ନବୀନ ଙ୍କ ଗାଦି ଟଳମଳ ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ଅପରାଜିତା ଷଡ଼ଙ୍ଗୀ, ନିଶ୍ଚିତ ସେୟାର୍ କରନ୍ତୁ
ମାଳିକା ଦେଲା ବଡ଼ ସଂକେତ ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ଜଣେ ମହିଳା , ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଅପରାଜିତା ଷଡ଼ଙ୍ଗୀ। ମାଳିକା ଏହା ସୂଚନା ଦେଇଛି ,ଯେ ବିଂଶ ଶତାବ୍ଦୀ ମଧ୍ୟ ଭାଗ ପୂର୍ବରୁ କଳିଙ୍ଗ ପ୍ରଦେଶର ନେତୃତ୍ୱ ନେବେ ଜଣେ ନାରୀ। ଗେରୁଆ ବସ୍ତ୍ର ଧାରଣ କରି, ଜାତି ବର୍ଣ୍ଣ ଭେଦ ଭାବ କୁ ଦୂର କରି ସଭିଙ୍କୁ ଗୋଟିଏ ପତାକା ତଳେ ଏକତ୍ରିତ କରିବେ ଜଣେ ନାରୀ। ରାଜପାଠ ରେ ନିପୁଣ ଶତ୍ରୁ କୁ ସାମ୍ନା କରି ପାରୁଥିବ ଏହି ନାରୀ। କହେ ଯଶୋବନ୍ତ ଉତ୍କଳୀୟ ଙ୍କର ସୁବର୍ଣ୍ଣ ଯୁଗ ଆସିବ।ଦାରିଦ୍ର୍ୟ ର ସାଗର ରୁ ଜଗନାଥ ଭୂମି ସ୍ୱାଧୀନ ହେବ। ତେବେ ସେହି ନାରୀ ନେତ୍ରୀ କଣ ଅପରାଜିତା ଅଟନ୍ତି!

ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିବେଚିତ ଅଟନ୍ତି।ସେ ବିଗତ ଚାରଟି ସାଧାରଣ ନିର୍ବାଚନରେ ବହୁ ସଂଖ୍ୟକ ଭୋଟ୍ ରେ ବିଜୟ ପ୍ରାପ୍ତ କରିଥିଲେ। ସେ ୨୦ ବର୍ଷ ଧରି ଓଡ଼ିଶାର ଶାସନ ବ୍ୟବସ୍ଥା କୁ ସୁଦୃଢ ଭାବେ ନିଜର ଦାୟିତ୍ୱ ଗ୍ରହଣ କରିଥିବା ବେଳେ ତାଙ୍କୁ ଅନ୍ୟ କୌଣସି ରାଜନୈତିକ ଦଳର କୌଣସି କାର୍ଯ୍ୟକର୍ତ୍ତ ତାଙ୍କର ପଦବୀ କୁ ଅଳଙ୍କୃତ କରିବକୁ ସାହାସ କରିନଥିଲେ।
କିନ୍ତୁ ବର୍ତ୍ତମାନ ର ରାଜନୈତିକ ପରିସ୍ଥିତିରେ ଏହା ଜଣା ଯାଉଛି ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱର ର ବଜେପି ସଂସଦ ଅପରାଜିତା ଷଡ଼ଙ୍ଗୀ ଆଗାମୀ ନିର୍ବାଚନ ରେ ଟକ୍କର ଦେବକୁ ଯାଉଛନ୍ତି। ଯାହାର ଭିଡ଼ିଓ ଏବେ ସୋସିଆଲ ମେଡ଼ିଆ ରେ ବେସ ଭୟାରଲ ହେବାର ଲାଗିଛି।
ଏମିତି ମଧ୍ୟ କୁହାଯାଉଛି ଯେ ଆଗାମୀ ନିର୍ବାଚନ ରେ ବଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ୨ ଦଶନ୍ଧି ଧରି ଓଡ଼ିଶାର ଶାସନ ବ୍ୟବସ୍ଥାରେ ଥିବା ଲୋକ ପ୍ରୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ହରାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାର ଶାସନ ଭାର କୁ ନିଜ କାନ୍ଧ କୁ ନେବା କୁ ଯାଉଛନ୍ତି ବିଜେପି ସଂସଦ ଅପରାଜିତା ଷଡ଼ଙ୍ଗୀ ।

ସୂଚନାଯୋଗ୍ୟ ଯେ ,ଅପରାଜିତା ଷଡ଼ଙ୍ଗୀ ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କେନ୍ଦ୍ରାପଡା ରେ ଜଣେ ଆଇଏଏସ ଅଫିସର ଭାବରେ ନିଜର କାର୍ଯ୍ୟଭାର ସମ୍ଭାଳୁ ଥିଲେ ।କିନ୍ତୁ ନିଜର ଲୋକପ୍ରିୟତା ବୃଦ୍ଧି ହେବାରୁ ଓ ନିଜର ଲୋକମାନ ଙ୍କ ପ୍ରତି ଥିବା କର୍ତ୍ତବ୍ୟ ନିଷ୍ଠା ଯୋଗୁଁ ସେ ଜାତୀୟ ରାଜନୈତିକ ଦଳ ବିଜେପି ରେ ଯୋଗ ଦେଇଥିଲେ ଓ ପରେ ଓଡିଶାର ରାଜଧାନୀ ଭୁବନେଶ୍ବର ର ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ।ତେବେ ସେ ବର୍ତ୍ତମାନ ସର୍ବଶ୍ରେଷ୍ଠ ସାଂସଦ ଭାବରେ ନିଜର ଏକ ପରିଚୟ ମଧ୍ୟ ସୃଷ୍ଟି କରିପାରିଛନ୍ତି ।
ତେବେ ଆଗାମୀ ନିର୍ବାଚନ ରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଶ୍ରୀ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ଲଢ଼ିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି ।ତେବେ ସେ ଏହି ନିର୍ବାଚନ ରେ ନବୀନ ଙ୍କୁ ହରାଇ ମୁଖ୍ୟମନ୍ତ୍ରୀ ହେବାର ଆଶା ମଧ୍ୟ ରଖିଛନ୍ତି ।
ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।
Be First to Comment