ଏମିତି କଣ ମୋଟା ଓ ଲମ୍ବା ଜିନିଷ ଅଛି, ଯାହାକୁ ମହିଳା ମାନେ ବହୁତ୍ ପସନ୍ଦ କରିଥାନ୍ତି ? IAS Questions
ବନ୍ଧୁଗଣ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆମେ ଆଜି କିଛି କଷ୍ଟ ପୂର୍ଣ୍ଣ ଜଣା ଅଜଣା ସାଧାରଣ ଜ୍ଞାନ IAS ପରୀକ୍ଷା ପ୍ରଶ୍ନ ଉତ୍ତର ବିଷୟ ରେ ଆଲୋଚନା କରିବା। ଏହି ପ୍ରଶ୍ନ ଗୁଡ଼ିକ ର ଉତ୍ତର ଅନେକ ଉଚ୍ଚ ପାଠ ପଢ଼ା ବ୍ୟକ୍ତି ମଧ୍ୟ ସଠିକ ଦେଇ ପାରନ୍ତି ନାହିଁ। ଏହି ପ୍ରଶ୍ନ ଗୁଡ଼ିକ ସେତେ ସହଜ ହୋଇନଥାଏ। ଏହି ପ୍ରଶ୍ନ ଗୁଡିକ UPSC ବା IAS , IPS ଇଣ୍ଟରଭିଉ ପରୀକ୍ଷା ରେ ପଚାରାଯାଇଥାଏ। ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା।
୧: କ୍ଷୀର ର ରଙ୍ଗ ଧଳା କାହିଁକି ହୋଇଥାଏ ?
ଉ: କ୍ଷୀରରେ ୮୭ ପ୍ରତିସତ ପାଣି ଓ ୧୩ ପ୍ରତିଶତ ପ୍ରୋଟିନ , ଭିଟାମିନ ଓ ଫ୍ୟାଟ ରହିଥାଏ । ଏଥିରେ ଥିବା କେସିନ ନାମକ ପ୍ରୋଟିନ କାରଣରୁ ହୋଇଥାଏ ।

୨: ମେଡିକାଲରେ ନାଲି ରଙ୍ଗର ଯୁକ୍ତ ଚିହ୍ନ କାହିଁକି ଥାଏ?
ଉ:ଏହା ରେଡ଼ କ୍ରସରକୁ ସୂଚାଏ ଓ ଏହା ଆପାତ କାଳୀନ ପରିସ୍ଥିତିରେ ଆଗକୁ ଯିବାପାଇଁ ସହଜ ହୋଇଥାଏ ।
୩: କେଉଁ ଭିଟାମିନ ଗରମ ହେବା ଦ୍ୱାରା ନଷ୍ଟ ହୋଇ ଯାଇଥାଏ?
ଉ: ଭିଟାମିନ-C
୪: କେଉଁ ଜୀବର ୩୨ଟି ମୁଣ୍ଡର ବୁଦ୍ଧି ହୋଇଥାଏ ?
ଉ: ଜୋକ ।
୫: କେଉଁ ପକ୍ଷୀ ନିଜର ବସା ବାନ୍ଧେ ନାହିଁ?
ଉ: କୋଇଲି ।
୬: କେଉଁ ଜୀବର ଜିଭ କଳା ହୋଇଥାଏ?
ଉ: ଜିରାଫ ।
୭: କରାଚି କେଉଁ ଦେଶରେ ଅବସ୍ଥିତ?
ଉ:ପାକିସ୍ତାନ।
୮: ସବୁଠାରୁ ଧନୀ ଖେଳ କେଉଁଟି ଅଟେ?
ଉ: ଗଲ୍ଫ
୯: ଇସଲାମ ର ଆରମ୍ଭ କିଏ କରିଥିଲେ?
ଉ:ମହମ୍ମଦ
୧୦: Here ଆଉ There ରେ କଣ ଫରକ ଅଛି ?
ଉତ୍ତର- ଏହି ପ୍ରଶ୍ନ ଦେଖିବା ପରେ, ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଉତ୍ତର ଦେବେ ଯେ ଉତ୍ତର ହେଉଛି “ଏଠାରେ” ଏବଂ “ସେଠାରେ” କିନ୍ତୁ ଏହି ଦୁଇଟି ମଧ୍ୟରେ କେବଳ “T” ପାର୍ଥକ୍ୟ|
୧୧: ଆପଣ କେବଳ 2ର ପ୍ରୟୋଗ କରି 23 କେମିତି ଲେଖି ପାରିବେ ?
ଉତ୍ତର- ଏହି ପ୍ରଶ୍ନର ସଠିକ ଉତ୍ତର ହେଉଛି- 22 + 2/2 |
୧୨: ମନୁଷ୍ୟର ଗୋଟିଏ ଆଖିର ଓଜନ କେତେ ଗ୍ରାମ ହୋଇଥାଏ ?
ଉତ୍ତର: ମାତ୍ର 8 ଗ୍ରାମ |
୧୩: ରାମ ଏବଂ ଶ୍ୟାମ ଯାଆଁଳା | ଉଭୟ ମେ ରେ ଜନ୍ମ ହୋଇଥିଲେ କିନ୍ତୁ ସେମାନଙ୍କର ଜନ୍ମଦିନ ଜୁନ୍ ମାସରେ ଆସିଥାଏ, ଏହା କିପରି ସମ୍ଭବ?
ଉତ୍ତର : ମେ ହେଉଛି ସେମାନଙ୍କ ସହରର ନାମ |
୧୪: ତାହା କଣ ଯାହା ଝିଅ ମାନେ ପ୍ରଥମ ଥର କରିଲେ କଷ୍ଟ ହୋଇଥାଏ?
ଉତ୍ତର – କାନ କିମ୍ବା ନାକ ଫୋଡାଇବା ବେଳେ
୧୫: ଏମିତି କଣ ମୋଟା ଓ ଲମ୍ବା ଜିନିଷ ଅଛି, ଯାହାକୁ ମହିଳା ମାନେ ବହୁତ୍ ପସନ୍ଦ କରିଥାନ୍ତି ?
ଉ- ଏହାର ଉତ୍ତର ରେ ମହିଳା ଜଣଙ୍କ କହିଲେ ଯେ ଏହା ହେଉଚି ‘ ବାଳ ‘। ଏହାକୁ ମହିଳା ମାନେ ଘନ ଏବଂ ମୋଟା ହେଲେ ବହୁତ୍ ପସନ୍ଦ କରନ୍ତି।
ଆପଣଙ୍କ ପାଇଁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିଥାଉ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment