ଗୋଟିଏ ଝିଅର ବାହାଘର ପେଟ୍ରୋଲ ପମ୍ପ ବାଲା ସହିତ ହୋଇଗଲା,ଏହି ହସକଥା ପଢ଼ନ୍ତୁ- odia jokes
ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ।

ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) ସ୍କୁଲରେ କେବଳ ଦୁଇ ପ୍ରକାରର ଛାତ୍ର ଦେଖାଯାଆନ୍ତି , ପ୍ରଥମେ ଯିଏ ସକାଳୁ ଦୁଇଟି ପେନ୍ ନେଇକରି ଆସନ୍ତି , କିନ୍ତୁ ଗୋଟେ ବି ଫେରାଇକରି ନେଇଯାଇପାରନ୍ତି ନାହିଁ , ଓ ଅନ୍ୟ ଜଣେ ସେମାନେ ଯିଏକି ପେନ୍ ନେଇକରି ଆସନ୍ତି ନାହିଁ କିନ୍ତୁ ସଂନ୍ଧ୍ୟାକୁ ୪ ଟି ପେନ୍ ନେଇକରି ଯାଆନ୍ତି ।
୨) ସାନ୍ତା କଠୋର ତପସ୍ୟା କଲା, ପ୍ରସନ୍ନ ହୋଇକରି ଭଗବାନ, ମାଗ ବତ୍ସ , କଣ ଦରକାର ! ସାନ୍ତା- ସିଷ୍ଟମରେ ଚାଲନ୍ତୁ ପ୍ରଭୁ, ପ୍ରଥମେ ତପସ୍ୟା ଭଙ୍ଗ କରିବାପାଇଁ ଅପସରା ଆସୁଥିଲେ, ଏବେ ତାଙ୍କର କଣ ହେଲା ?
୩) ଗୋଟେ ପାଗଳ ଲୋକ ହାତରେ ସିଗାରେଟ୍ ଲୁଚାଇକରି ପ୍ରଥମେ- କୁହ ମୋର ହାତରେ କଣ ଅଛି ? ଦ୍ୱିତୀୟ ପାଗଳ- ରେଲ ଗାଡି, ପ୍ରଥମ ପାଗଳ- କେମିତି ଜାଣିଲୁ ? ଦ୍ୱିତୀୟ ପାଗଳ- ମୁଁ ଧୁଆଁ ବାହାରୁଥିବାର ଦେଖିଥିଲି ।

୪) ସ୍ତ୍ରୀ ରୋମାଣ୍ଟିକ୍ ମୁଡରେ ନିଜ ସ୍ୱାମୀକୁ କହେ , ମୁଁ ତୁମ ହୃଦୟରେ ରହିବାକୁ ଚାହେଁ । ସ୍ୱାମୀ କିଛି ସମୟ ଭାବିବା ପରେ କହେ , ଠିକ୍ ଅଛି ସେଠାରେ ଯାଇକରି ଅନ୍ୟ ସ୍ତ୍ରୀ ଲୋକଙ୍କ ସହ ଝଗଡା କରିବନି ।
୫) ଅପରେସନ୍ ପରେ ରୋଗୀ କହିଲା, ଡାକ୍ତର ସାହେବ, କଣ ଏବେ ମୁଁ ରୋଗମୁକ୍ତ ଅଛି ? ସାମ୍ନାରୁ ଜବାବ୍ ଆସିଲା, ପୁଅ- ଡାକ୍ତର ସାହେବ ତ ଏହି ପୃଥିବୀରେ ରହିଗଲେ , ମୁଁ ତ ଚିତ୍ର ଗୁପ୍ତ ଅଟେ
୬) ଗୋଟିଏ ଝିଅର ବାହାଘର ପେଟ୍ରୋଲ ପକେଇବା ବାଲା ସହିତ ହେଇଗଲା
ଝିଅର ସାଙ୍ଗ ; ଚଉଠି ରାତି କେମିତି ଲାଗିଲା?
ଝିଅ ; ସେ ଶଳା ବୋକା..**
ରାତି ଯାକ ଧରିକି କହୁଥିଲା କେତେ ପୁରେଇବି?
ଆଶା କରୁଛୁ ଆପଣଙ୍କୁ ଏହି ହସକଥା ଭଲ ଲାଗିଥିବ ତେବେ ଏହାକୁ ଗୋଟିଏ ସେୟାର୍ କରି ଦିଅନ୍ତୁ। ପ୍ରତିଦିନ ଏଇଭଳି ମଜାଦାର ଜୋକ୍ସ ପଢ଼ିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ।
Be First to Comment