ଝିଅ ବିଦା ହେବା ସମୟର ଏହି ମଜାକଥା ପଢ଼ିଲେ ହସି ହସି ଗଡ଼ିବେ ଆପଣ – odia jokes
ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) ଖଣ୍ଡା ଯୁଧ ଚାଲିଥିଲା ସେହି ସମୟରେ ଜଣେ ଚାଇନିଜ ଗୋଟେ ଚୁଟିକୁ ଦୁଇ ଖଣ୍ଡ କରିଦେଲା… ଅନ୍ୟ ପକ୍ଷରେ ଜଣେ ଜାପାନୀ ଗୋଟେ ଉଡୁଥିବା ମାଛିର ବେକ କାଟି ଦେଲା ।ସେହି ସମୟରେ ରଜନୀ କାନ୍ତ ଏକ ମଶାକୁ ଉଡେଇଲା ଓ ଖଣ୍ଡା ବୁଲେଇଲା ହେଲେ ମଶା ସେମିତି ଉଡୁଥିଲା ।
ଜାପାନୀ କହିଲା- ମଶା ତ ଉଡୁଛି…
ରଜନୀ କାନ୍ତ ହସିକି କହିଲେ- ଉଡୁଛି ଯେ, ହେଲେ ସେ କେବେ ବାପା ହେଇ ପାରିବ ନାହିଁ,

୨)ପପୁ ନିଜ ଚାକରାଣୀକୁ ପ୍ରେମ କରୁଥିଲା, ଦିନେ ସେ ଲୁଚି ଲୁଚି ନିଜ ଚାକରାଣୀକୁ ଚୁମ୍ବନ କରୁଥିଲା ।
ପପୁ- ତମେ ମୋ ସ୍ତ୍ରୀ ଠାରୁ ଅଧିକ ସୁନ୍ଦର ଦେଖାଯାଅ ।
ଚାକରାଣୀ-କାହିଁକି ମିଛ କହୁଛ ମାଲିକ,
ପପୁ- ନାହିଁ ମୁଁ ସତ କହୁଛି ।
ଚାକରାଣୀ- ହେଲେ ଡ୍ରାଇଭର ତ କହୁଥିଲା ଆପଣଙ୍କ ସ୍ତ୍ରୀ ହିଁ ସବୁଠାରୁ ଅଧିକ ସୁନ୍ଦର ଲାଗେ ତାକୁ, ପପୁ ବେହୋସ ।
୩)ଗୋଟିଏ ଯୁବକର ବାହାଘର ହେଲା ଓ ସେ 3 ମାସ ପରେ ହିଁ ଗୋଟିଏ ପିଲାର ବାପା ହେଇଗଲା
ସେ ବହୁତ ଖୁସି ତ ଥିଲା କିନ୍ତୁ ଟିକେ କନ୍ଫ୍ୟୁଜନ ଥିଲା
ଯୁବକ ସ୍ତ୍ରୀ କୁ – ୩ ମାସରେ ତୋର ପିଲା କେମିତି ହେଇଗଲା
ପତ୍ନୀ- ତୁମ ବାହାଘରକୁ କେତେ ମାସ ହେଲା କୁହ ?
ଯୁବକ – ୩ ମାସ
ସ୍ତ୍ରୀ- ମୋ ବାହାଘରକୁ କେତେ ମାସ ହେଲା ?
ଯୁବକ- ୩ ମାସ
ସ୍ତ୍ରୀ – ଓ ଆମ ପିଲା କେତେ ମାସ ପରେ ଜନ୍ମ ହେଲା
ଯୁବକ- ୩ ମାସ ପରେ
ସ୍ତ୍ରୀ – ଟୋଟାଲ କେତେ ମାସ ହେଲା ?
ସ୍ଵାମୀ- ଆରେ ହଁ ତ, ପୁରା ୯ ମାସ ତ ହେଇଗଲା !
ତୁ ମୋର ବହୁତ ଭଲ ସ୍ତ୍ରୀ କହି ଖୁସିରେ ନାଚିବାକୁ ଲାଗିଲା
୪) ଶିକ୍ଷକ- ରହିମ୍ ଙ୍କ କିଛି ଦୋହା ଶୁଣାଅ , ପପୁ- ସାର୍ ମୋତେ ଆସେ ନାହିଁ । ଶିକ୍ଷକ- ତୋତେ ଯେତେ ଆସୁଛି ସେତିକି ଶୁଣାଇଦେ , ପପୁ- କେବେ ଶୋଶିଲା ଲୋକକୁ ପାଣି ପିଆଇନାହିଁ , ପରେ କ୍ୱାଟର ପିଆଇଲେ କଣ ଫାଇଦା, ଶିକ୍ଷକ- ବସିଯା , ଡ୍ୟୁଟି ସମୟରେ ମନ ଭଟକୁଛି ।
୫) କଞ୍ଜୁସର ସ୍ତ୍ରୀ- ଶୁଣ ହୋ ଆଜି ବଜାରରୁ ଫେରିବା ବେଲେ ଗୋଟେ ପାନିଆ ନେଇ ଆସିବ, ପୁରୁଣା ପାନିଆର ଦାନ୍ତ ଭାଙ୍ଗିଯାଇଛି, କଞ୍ଜୁସ୍- ଗୋଟେ ଦାନ୍ତ ଭାଙ୍ଗିଲେ ନୁଆ ପାନିଆ ପାଗଳ ହୋଈଯାଇଛୁ ନା କଣ ? କଞ୍ଜୁସର ସ୍ତ୍ରୀ- ସେ ପାନିଆର ଶେଷ ଦାନ୍ତ୍ ଥିଲା ଭାବିନିଅ ।

୬) ବାହାଘର ପରେ ଝିଅ ବିଦା ହଉଥିଲା ଏହି ସମୟରେ ବରର ମୋବାଇଲ ବାଜିଲା..
ତାପରେ ଝିଅ ତା ସ୍ବାମୀ କୁ ଗୋଟିଏ ଚାପୁଡ଼ା ମାରିଲା କାରଣ ତାର ରିଙ୍ଗଟୋନ ଥିଲା.. “ତୁ ମୋର ନିହାତି ଦରକାର ବାସ୍ ଗୋଟିଏ ଥର”
ଆଶା କରୁଛୁ ଆପଣଙ୍କୁ ଏହି ହସକଥା ପସନ୍ଦ ଆସିଥିବ।ଏଭଳି ଅଧିକ ମଜା କଥା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚୟ କରନ୍ତୁ,ଧନ୍ୟବାଦ।
Be First to Comment