ପପୁ ଆଉ ଝିଅର ଏହି ହସକଥା ପଢ଼ିଲେ ହସି ହସି ଗଡୁଥିବେ ଆପଣ – odia jokes
ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ।

ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) କଣ ଆପଣ କେବେ ଭାବିଥିଲେ ଦିନେ ମୃତ୍ୟୁ ବି Made in china ହେବ । କୋରନା ଭାଇରସ୍ ସତର୍କ ରୁହନ୍ତୁ, ସାବଧାନ ରୁହନ୍ତୁ ।
୨) ୧୦ ଦିନରୁ କ୍ୟାଲେଣ୍ତର ବିକ୍ରି କରିବାକୁ ରଖାଯାଇଛି ଶଳା ଏବେ ପର୍ଯ୍ୟନ୍ତ ବିକ୍ରି ହୋଇପାରିଲାନାହିଁ , ଓ OLX ବାଲା କହୁଛନ୍ତି ଏଠାରେ ସବୁକିଛି ବିକ୍ରି ହୁଏ , ଆରେ, କାହାକୁ ଦରକାର ତ କୁହ ଟିପ୍ ଟିପ୍ କଣ୍ତିସନ୍ ରେ ବିକ୍ରି କରିବି, କେବଳ ଗୋଟିଏ ବର୍ଷ ପୁରୁଣା , ୨୦୨୦ ର କ୍ୟାଲେଣ୍ତର ୫୦ ରେ ନେଇଥିଲି ୧୦ ଟଙ୍କାରେ ବିକ୍ରି କରିଦେବି ।

୩) କଣ ସବୁଥର Santa claus ଗୋଟେ ଲୋକ ହିଁ ହୋଇଥାଏ ଜଣା ଅଛି? କାରଣ ଗୋଟେ ମହିଳା ସବୁ ବର୍ଷ ଗୋଟେ ଡ୍ରେସକୁ ବାରମ୍ବାର ପିନ୍ଧିପାରିବ ନାହିଁ ।
୪) ଗୋଟେ ବୁଢୀ ମହିଳା ବରଫର ପର୍ବତରେ ଚାଲୁଥିଲା, ଓ ଅଚାନକ ଗଲିପଡିଲା ଓ କହିଲା ହାୟ୍ ମୋର ଭାଗ୍ୟ, ଠିକ୍ ସେହି ସମୟରେ ଏକ ବିଦେଶୀ ବାହାରିଲା ଓ କହିଲା ମେରି କ୍ରିଷ୍ଟମାସ୍,
୫) ପ୍ରଥମେ ଛିଙ୍କ ଆସୁଥିଲା, ତେବେ ଚାଲୁଥିବା ଲୋକ ବି ଅଟକିଯାଉଥିଲା, ବୋଧେ କାମ ହେବନି , ଏବେ ଛିଙ୍କ ଆସୁଛି ତେବେ ଅଟକିଥିବା ଲୋକ ବି ଚାଲିଯାଉଛନ୍ତି କି ନିଜ କାମ ହିଁ ଖରାପ ନ ହୋଇଯାଉ ।
୬) ସ୍ତ୍ରୀ ନିଜ ସ୍ୱାମୀକୁ କହିଲା- ରାତିରେ ତୁମେ ସ୍ୱପ୍ନରେ ମୋତେ ଗାଳି ଦେଉଥିଲ ଓ ମୋର ମା ବାପାଙ୍କୁ କିଛି କହୁଥିଲ କଣପାଇଁ ? ସ୍ୱାମୀ କହିଲା- ମିଛ କହୁଛ ତୁମେ , ମୁଁ ସେହି ସମୟରେ ଶୋଇନଥିଲି,
୭) ପୋଲିସ୍ –ତୁମେ ଗୋଟେ ଦୋକାନରୁ ଲଗାତାର ତିନିଦିନ ହେବ ଚୋରି କରିଛ, ଚୋର- ମୁଁ ତ କେବଳ ଗୋଟିଏ ଦିନ ନିଜ ସ୍ତ୍ରୀ ପାଇଁ ସୁଟ୍ ଚୋରି କରିଥିଲି, ବାକି ଦୁଇଦିନ ତ କଲର ବଦଳାଇବାକୁ ଯାଇଥିଲି ।
୮) ପପୁ ନିଜ ବାପାକୁ- ବାପା ବାପା- ଏଇ ସ୍ତ୍ରୀ କଣ ହୋଇଥାଏ, ବାପା- ପୁଅ ସ୍ତ୍ରୀ ସେହି ଶକ୍ତିର ନାଁ ଅଟେ ଯାହାକୁ ବୁଲି ଅନାଇଲେ ଦେଖିଲେ ଭେଣ୍ତିର ତରକାରୀ ପନୀର ସ୍ୱାଦ ଆସିଥାଏ
୯) ପପୁ ; ପୁରା ଭିତରେ ପଶିଲା କି?
ଝିଅ ; ହଁ
ପପୁ; ଅଧିକ ଟାଇଟ ଲାଗୁନି ତ?
ଝିଅ; ହଁ, ଧୀରେ ଧୀରେ ପୁରାଅ ( ତାପରେ ଦୋକାନ ମାଲିକ ଦେଖିଦେଲା )
ଦୋକାନୀ; ପପୁ! ମ୍ୟାଡାମ୍ ଙ୍କ ପାଇଁ ବଡ଼ ଚୁଡ଼ି ଦେଖା..
ଆଶା କରୁଛୁ ଆପଣଙ୍କୁ ଏହି ହସକଥା ଭଲ ଲାଗିଥିବ ତେବେ ଏହାକୁ ଗୋଟିଏ ସେୟାର୍ କରି ଦିଅନ୍ତୁ। ପ୍ରତିଦିନ ଏଇଭଳି ମଜାଦାର ଜୋକ୍ସ ପଢ଼ିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ।
Be First to Comment