ସ୍ୱାମୀ ସ୍ତ୍ରୀ ସପିଙ୍ଗ ମଲ ଯାଇଥିଲେ ଏହି ମଜାକଥା ପଢ଼ିଲେ ହସି ହସି ଗଡ଼ିବେ ଆପଣ – odia jokes
ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ।
ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) ଛୋଟ ଭଉଣୀ- ଦିଦି, ପ୍ରେମ ହୋଇଯାଏ ନା କରିବାକୁ ପଡେ ? ବଡ ଭଉଣୀ- ଏହା ତ ପରିସ୍ଥିତି ଉପରେ ନିର୍ଭର କରେ , ଛୋଟ ଭଉଣୀ- ତାହା କେମିତି? ବଡ ଭଉଣୀ- ପୁଅ ହ୍ୟାଣ୍ତସମ୍ ଓ କ୍ୟୁଟ୍ ହୋଇଥିଲେ , ତେବେ ଆପେ ଆପେ ହୋଇଯାଏ , କିନ୍ତୁ ଅସୁନ୍ଦର ଓ ଧନୀ ହୋଇଥିଲେ କରିବାକୁ ପଡିଥାଏ ।
୨) ଶିକ୍ଷକ କ୍ଲାସରେ ବହୁତ ପରିଶ୍ରମ କରି ଛୁଆଙ୍କୁ ପଢାଉଥିଲେ , ଶିକ୍ଷକ- ପପୁ ତମ ଘରୁ ବହୁତ ଅଭିଯୋଗ ଆସୁଛି , ପପୁ- ମୁଁ ତ କିଛି ବି କରୁନି ସାର୍ , ଶିକ୍ଷକ- ଆଛା କହ, ଭଗବାନ ଖୁସି କେତେବେଳେ ଅଧିକା ହୁଅନ୍ତି ? ପପୁ ବହୁତ ଭାବିକରି କହିଲା- ଯେବେ କେଉଁ ଝିଅକୁ ଗୁଣ୍ତା ମାନେ ଅପହରଣ କରିନିଅନ୍ତି , ଓ ସେ କହିବ- ଭଗବାନଙ୍କ ପାଇଁ ମୋତେ ଛାଡିଦିଅ, ଶିକ୍ଷକ- ଏବେ ବେହୋସ୍ ।
୩) ସାନ୍ତା- ଭାଇ ଆଜି ବହୁତ ଦିନ ପରେ ଦେଖା ହେଲ , ବାତା- ସାଙ୍ଗ କେମିତି ଅଛୁ ତୁ ? ସାନ୍ତା- ବିନ୍ଦାସ୍ ଅଛି ସାଙ୍ଗ, ବାନ୍ତା- ଆଉ ପାଠପଢା କେମିତି ଚାଲିଛି ? ସାନ୍ତା- ଶଳା ସାଙ୍ଗ ଅଟୁ ଓ ସାଙ୍ଗ୍ ପରି ରହ ଏହି ସଂମ୍ପର୍କୀୟଙ୍କ ପରି ହରକତ କରନି କହିଲି,
୪) ପୋଲିସ୍ ବାଲା ଥାନାରେ ସାନ୍ତାକୁ ପିଟୁଥିଲେ , ଥାନାବାବୁ- କହ ତୁ ନିଜ ସାଙ୍ଗ ବାନ୍ତାକୁ ଟ୍ରକ୍ ତଳକୁ କଣପାଇଁ ଫିଙ୍ଗିଦେଲୁ ? ସାନ୍ତା- ସାହେବ ସେ ନିଜେ ମରିବାକୁ ଯାଊଥିଲା, ଏଥିପାଇଁ ମୁଁ ଫିଙ୍ଗିଦେଲି । ଥାନାବାବୁ- ତୋତେ କେମିତି ଜଣାଗଲା କି ସେ ମରିବାକୁ ଥିଲା, ସାନ୍ତା- ସେ ପ୍ରକୃତରେ ନିଜ ବାହାଘର କାର୍ଡ ବାଣ୍ଟୁଥିଲା, ଥାନାବାବୁ- ଛାଡ ଦିଅ ଏଇ ପିଲାଟି ନିର୍ଦ୍ଦୋଷ ଅଛି ।
୫) ଗୋଟେ ପୁଅ ନିଜ ଗାର୍ଲଫ୍ରେଣ୍ତକୁ ବହୁତ୍ ଭଲ ପାଉଥିଲା, ଦିନେ ସେ ମରିଗଲା, ତାର ସାଙ୍ଗ ସେ ଝିଅର ପାଖକୁ ଗଲା ଓ କହିଲା କଣ ମୁଁ ମୋର ସାଙ୍ଗର ଜାଗା ନେଇପାରିବି ? ଝିଅ- ମୋର କିଛି ଅସୁବିଧା ନାହିଁ , ଖାଲି କବ୍ରିସ୍ଥାନ ବାଲାକୁ ପଚାରି ଆସ,
୬) ସ୍ୱାମୀ ସ୍ତ୍ରୀ ସପିଙ୍ଗ ମଲ୍ ଯାଇଥିଲେ
ସ୍ତ୍ରୀ ; ହେଇଟି ଶୁଣୁଛ ସେଇ ନାଲିଆ ବ୍ରା ଟା ନେବି
ସ୍ୱାମୀ ; ବ୍ରା କିଣି କଣ କରିବ ତମର ଛୋଟିଆ ଛୋଟିଆ ଲେମ୍ବୁ
ସ୍ତ୍ରୀ ; କାଲି ତମେ ନୂଆ ଅଣ୍ଡରୱେର କିଣିଲ ତମକୁ କିଛି କହିଥିଲି କି?
ଆଶା କରୁଛୁ ଆପଣଙ୍କୁ ଏହି ହସକଥା ଭଲ ଲାଗିଥିବ ତେବେ ଏହାକୁ ଗୋଟିଏ ସେୟାର୍ କରି ଦିଅନ୍ତୁ। ପ୍ରତିଦିନ ଏଇଭଳି ମଜାଦାର ଜୋକ୍ସ ପଢ଼ିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ।
Be First to Comment