ବନ୍ଧୁଗଣ ଆମର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ l ଏହା ଆମକୁ ସମସ୍ତ ସରକାରୀ ଚାକିରି ଏବଂ ଜୀବନ ଜୀବିକାରେ ବହୁତ ସହାୟକ ହୋଇଥାଏ l ସେଥିପାଇଁ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜିକେ ନେଇ ଆସିଛୁ l ଯାହାକୁ ପଢି ଆପଣ ଏହି ଓଡିଆ ଜିକେ ବିଷୟରେ ଜାଣି ପାରିବେ l
1.ଭାରତ ର ପ୍ରଥମ ରେଳ ଷ୍ଟେସନ କାହାକୁ କୁହାଯାଏ ?
ଉତ୍ତର-ଛତ୍ରପତି ଶିବାଜୀ ଟର୍ମିନେଣ୍ଟ l
2.ପେଟ୍ରୋଲ ର ଆବିଷ୍କାର କିଏ କରିଥିଲେ ?
ଉତ୍ତର-କଲଡ଼ ବେଞ୍ଚ

3.ପୁରାଣ ର ସଂଖ୍ୟା କେତେ ?
ଉତ୍ତର-୧୮ l
4.ଆଜାଦ ହିନ୍ଦ ର ସ୍ଥାପନା କେଉଁଠାରେ ହୋଇଥିଲା ?
ଉତ୍ତର-ସିଙ୍ଗାପୁର l
5.ସବୁଠାରୁ ବୁଦ୍ଧିମାନ ପଶୁ କିଏ ଅଟେ ?
ଉତ୍ତର-ସିମ୍ପାଜି l
6.ବିଶ୍ୱର ସବୁଠାରୁ ବଡ ସଂଗ୍ରାଳୟ କେଉଁଟି ଅଟେ ?
ଉତ୍ତର-ବ୍ରିଟିଶ ସଂଗ୍ରାଳୟ
7.ବାୟୁମଣ୍ଡଳ ରେ ଅମ୍ଳଜାନ ର ପରିମାଣ କେତେ ଅଟେ ?
ଉତ୍ତର-୨୧% l
8.ଜଗନ୍ନାଥ ମନ୍ଦିର ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?
ଉତ୍ତର-ଓଡିଶା

9.କେଉଁ ଦେଶରେ ବରଫ ଦ୍ଵାରା ବିଜୁଳୀ ପ୍ରସ୍ତୁତ ହୁଏ ?
ଉତ୍ତର-ଆମେରିକା l
10.ତେଲେଙ୍ଗାନା ପ୍ରତିଷ୍ଠା ଦିବସ କେବେ ପାଳନ କରାଯାଏ ?
ଉତ୍ତର-୨ ଜୁନ
11.ମନୁଷ୍ୟ ଶରୀରରେ କେଉଁ ଅଙ୍ଗ ୨୧ବର୍ଷ ଯାଏ ବଢିଥାଏ ?
ଉତ୍ତର-ଅଣ୍ଟାର ହାଡ l
12.ଷ୍ଟିଲର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉତ୍ତର-ବ୍ରିଟେନ l
13.ଭାରତର ପ୍ରଥମ ମୁକ ଚଳଚିତ୍ର ଭାବେ କେଉଁ ଚଳଚିତ୍ର ପରିଚିତ ?
ଉତ୍ତର-ରାଜା ହରିଶ୍ଚନ୍ଦ୍ର l
14.ବିଶ୍ୱ ର ସବୁଠୁ ବଡ ମହାଦ୍ବୀପ ର ନାମ କଣ ?
ଉତ୍ତର-ଏସିଆ l
15.ଭାରତ ର ପ୍ରଥମ ଖବର କାଗଜ କେଉଁଟି ?
ଉତ୍ତର-ଉଦଣ୍ଡ ମରତାଣ୍ଡ l
16.କିଏ ନିଜ ଜିଭ ଦ୍ଵାରା ନିଶ୍ୱାସ ନେଇଥାଏ ?
ଉତ୍ତର-ସାପ l
17.କେଉଁ ପକ୍ଷୀ କେବଳ ଭାରତ ରେ ଦେଖାଯାଏ ?
ଉତ୍ତର-ଘରଚଟିଆ l

18.ଭାରତ ସମ୍ବିଧାନ ର ଲେଖକ କିଏ?
ଉତ୍ତର-ଡାକ୍ତର ଭୀମରାଓ ଆମ୍ବେଦକର l
19.କେଉଁ ଦେଶ ରେ ଇଣ୍ଟରନେଟ ମାଗଣାରେ ମିଳିଥାଏ ?
ଉତ୍ତର-ଡିମାର୍କ l
20.କଲମର ଯାଦୁଗର କାହାକୁ କୁହା ଯାଏ ?
ଉତ୍ତର-ରାମଭଂଜ ବଣିପୁର l
21.କେଉଁ ପଶୁ ମୁଣ୍ଡ ଉଠାଇ ଆକାଶ କୁ ଦେଖିପାରେ ନାହିଁ
ଉତ୍ତର- ଘୁଷୁରୀ
ଆମେ ଆଶା କରୁଛୁ ଆପଣଙ୍କୁ ଏହି ଜିକେ ଗୁଡିକ ନିଶ୍ଚୟ ପସନ୍ଦ ଆସିଥିବ,ଏହାକୁ ଗୋଟିଏ ସେୟାର୍ ନିଶ୍ଚୟ କରନ୍ତୁ।ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଫଲୋ କରନ୍ତୁ,ଧନ୍ୟବାଦ l
Be First to Comment