୍ମୀ ଜଣଙ୍କ ନାଚ ଗୀତ ଗାଈ ପିଲା ମାନଙ୍କର ମନକୁ ଛୁଇଁଲା ଭଲି ଶିକ୍ଷା ଦାନ କରୁଛନ୍ତି ।
ଏହି କୁନି କୁନି ପିଲା ମାନେ ଦିଦି ଙ୍କ ସହିତ ଗୀତ ଗାଇ, ନାଚ ଗୀତ ରେ ଅଭିନୟ କରି ନୂଆ ଏକ ଶୈଳୀରେ ପାଠ ପଢାଉଛନ୍ତି । ଏହି ଭିଡିଓ କୁ ଯିଏ ଦେଖୁଛି ସେ ଦିଦିଙ୍କର ପାଠ ପଢା ଶୈଳୀକୁ ପ୍ରଶଂସା ନକରି ରହି ପାରୁ ନାହିଁ । ଆପଣ ମାନେ ବି ଭିଡିଓ କୁ ଥରେ ଦେଖନ୍ତୁ ଭଲ ଲାଗିଲେ ନିଶ୍ଚୟ ଲାଇକ ଓ ସେୟାର କରନ୍ତୁ ।,
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
Be First to Comment