ବନ୍ଧୁଗଣ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆମେ ଆଜି କିଛି କଷ୍ଟ ପୂର୍ଣ୍ଣ ଜଣା ଅଜଣା ସାଧାରଣ ଜ୍ଞାନ IAS ପରୀକ୍ଷା ପ୍ରଶ୍ନ ଉତ୍ତର ବିଷୟ ରେ ଆଲୋଚନା କରିବା। ଏହି ପ୍ରଶ୍ନ ଗୁଡ଼ିକ ର ଉତ୍ତର ଅନେକ ଉଚ୍ଚ ପାଠ ପଢ଼ା ବ୍ୟକ୍ତି ମଧ୍ୟ ସଠିକ ଦେଇ ପାରନ୍ତି ନାହିଁ। ଏହି ପ୍ରଶ୍ନ ଗୁଡ଼ିକ ସେତେ ସହଜ ହୋଇନଥାଏ। ଏହି ପ୍ରଶ୍ନ ଗୁଡିକ UPSC ବା IAS , IPS ଇଣ୍ଟରଭିଉ ପରୀକ୍ଷା ରେ ପଚାରାଯାଇଥାଏ। ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା।
ପ୍ରଶ୍ନ: କେଉଁ ଜୀବ ପୁରୁଷ ରୁ ସ୍ତ୍ରୀ ରେ ପରିବର୍ତ୍ତନ ହୋଇପାରେ?
ଉତ୍ତର: ଅକ୍ଟୋପସ୍ ନାମକ ଏକ ପ୍ରାଣୀ ପୁରୁଷରୁ ସ୍ତ୍ରୀ ରୂପରେ ପରିବର୍ତ୍ତନ ହୋଇପାରେ
ପ୍ରଶ୍ନ: କେଉଁ ଜୀବ ଆମର ଅଟେ?
ଉତ୍ତର : ଜେଲିଫିସ ଏବଂ ଆମିବା
ପ୍ରଶ୍ନ: ପ୍ରଧାନମନ୍ତ୍ରୀ ମଧ୍ୟ କେଉଁ ଅଧିକାରୀଙ୍କୁ ହଟାଇ ପାରିବେ ନାହିଁ?
ଉତ୍ତର: ନିର୍ବାଚନ ଆୟୋଗର ମୁଖ୍ୟଙ୍କୁ

ପ୍ରଶ୍ନ: ଆଲାଉଦ୍ଦିନ ଖିଲଜୀ କେବେ ସମ୍ରାଟ ହୋଇଥିଲେ?
ଉତ୍ତର: 1296 ରେ
ପ୍ରଶ୍ନ: ଭାରତର ସବୁଠାରୁ ବଡ ସରକାରୀ କାର୍ଯ୍ୟ କ’ଣ?
ଉତ୍ତର: IAS ଚାକିରି
ପ୍ରଶ୍ନ: ଶରୀରର କେଉଁ ଅଙ୍ଗ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବଢେନାହିଁ?
ଉତ୍ତର – ଆଖି ର କର୍ନିଆ
ପ୍ରଶ୍ନ: ନୀଳ ନଦୀର କେଉଁ ଦେଶ ଉପହାର?
ଉତ୍ତର: ଇଜିପ୍ଟ
ପ୍ରଶ୍ନ : କେଉଁ ଜୀବ କେବେବି ଶୋଇ ନଥାଏ?
ଉତ୍ତର: ପିମ୍ପୁଡ଼ି
ପ୍ରଶ୍ନ 2: କେଉଁ ପକ୍ଷୀ ନିଜ ଶିଶୁକୁ ନିଜ କ୍ଷୀର ଖୁଆଇଥାଏ?
ଉତ୍ତର: ବାଦୁଡି
ପ୍ରଶ୍ନ: ପୃଥିବୀର ସବୁଠାରୁ ଅଧିକ ଧାତୁ ଉପାଦାନ କ’ଣ?
ଉତ୍ତର: ଆଲୁମିନିୟମ୍
ପ୍ରଶ୍ନ : ମାନବ ଶରୀରରେ କେତେ ଲିଟର ରକ୍ତ ଅଛି?
ଉତ୍ତର: 4.7 ରୁ 5.5 ଲିଟର ରକ୍ତ
ପ୍ରଶ୍ନ : ପରମାଣୁ ବୋମା ଜାପାନ ଉପରେ କେବେ ପକାଯାଇଥିଲା?
ଉତ୍ତର: 1945 ରେ

ପ୍ରଶ୍ନ : ମାନବ ଶରୀରର କେଉଁ ଅଙ୍ଗ ଜନ୍ମ ପରେ ଆସେ ଏବଂ ମୃତ୍ୟୁ ପୂର୍ବରୁ ଯାଏ?
ଉତ୍ତର: ଦାନ୍ତ
ପ୍ରଶ୍ନ : ମସ୍ତିଷ୍କରେ କେତେ ହାଡ ଅଛି?
ଉତ୍ତର: 29
ପ୍ରଶ୍ନ :: ଦୁନିଆର ସବୁଠାରୁ ମହଙ୍ଗା ଫଳ କ’ଣ?
ଉତ୍ତର: ୟୁବାରୀ ମେଲନ୍ ଏହି ଫଳ ଜାପାନରେ ଚାଷ କରାଯାଏ
ପ୍ରଶ୍ନ:: ପୁଅ ମାନଙ୍କ କେଉଁ ଜିନିଷ ଉପରେ ବସିବା ପାଇଁ ଝିଅ ମାନଙ୍କୁ ମଜା ଲାଗେ?
ଉତ୍ତର:: ବାଇକରେ
ଉତ୍ତର::
ପ୍ରଶ୍ନ: ପାକିସ୍ତାନର ଜାତୀୟ ପଶୁ କ’ଣ?
ଉତ୍ତର: ମାର୍କୋର
ପ୍ରଶ୍ନ : ଭାରତର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ କିଏ?
ଉତ୍ତର: ମାଣିକ ସାର୍କ 26 ଲକ୍ଷ ସମ୍ପତ୍ତି ସହିତ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଥିଲେ।
ଆପଣଙ୍କ ପାଇଁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିଥାଉ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment