Press "Enter" to skip to content

ଖୋଲିଲା କଲେଜ +3 ଏବଂ PG ପିଲା ହେବେ ହଇରାଣ, ୬ମାସ ଭିତରେ ସରିବ ସବୁ ପରୀକ୍ଷା

ଖୋଲିଲା କଲେଜ +3 ଏବଂ PG ପିଲା ହେବେ ହଇରାଣ, ୬ମାସ ଭିତରେ ସରିବ ସବୁ ପରୀକ୍ଷା

ଉଚ୍ଚ ଶିକ୍ଷା ବିଭାଗ ଦେଲା ବଡ଼ ସୂଚନା, +3 ଏବଂ ପିଜି ପିଲାଙ୍କର କଲେଜ ଏହି ଜାନୁଆରୀ ୧୧ ତାରିଖ ଠାରୁ ଖୋଲିବାକୁ ଯାଉଛି। କଲେଜ ରେ ନିୟମିତ କ୍ଲାସ ହେବା ସହ ,ବାକି ଥିବା ପରୀକ୍ଷା ଗୁଡିକୁ ଶୀଘ୍ର ଖୋଲିବାକୁ ଆଦେଶ ଦେଇଛନ୍ତି ସରକାର। ଏପଟେ କଲେଜ ପିଲା ହଇରାଣ ହେବାକୁ ଯାଉଛନ୍ତି ବର୍ଷେ ତଳେ ହେବାକୁ ଥିବା ୨ୟ ଏବଂ ୪ର୍ଥ ସେମିଷ୍ଟର ପରୀକ୍ଷା ଏବେ ହେବାକୁ ଯାଉଛି ଏହା ସହିତ ଗୋଟିଏ ସେମିଷ୍ଟର ପରୀକ୍ଷା ପାଇଁ ଆଗରୁ ୬ମାସ ସମୟ ଦିଆଯାଉଥିବା ବେଳେ ଏହି ବର୍ଷ ପାଇଁ ଏହାକୁ ୨ ମାସ କରିଦିଆ ଯାଇଛି।

8 ରୁ ଖୋଲିବ ସ୍କୁଲ ।ଶେଷରେ ସ୍କୁଲ ପିଲାଙ୍କ ପାଇଁ ଆସିଲା ଖୁସି ଖବର l ପ୍ରାୟ 9 ମାସ ଧରି ବନ୍ଦ ରହିବା ପରେ ପିଲା ସ୍କୁଲ ଯିବେ l ଦୀର୍ଘ ଦିନ ର ଅପେକ୍ଷା ପରେ ଆଜି ସ୍କୁଲ ଖୋଲିବା ନିଷ୍ପତି ଗ୍ରହଣ ଯୋଗ୍ୟ ହୋଇଛି l କୋରନା ଭାଇରସ ପାଇଁ ଛୁଆ ମାନଙ୍କର ଭବିଷ୍ୟତ କୁ ଆଖି ଆଗରେ ରଖୀ ଆମ ରାଜ୍ୟ ସରକାର ସ୍କୁଲ ବନ୍ଦ କରିଥିଲେ l ମାତ୍ର ଏବେ ସମସ୍ତ ସୁରକ୍ଷା ଏବଂ ପିଲାମାନଙ୍କ ଭବିଷ୍ୟତ କୁ ଦୃଷ୍ଟି ରେ ରଖି ପିଲାମାନଙ୍କୁ ସ୍କୁଲ ଯିବାପାଇଁ ଅନୁମତି ମିଳିଛି l

କରୋନା ମହାମାରୀ ରେ କଟକଣା ଜାରି ହେବା ପରେ ଏବେ ରାଜ୍ୟସରକାର ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର l ଆସନ୍ତା ଜାନୁଆରୀ 8 ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ ତେବେ ସମସ୍ତଙ୍କ ପାଇଁ ଏଟା ଲାଗୁ ନୁହେଁ l କେବଳ ଦଶମ ଆଉ ଦ୍ଵାଦଶ ଶ୍ରେଣୀ ର ପିଲାମାନଙ୍କ ପାଇଁ ଏହା ଲାଗୁ ହେଉଛି l ମଧ୍ୟମିକ ଶିକ୍ଷା ବୋଡ଼ ଓ ଉଚ୍ଚ ମଧ୍ୟମିକ ଶିକ୍ଷାପରିଷଦ ପକ୍ଷରୁ ହେଉଥିବା ବାର୍ଷିକ ପରୀକ୍ଷା ନିମନ୍ତେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ର ପିଲାମାନଙ୍କୁ ପ୍ରସ୍ତୁତ କରେଇବା ସହିତ ବିଭିର୍ନ ସମୟରେ ଅନୁଷ୍ଠିତ ସର୍ବ ଭାରତୀୟ ପେତିଯୋଗିତା ମୂଳକରେ ପରୀକ୍ଷା ନିମନ୍ତେ ଅଂଶଗ୍ରହଣ କରିବା ନିମନ୍ତେ ସେମାନଙ୍କୁ ପ୍ରସ୍ତୁତ କରିବାକୁ ହେବ l

ସେଥିପାଇଁ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଶିକ୍ଷାନୁଷ୍ଟାନ ଖୋଲିବା ନିମନ୍ତେ ନିଷ୍ପତି ନେଇଛି l ମଧ୍ୟମିକ ଶିକ୍ଷା ବୋର୍ଡ଼ ପରୀକ୍ଷା ଦେବାପାଇଁ ଦଶମ ଶ୍ରେଣୀ ର ଛାତ୍ରଛାତ୍ରୀ ମାନଙ୍କର ନିମନ୍ତେ ଜାନୁଆରୀ 8 ତାରିଖରୁ ଏପ୍ରିଲ 26 ତାରିଖ ପର୍ଯ୍ୟନ୍ତ ଓ ଉଚ୍ଚ ମଧ୍ୟମିକ ଶିକ୍ଷା ପରିଷଦ ର ପରୀକ୍ଷା ଦେବାପାଇଁ ଦ୍ୱାଦଶ ଶ୍ରେଣୀ ର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଜାନୁଆରୀ 8 ରୁ ଏପ୍ରିଲ 28 ପର୍ଯ୍ୟନ୍ତ ଚାଲିବ l ଦଶମ ଶ୍ରେଣୀ ର ପ୍ରାଟିକାଲ ପରୀକ୍ଷା ଏପ୍ରିଲ 27 ରୁ ମେ 2 ତାରିଖ ପର୍ଯ୍ୟନ୍ତ ହେବ l ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏପ୍ରିଲ 29 ରୁ ମେ 14 ତାରିଖ ପର୍ଯ୍ୟନ୍ତ ହେବ l ଶନିବାର ରବିବାର କୁ ମିଶାଇ 100 ଦିନ ପାଠ ପଢ଼ାଯିବ ପିଲାମାନଙ୍କୁ l ରାଜ୍ୟସରକାର ଙ୍କ ତରଫରୁ ଯାହା ନିୟମ କାର୍ଯ୍ୟକାରି କରାଯିବ ତାହାକୁ ମାନିବାକୁ ବାଧ୍ୟତାମୂଳକ ହେବ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from EducationMore posts in Education »

Be First to Comment

Leave a Reply

Your email address will not be published. Required fields are marked *