ସ୍ୱାମୀ ସ୍ତ୍ରୀଙ୍କର ଚଉଠି ରାତି ଘଟଣା ମଜାକଥା ପଢ଼ିଲେ ହସି ହସି ଗଡ଼ିବେ- odiajokes
ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ।
ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

୧) ଚାରି ସାଙ୍ଗ ହୋଟେଲରେ ଖାଇବାପରେ ବିଲ ଦେବା ସମୟରେ ନିଜ ନିଜ ମଧ୍ୟରେ ପାଟିତୁଣ୍ତ କରିବସିଲେ, ଶେଷରେ ଏହା ତୟ ହେଲା କି ଯିଏ ହୋଟେଲର ଚକ୍କର ଲଗାଇକରି ସବୁଠାରୁ ପ୍ରଥମେ ଆସିବ , ସେ ବିଲ୍ ଦେବ , ମ୍ୟାନେଜର୍ ସିଟି ମାରିଲା ଚାରିଜଣ ଦୌଡିଲେ , ୧୦ ଦିନ ହେଲା, ବିଚରା ମ୍ୟାନେଜର ଆଜି ବି ତାଙ୍କ ଅପେକ୍ଷାରେ ବସିଛି ।
୨) ମହିଳା- ସେଠଜୀ ଲାଲ ମିର୍ଚ୍ଚ ଦେବ , ସେଠ- ଚାକରକୁ- ହରି ମିର୍ଚ୍ଚ ଦେ ଜଲଦି, ମହିଳା- ସେଠଜୀ- ଲାଲ ମିର୍ଚ୍ଚ ଦରକାର, ସେଠଜୀ- ହରି ମିର୍ଚ୍ଚ ଆଣ ଜଲଦି, ମହିଳା- ରାଗରେ- ଏବେ ପାଗଳ ହୋଇଯାଇଛୁ ନା କଣ ସେଠ୍ ଲାଲ ମିର୍ଚ ମାଗୁଛି, ଲାଲ୍ ସେଠଜୀ- ଭଉଣୀ, ଥଣ୍ତା ରୁହ , ଲାଲ ଲଙ୍କା ହିଁ ଦେବି, ହରି ମୋର ଚାକରର ନା ଅଟେ।

୩) ସାନ୍ତା- ଆପଣଙ୍କ ପୁଅ ବହୁତ କହୁଥିଲା ତାର କଣ ହାଲ୍ ଅଛି, ଏବେ ଅଧିକା କହୁନି, ଏହି ଚମତ୍କାର କିପରି ହେଲା, ମୁଁ ତାର ବାହାଘର୍ କରାଇଦେଲି, ଝିଅ ଜୁଡୋ କରାଟେରେ ଏକ୍ସପର୍ଟ ଅଛି ।
୪) ଗୁଟଖା ଖାଇବା ଲୋକଙ୍କର ଉଚିତ୍ ସଂସ୍କାର ହୋଇଥାଏ , ସେ ବଡ ଶାନ୍ତ ଓ ମୌନ ରହନ୍ତି , ଥୁକିଲେ କେବଳ ତେବେ କହନ୍ତି , ଯେବେ ଅଧିକା କହିବା ଦାମ୍ ଗୁଟଖାରେ ଅଧିକ ହୋଇଯାଏ ନହେଲେ ହୁ ହାଁ ରେ ଜବାବ୍ ଦେଇଥାନ୍ତି ।
୫) ସ୍ତ୍ରୀ ପରିବା ନେବାରେ ଏତେ ମୁଲଚାଲ କରୁଥିଲା କି ସ୍ୱାମୀ ଚିନ୍ତିତ ହୋଇଯାଇଥିଲା, ସ୍ୱାମୀ- ଦୟାକରି ଜଲଦି କିଣ , ଅଫିସ୍ ଯିବାପାଇଁ ଲେଟ୍ ହେଉଛି, ସ୍ତ୍ରୀ- ତୁମେ ମଝିରେ କିଛି କୁହ ନାହିଁ, ଜଲଦି ଜଲଦି ଯୋଗୁଁ ତୁମ ପରି ସ୍ୱାମୀ ମିଳିଛି, ଏବେ ପରିବା ମାମଲାରେ ଜଲଦି କରିବି ନାହିଁ ।
୬) ଏକ ଇଞ୍ଜିନିୟରିଙ୍ଗ୍ ଛାତ୍ର ଛାତରେ ଠିଆ ହୋଇଥିଲା, ପଡୋଶୀ- ପୁଅ ଆଗକୁ କଣ ଭାବିଛୁ ? ଛାତ୍ର- ମଉସା- ଟାଙ୍କି ଭରିଲେ ମୋଟର ବନ୍ଦ କରିଦେବି।
୭) ଚଉଠି ରାତିରେ ସ୍ତ୍ରୀ ସ୍ୱାମୀ କୁ କହିଲା ;
ସ୍ତ୍ରୀ ; ଦେଖ! ମୋର ପୂର୍ବରୁ ୧୦ ଜଣ ବୟଫ୍ରେଣ୍ଡ ରହି ସାରିଛନ୍ତି
ସ୍ୱାମୀ ; ଅଚ୍ଛା ତାହାଲେ ଠିକ ଅଛି, କୂଅ ଖୋଳିବାକୁ ଅଧିକ ପରିଶ୍ରମକରିବାକୁ ପଡ଼ିବନି???
ଆଶା କରୁଛୁ ଆପଣଙ୍କୁ ଏହି ହସକଥା ଭଲ ଲାଗିଥିବ ତେବେ ଏହାକୁ ଗୋଟିଏ ସେୟାର୍ କରି ଦିଅନ୍ତୁ। ପ୍ରତିଦିନ ଏଇଭଳି ମଜାଦାର ଜୋକ୍ସ ପଢ଼ିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ।
Be First to Comment