ମାଲିକାଣୀ ଏବଂ ଚାକିରାଣୀ ଙ୍କର ଏହି ମଜାକଥା ପଢ଼ିଲେ ହସି ହସି ଗଡ଼ିବେ ଆପଣ
ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ।
ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) ବାପା- କାହିଁକି କାନ୍ଦୁଛୁ ପୁଅ ? ପପୁ- ସାର୍ ବାଡେଇଲେ , ବାପା- ତୁ କିଛି ଭୁଲ୍ କହିଥିବୁ । ପପୁ- ନା ବାପା- ମୁଁ ତ ଖାଲି ଆରାମରେ ଶୋଇଥିଲି ।

୨) ସୁନ୍ଦର ଝିଅ- ମୋତେ ଅଫସୋସ୍ ଅଛି କି ଏତେ ସୁସ୍ଥ୍ୟ ଲୋକ ହୋଇକରି ବି ଭିକ ମାଗୁଛ , ଭିକାରୀ_ ଆପଣଙ୍କ ପରି ସୁନ୍ଦର ଝିଅଙ୍କ ସହ କଥାବାର୍ତ୍ତା କରିବାର ଭଲ ତରିକା ଏଇଟା ଅଟେ , ନହେଲେ କମେଣ୍ଟ ପାସ୍ ଭାବିକି ମୋର ପିଟାଇ ହୋଇଯାଆନ୍ତା ।
୩) ମୋତିଲାଲ୍- ମୋର ପାଇଁ କିଛି ଭଲ ଝିଅର ପ୍ରସ୍ତାବ କୁହ , ଧୋତିଲାଲ୍- ସାଙ୍ଗ ମୋର ନଜରରେ ଗୋଟେ ଝିଅ ବି କମ୍ କରିଛି ।
ମୋତିଲାଲ୍- ସାଙ୍ଗ କେଉଁ ବି କମ୍ ହେଉ କିନ୍ତୁ ଝିଅ ପାଠଶାଠ ପଢିଥିବ ଓ ସୁଶିଳ ହୋଇଥିବା ଦରକାର ।
୪) ୨୦୪୦ ରେ କିଛି ଏମିତି ହେବ, ଛୁଆ- ବାପା ତୁମେ ପ୍ରଥମଥର ମାଙ୍କୁ କେଉଁଠି ଦେଖା କରିଥିଲ ? ବା-ଆ- କଣ ପୁଅ କହିବି ସେହିଦିନ ୨୦୧୬ ଚାଲୁଥିଲା, ଆମେ ଏଟିଏମ୍ ଲାଇନ୍ ରେ ଠିଆ ହୋଇଥିଲୁ, ୪-୫ ଘଣ୍ଟା କଥାବାର୍ତ୍ତା ହେଲା ଓ ପ୍ରେମ ହୋଇଗଲା ।
୫) ସୋନୁ ସ୍କୁଲକୁ ଗଧ ନେଇକରି ଆସିଲା, ଶିକ୍ଷକ- ଏଇଟା କଣ ନେଇକରି ଆସିଛୁ? ସୋନୁ- ମ୍ୟାମ୍- ଆପଣ ତ କହୁଥିଲେ କି ମୁଁ ବଡରୁ ବଡ ଗଧକୁ ମଣିଷ କରିଛି, ତେବେ ମୁଁ ଭାବିଲି କି ଏହାର ବି କିଛି କଲ୍ୟାଣ ହୋଇଯାଉ ।
୬) ଗୋଟେ ଜିନ୍ ବନ୍ଦ ବୋତଲରୁ ବାହାରିବାପରେ , କଣ ହୁକୁମ୍ ଅଛି ମୋର ଆକା, ଜିନ୍ନର ମାଲିକ- କିଛି ଏମିତି କର ମୋର ସ୍ତ୍ରୀ ମୋର ଅବୁ କଥା ମାନିବ , ଓ ତାର ମନରେ ମୋର ପାଇଁ ଉଜ୍ଜତ ବଢିଯିବ , ଜିନ୍ ପୁଣି ଆଉଥରେ ବୋତଲରେ ମାଲିକ, ଟିକିଏ ଠିପି ବନ୍ଦ କରିଦେବେ ।
୭) ଝିଅ- ନିଜ ବୟଫ୍ରେଣ୍ତକୁ- ମୋର ଜାନୁ- ମୋର ବେବି, ମୋର ଛୁଆ, ମାଇଁ ସ୍ୱିଟୁ, ମେରା ଗୋଲୁ, କଣ ତୁମେ ମୋତେ ବାହା ହେବ , କୁହ ମୋର ଛୁଆ, ପୁଅ- ଆଶ୍ଚର୍ଯ୍ୟରେ ଦେଖିକରି- ଆରେ ସାଙ୍ଗ ପ୍ରପୋଜ କରୁଛି କି ମୋତେ କୋଳେଇ ନେଉଛି ।

୮) କାହାକୁ ଜଣା ଅଛି ଭୁଲ୍ କୁ ଲୁଚାଇବାକୁ ପରଦା କେଉଁଠି ମିଳୁଛି ? ଓ କେତେ ମିଟର ନେବାକୁ ପଡିବ ? ଖାଲି ପଚାରୁଥିଲି ॥
୯) ଶିକ୍ଷକ- ତୁମେ ଚିନ୍ତିତ କଣପାଇଁ ଅଛ ? ପପୁ – କିଛି ଉତ୍ତର ଦେଲାନାହିଁ । ଶିକ୍ଷକ-କଣ ହେଲା, ପେନ୍ ଆଣିବା ଭୁଲି ଗଲ ପପୁ- ତାପରେ ବି ଚୁପ୍ , ଶିକ୍ଷକ- ରୋଲ୍ ନମ୍ବର ଭୁଲି ଗଲ ? ଶିକ୍ଷକ- କଣ ହେଲା କହ କଣ ଭୁଲିଯାଇଛୁ ?ପପୁ-ରାଗରେ- ଆରେ ସାର୍ ଏଠି ମୁଁ କପି ଭୁଲ୍ ଆଣିଛି, ଆପଣଙ୍କୁ ପେନ୍ ଆଉ ପେନସିଲ୍ କଥା ଏଠି ଚିନ୍ତା ପଡିଛି ।
୧୦) ସ୍ତ୍ରୀ ସ୍ୱାମୀକୁ କହିଲା- ଇଦ୍ ଆସିବାର୍ ଅଛି କୁର୍ବାନୀ ପାଇଁ ଛେଳି ଆଣିନ? ସ୍ୱାମୀ ରାଗରେ କହିଲା- ମୋତେ ହଲାଲ୍ କରିଦେବୁ ଛେଳିର କଣ ଦରକାର, ତାର ସ୍ତ୍ରୀ କହିଲା- ଗଧର କେବଳ କମାଇ ଦରକାର, କୁର୍ବାନୀ ନୁହେଁ ।
୧୧) ଚାକିରାଣୀ ଏବଂ ମାଲିକ ରୋମାନ୍ସ କରୁଥିଲେ, ମାଲିକାଣୀ ଧରିନେଲା
ଚାକିରାଣୀ – ବାବୁ ମତେ କହିଲେ ଲୁଗା ଟେକି ଦେ ୫୦୦ ଦେବି
ମାଲିକାଣି – ମୁଁ ତତେ ୧୦୦୦ ଦେବି.. ଆଗ କହ ତୁ ମୋ ସ୍ୱାମୀ କୁ କେମିତି ପଟେଇଲୁ?
ଏଭଳି ମଜାକଥା ସବୁଦିନ ପଢିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ।
Be First to Comment