Press "Enter" to skip to content

ମଣିଷ ଶରୀରର କେଉଁ ଅଙ୍ଗ 21 ବର୍ଷ ପର୍ଯ୍ୟନ୍ତ ବଢିଥାଏ ? 99 % ଲୋକଙ୍କୁ ଜଣା ନାହିଁ

ବନ୍ଧୁଗଣ ଆମର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ l ଏହା ଆମକୁ ସମସ୍ତ ସରକାରୀ ଚାକିରି ଏବଂ ଜୀବନ ଜୀବିକାରେ ବହୁତ ସହାୟକ ହୋଇଥାଏ l ସେଥିପାଇଁ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜିକେ ନେଇ ଆସିଛୁ l ଯାହାକୁ ପଢି ଆପଣ ଏହି ଓଡିଆ ଜିକେ ବିଷୟରେ ଜାଣି ପାରିବେ l

1.ଭାରତ ର ପ୍ରଥମ ରେଳ ଷ୍ଟେସନ କାହାକୁ କୁହାଯାଏ ?
ଉତ୍ତର-ଛତ୍ରପତି ଶିବାଜୀ ଟର୍ମିନେଣ୍ଟ l

2.ପେଟ୍ରୋଲ ର ଆବିଷ୍କାର କିଏ କରିଥିଲେ ?
ଉତ୍ତର-କଲଡ଼ ବେଞ୍ଚ

3.ପୁରାଣ ର ସଂଖ୍ୟା କେତେ ?
ଉତ୍ତର-୧୮ l

4.ଆଜାଦ ହିନ୍ଦ ର ସ୍ଥାପନା କେଉଁଠାରେ ହୋଇଥିଲା ?
ଉତ୍ତର-ସିଙ୍ଗାପୁର l

5.ସବୁଠାରୁ ବୁଦ୍ଧିମାନ ପଶୁ କିଏ ଅଟେ ?
ଉତ୍ତର-ସିମ୍ପାଜି l

6.ବିଶ୍ୱର ସବୁଠାରୁ ବଡ ସଂଗ୍ରାଳୟ କେଉଁଟି ଅଟେ ?
ଉତ୍ତର-ବ୍ରିଟିଶ ସଂଗ୍ରାଳୟ

7.ବାୟୁମଣ୍ଡଳ ରେ ଅମ୍ଳଜାନ ର ପରିମାଣ କେତେ ଅଟେ ?
ଉତ୍ତର-୨୧% l

8.ଜଗନ୍ନାଥ ମନ୍ଦିର ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?
ଉତ୍ତର-ଓଡିଶା

9.କେଉଁ ଦେଶରେ ବରଫ ଦ୍ଵାରା ବିଜୁଳୀ ପ୍ରସ୍ତୁତ ହୁଏ ?
ଉତ୍ତର-ଆମେରିକା l

10.ତେଲେଙ୍ଗାନା ପ୍ରତିଷ୍ଠା ଦିବସ କେବେ ପାଳନ କରାଯାଏ ?
ଉତ୍ତର-୨ ଜୁନ

11.ମନୁଷ୍ୟ ଶରୀରରେ କେଉଁ ଅଙ୍ଗ ୨୧ବର୍ଷ ଯାଏ ବଢିଥାଏ ?
ଉତ୍ତର-ଅଣ୍ଟାର ହାଡ l

12.ଷ୍ଟିଲର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉତ୍ତର-ବ୍ରିଟେନ l

13.ଭାରତର ପ୍ରଥମ ମୁକ ଚଳଚିତ୍ର ଭାବେ କେଉଁ ଚଳଚିତ୍ର ପରିଚିତ ?
ଉତ୍ତର-ରାଜା ହରିଶ୍ଚନ୍ଦ୍ର l

14.ବିଶ୍ୱ ର ସବୁଠୁ ବଡ ମହାଦ୍ବୀପ ର ନାମ କଣ ?
ଉତ୍ତର-ଏସିଆ l

15.ଭାରତ ର ପ୍ରଥମ ଖବର କାଗଜ କେଉଁଟି ?
ଉତ୍ତର-ଉଦଣ୍ଡ ମରତାଣ୍ଡ l

16.କିଏ ନିଜ ଜିଭ ଦ୍ଵାରା ନିଶ୍ୱାସ ନେଇଥାଏ ?
ଉତ୍ତର-ସାପ l

17.କେଉଁ ପକ୍ଷୀ କେବଳ ଭାରତ ରେ ଦେଖାଯାଏ ?
ଉତ୍ତର-ଘରଚଟିଆ l

18.ଭାରତ ସମ୍ବିଧାନ ର ଲେଖକ କିଏ?
ଉତ୍ତର-ଡାକ୍ତର ଭୀମରାଓ ଆମ୍ବେଦକର l

19.କେଉଁ ଦେଶ ରେ ଇଣ୍ଟରନେଟ ମାଗଣାରେ ମିଳିଥାଏ ?
ଉତ୍ତର-ଡିମାର୍କ l

20.କଲମର ଯାଦୁଗର କାହାକୁ କୁହା ଯାଏ ?
ଉତ୍ତର-ରାମଭଂଜ ବଣିପୁର l

21.କେଉଁ ପଶୁ ମୁଣ୍ଡ ଉଠାଇ ଆକାଶ କୁ ଦେଖିପାରେ ନାହିଁ
ଉତ୍ତର- ଘୁଷୁରୀ

ଆମେ ଆଶା କରୁଛୁ ଆପଣଙ୍କୁ ଏହି ଜିକେ ଗୁଡିକ ନିଶ୍ଚୟ ପସନ୍ଦ ଆସିଥିବ,ଏହାକୁ ଗୋଟିଏ ସେୟାର୍ ନିଶ୍ଚୟ କରନ୍ତୁ।ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଫଲୋ କରନ୍ତୁ,ଧନ୍ୟବାଦ l

More from IAS Questions OdiaMore posts in IAS Questions Odia »

Be First to Comment

Leave a Reply

Your email address will not be published.