Press "Enter" to skip to content

ବୟଫ୍ରେଣ୍ଡ ଏବଂ ଗାର୍ଲଫ୍ରେଣ୍ଡ ଙ୍କର ଏହି କମେଡ଼ି ପଢ଼ିଲେ ହସି ହସି ଗଡ଼ିବେ ଆପଣ – Odia Jokes

ବୟଫ୍ରେଣ୍ଡ ଏବଂ ଗାର୍ଲଫ୍ରେଣ୍ଡ ଙ୍କର ଏହି କମେଡ଼ି ପଢ଼ିଲେ ହସି ହସି ଗଡ଼ିବେ ଆପଣ – Odia Jokes

ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ।

ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

୧) ଦୁଇ ମହିଳା କଥାବାର୍ତ୍ତା ହେଉଥିଲେ , ପ୍ରଥମ ମହିଳା- କଣ ତୋତେ ଜଣା ଅଛି, ଆମ ଗାଁର ସରପଞ୍ଚ୍ କୋମାରେ ଚାଲିଯାଇଛନ୍ତି , ଦ୍ୱିତୀୟ ମହିଳା- ହଁ ଭଉଣୀ- ପଇସା ବାଲା ଲୋକ ନା କେଉଁଠିକୁ ବି ଯାଇପାରିବେ ।

୨) ମା ନିଜ ଝିଅକୁ ଗାଳିକରୁଥିଲେ , ଦେଖ ଝିଅ ସୁଧୁରି ଯା ନହେଲେ ତୋ ବାହାଘର କେଉଁ ଭିକାରୀ ସହ କରାଇଦେବି, ତେବେ ବାହାରୁ ଆବାଜ୍ ଆସେ ମା ଠିଆ ହେବି ନା ପଳେଇବି ।

୩) ପ୍ରେମରେ ଏହି ଫଳ ପାଇଛି, ହାତ ଭାଙ୍ଗିଲା ଗୋଡ ଭାଙ୍ଗିଲା ମୁହଁରୁ ରକ୍ତ ବାହାରିଲା , ମେଡିକାଲ୍ ପହଞ୍ଚିଲେ ନର୍ସକହିଲା, ବାହାରୋଁ ଫୁଲ ବରଷାଓ କିସି କା ମେହବୁବ୍ ଆମ୍ବୁଲାନ୍ସ ମେଁ ଆୟା ହେ ।

୪) ପୁଅ- ବାପା ଗୋଟେ କଥା କହିବି, ବାପା-ହଁ କହ , ପୁଅ- ଫେସବୁକ୍ ରେ ମୋର ୧୦ ଟି ଫେକ୍ ଆଇଡି ଅଛି, ବାପା- ହାରାମଖୋର୍ ମୋତେ କଣପାଇଁ କହୁଛୁ, ପୁଅ- ଆପଣ ଯେଉଁ ପୁଜା ଶର୍ମାକୁ ୧୦ ଦିନ ହେବ ଚାହା ପିଇବାକୁ ଡକାଉଛନ୍ତି , ସେ ମୁଁ ହିଁ ଅଟେ, ତାପରେ ବାପାର ଚାପୁଡା ପୁଅ ଉପରେ ।

୫) ସ୍ୱାମୀ ପ୍ରବଚନ ଶୁଣିକରି ଘରକୁ ଆସିଲା ଓ ସ୍ତ୍ରୀକୁ କୋଳେଇନେଲା, ସ୍ତ୍ରୀ- କଣ ଆଜି ଗୁରୁଜି ରୋମାନ୍ସ କରିବାକୁ କହିଛନ୍ତି ? ସ୍ୱାମୀ – ଆରେ ନା ପାଗେଳି, ସେ କହିଲେ କି ନିଜ ଦୁଃଖ ନିଜେ ଉଠାଓ।

୬) ବୟଫ୍ରେଣ୍ଡ ଏବଂ ଗାର୍ଲଫ୍ରେଣ୍ଡ ଦୁହେଁ BMW କାର ରେ ବୁଲିବାକୁ ଯାଇଥିଲେ ହଠାତ ବୟଫ୍ରେଣ୍ଡ କହିଲା..
ଡାର୍ଲିଂଗ ଆଜି ଯାଏଁ ମୁଁ ତମକୁ ଗୋଟିଏ ମିଛ କହି ଆସୁଥିଲି..
ଗାର୍ଲଫ୍ରେଣ୍ଡ : ଏଇ BMW କାର ଟି ତମର ନୁହେଁ?
ବୟଫ୍ରେଣ୍ଡ : ନା ମୋର ଗୋଟେ ସ୍ତ୍ରୀ ଆଉ ପିଲାଛୁଆ ଅଛନ୍ତି
ଗାର୍ଲଫ୍ରେଣ୍ଡ; ଚଳିବ ,ଚାଲ OYO ଯିବା..

ଆପଣଙ୍କ ପାଇଁ ଆମେ ଏମିତି ମଜାକଥା, ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିଥାଉ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from Odia jokesMore posts in Odia jokes »

Be First to Comment

Leave a Reply

Your email address will not be published. Required fields are marked *