Press "Enter" to skip to content

କେଉଁ ଶବ୍ଦ କୁ ଆମେ ଲେଖି ପାରିବା କିନ୍ତୁ କହି ପାରିବା ନାହିଁ? – IAS ପରୀକ୍ଷା ପ୍ରଶ୍ନ

କେଉଁ ଶବ୍ଦ କୁ ଆମେ ଲେଖି ପାରିବା କିନ୍ତୁ କହି ପାରିବା ନାହିଁ? – IAS ପରୀକ୍ଷା ପ୍ରଶ୍ନ

ବନ୍ଧୁଗଣ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆମେ ଆଜି କିଛି କଷ୍ଟ ପୂର୍ଣ୍ଣ ଜଣା ଅଜଣା ସାଧାରଣ ଜ୍ଞାନ IAS ପରୀକ୍ଷା ପ୍ରଶ୍ନ ଉତ୍ତର ବିଷୟ ରେ ଆଲୋଚନା କରିବା। ଏହି ପ୍ରଶ୍ନ ଗୁଡ଼ିକ ର ଉତ୍ତର ଅନେକ ଉଚ୍ଚ ପାଠ ପଢ଼ା ବ୍ୟକ୍ତି ମଧ୍ୟ ସଠିକ ଦେଇ ପାରନ୍ତି ନାହିଁ। ଏହି ପ୍ରଶ୍ନ ଗୁଡ଼ିକ ସେତେ ସହଜ ହୋଇନଥାଏ। ଏହି ପ୍ରଶ୍ନ ଗୁଡିକ UPSC ବା IAS , IPS ଇଣ୍ଟରଭିଉ ପରୀକ୍ଷା ରେ ପଚାରାଯାଇଥାଏ। ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା।

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭାରତ।

ପ୍ରଶ୍ନ :-ଦୁନିଆରେ ସବୁଠାରୁ ବେଶୀ ମାଛ କେଉଁ ଦେଶରେ ଅଛି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭାରତ ଦେଶରେ।

ପ୍ରଶ୍ନ :-କେଉଁ ଦେଶର ଲୋକ ପବଜି ଖେଳନ୍ତି ନାହିଁ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଚିନ ଦେଶର ଲୋକ।

ପ୍ରଶ୍ନ:-ଇଞ୍ଜିନିୟର କୁ ହିନ୍ଦିରେ ଆମେ କଣ କହିଥାଉ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅଭିୟନ୍ତା।

ପ୍ରଶ୍ନ :-ଟ୍ରେନର ଆଭରେଜ କେତେ ହୋଇଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଗୋଟେ କିଲୋମିଟରରେ ୬ ଲିଟର ତେଲ।

ପ୍ରଶ୍ନ :-ଦୁନିଆର ସବୁଠାରୁ ଦାମୀକିଆ କରେନ୍ସି କେଉଁ ଦେଶର ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କୁବେତ ଦେଶ।

ପ୍ରଶ୍ନ :-କେଉଁ ଦେଶରେ କେବଳ ଝିଅ ପିଲା ମନେ ହିଁ ମଦ ପିଇ ପାରିବେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପେରୁ ଦେଶର ମହିଳା।

ପ୍ରଶ୍ନ :-ତମ୍ବାଖୁରେ କେଉଁ ପ୍ରକାରର କେମିକାଲ ମିଳିଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ନାଇଟ୍ରୋଜେନ।

ପ୍ରଶ୍ନ :-ଉଡାଯାହାଜ ଦ୍ୱାରା ଆମେ ମାନେ କୁଆଡେ ବା କେଉଁ ସ୍ଥାନକୁ ଯାଇ ପାରିବା ନାହିଁ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମହାକାଶକୁ।

ପ୍ରଶ୍ନ :-ଭାରତରେ କେଉଁ ଜିନିଷ ବାରମ୍ବାର ଦାମୀକିଆ ହୋଇଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଆମେ ଖାଉଥିବା ପିଆଜ।

ପ୍ରଶ୍ନ:-ସବୁଠାରୁ ବେଶୀ ଭୂମିକମ୍ପ କେଉଁ ଦେଶରେ ଆସି ଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଜାପାନ ଦେଶରେ।

ପ୍ରଶ୍ନ :-ସେ ଏମିତିଆ କେଉଁ ଜୀଵ ଯିଏ ଗୋଟେ ଦିନ ବା ୨୪ ଘଣ୍ଟାରେ ମାତ୍ର ୧୬ ମିନିଟ ଆରାମ କରିଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପିମ୍ପୁଡି ମାନେ।

ପ୍ରଶ୍ନ :-ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ କ୍ଷୀର ଉତ୍ତ୍ପାଦନ କରାଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଉତ୍ତର ପ୍ରଦେଶରେ।

ପ୍ରଶ୍ନ :-ସାଧାରଣତଃ ଝିଅ ପିଲା ମାନଙ୍କୁ ସବୁଠାରୁ ବେଶୀ ପସନ୍ଦ ଆସୁଥିବା ରଙ୍ଗ କଣ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଗୋଲାପି ରଙ୍ଗ।

ପ୍ରଶ୍ନ:-ଏମିତି କେଉଁ ଶବ୍ଦ ଅଛି ଯାହାକୁ ଆମେ ଲେଖି ପାରିବା କିନ୍ତୁ ପଢି ପାରିବା ନାହିଁ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ନାହିଁ।

ଆମେ ଆପଣଙ୍କ ପାଇଁ ଏହିଭଳି ପ୍ରଶ୍ନ ସବୁବେଳେ ଆଣିଥାଉ ,ଭଲଲାଗିଲେ ସେୟାର୍ କରନ୍ତୁ ଏବଂ ପେଜ୍ କୁ ଫଲୋ କରନ୍ତୁ।

Satta Matka

More from IAS Questions OdiaMore posts in IAS Questions Odia »

Be First to Comment

Leave a Reply

Your email address will not be published. Required fields are marked *