ଭାଉଜ ଏବଂ ଦରଜୀର ଏହି ଜୋକ୍ସ ପଢ଼ିଲେ ହସି ହସି ଗଡ଼ିବେ ଆପଣ – Odiajokes
୧) ବାପା- ଝିଅ ଏବେ ତୁମେ ବଡ ହୋଇଯାଇଛ । ଏବେ ତୁମର ବାହାଘର କରାଇଦେବା । ଝିଅ- ହଁ ବାପା, ବାପା-ତୁମକୁ କିପରି ପୁଅ ଦରକାର ? ଝିଅ-ଲାଜେଇ କରି କହିଲା- ପିଙ୍କ୍ କଲରର ।
୨) ବାହାଘର ପରେ ହାଲଚାଲ୍ ପଚାରିବା ପାଇଁ ଶାଶୁ ନିଜ ଜ୍ୱାଇଁକୁ ଫୋନ୍ କରେ , ଶାଶୁ- କେମିତି ଅଛ ଜ୍ୱାଇଁପୁଅ ? ଏତିକି ଶୁଣିବାପରେ ଜ୍ୱାଇଁପୁଅ କହେ , ଜ୍ୱାଇଁପୁଅ- ଆମର ଛାଡନ୍ତୁ, ଆପଣଙ୍କ କଣ ଅଛି , ମୁଁ ତ ଏବେ ଶାନ୍ତିରେ ଅଛ ନା
୩) ଉର୍ଦ୍ଧୁ ଶିକ୍ଷକ ପ୍ରଶ୍ନ ପଚାରିଲେ- ନାକାମ୍ ଇସ୍କ,ଓ ମୁକମ୍ମଲ ଇସ୍କରେ କଣ ଫରକ ଅଛି ? ଛାତ୍ର ଜବାବ୍ ଦେଲା- ନାକାମ୍ ଇସ୍କ ବଢିଆ ସାୟେରୀ କରିଥାଏ , ଗଜଲ ଗାଇଥାଏ, ପାହାଡରେ ବୁଲିଥାଏ, ମସ୍ତ ମଦ ପିଇଥାଏ , ମୁକମ୍ମଲ ଇସ୍କ ତରକାରୀ ସହ ମାଗଣାରେ ଧନିଆଁ କିପରି ମିଶାଇବା, ରାସ୍ତାରୁ ବ୍ରେଡ୍ ଆଣିବା, ଓ ଡାଲିରେ ଲୁଣ ଅଧିକା କମ୍ , ରବିବାରକୁ ପଙ୍ଖା ସଫା କରିବାରେ ନିଜ ଦମ୍ ଭାଙ୍ଗିଦିଏ ।

୪)ଦୋକାନୀ-ମ୍ୟାଡାମ୍-କଣ ପାଇଁ ଚିନ୍ତିତ ଅଛ ? ଝିଅ- ମୋର ମୋବାଇଲ୍ ନେଟୱର୍କ ଆସୁନି ଦେଖିବ ତ, ଦୋକାନୀ- ମ୍ୟାଡାମ୍, ଏହା ତ ଖରାପ ପାଗ ଯୋଗୁ ଏମିତି ହେଉଛି ଝିଅ- ଏଇ ନିଅ ୫୦୦ ଟଙ୍କା ନୁଆ ପାଗ ପକାଇଦିଅ, ଦୋକାନୀ ବେହୋସ୍ ।
୫) ପୁଅ- ବାପା- ଆପଣ ବହୁତ ଭାଗ୍ୟବାନ, ବାପା- ସେ କେମିତି ପୁଅ? ପୁଅ- କାରଣ ମୁଁ ଫେଲ୍ ହୋଇଯାଇଛି, ଆପଣ ମୋର୍ ପାଇଁ ନୁଆ ବହି କିଣିବାକୁ ପଡିବ ନାହିଁ ।
୬) ବୟଫ୍ରେଣ୍ତ- ଜାନ୍ ତୁମର ନାଁ ହାତରେ ଲେଖିନା ହୃଦୟରେ ? ଗାର୍ଲଫ୍ରେଣ୍ତ- ଏପଟ ସେପଟ ଲେଖୁଛ, ଯଦି ସଚ୍ଚା ଭଲ ପାଉଛ , ତେବେ ସିଧା ନିଜ ପ୍ରୋପର୍ଟିର ପେପରରେ ଲେଖ, ପୁଅ- ବେହୋସ୍ ।
୭) ସୋନୁ- କ୍ଷୀର ଉତୁରିଗଲେ ଲେଡିଜ୍ କଣପାଇଁ ଦୌଡନ୍ତି ? ମୋନୁ- ମଲାଇ ବଞ୍ଚାଇବା ପାଇଁ , ସୋନୁ- ନା, ମୋନୁ-କ୍ଷୀର୍ ବଞ୍ଚାଇବାପାଇଁ , ସୋନୁ- ବିଲକୁଲ୍ ନୁହେଁ , ମୋନୁ- ଆରେ ତେବେ କଣପାଇଁ କହ ? ସୋନୁ- ଯାହାଦ୍ୱାରା ଗ୍ୟାସ୍ ଓ ପ୍ଲାଟଫର୍ମ ପୋଛିବାକୁ ନପଡେ ।
୮)ଶିକ୍ଷକ ସାଇନ୍ସ ଲ୍ୟାବରେ ନିଜ ପକେଟରୁ ଏକ ପଇସା ବାହାର କଲେ ଓ ଏସିଡ୍ ପକାଇଦେଲେ , ତାପରେ ଛାତ୍ର ପଚାରିଲା- କୁହ ଏହି ପଇସା ତରଳିଯିବ କି ନାହିଁ ? ଛାତ୍ର-ନା ସାର୍ ତରଳିବ ନାହିଁ , ଶିକ୍ଷକ-ସାବାସ୍, ତୁମେ କେମିତି ଜାଣିଲ ? ଛାତ୍ର- ସାର୍ ଯଦି ଏସିଡ୍ ରେ ପକେଇଲେ ପଇସା ତରଳିଯାଇଥାନ୍ତା, ତେବେ ଆପଣ ପଇସା ଆମକୁ ମାଗିଥାନ୍ତେ, ନା ହିଁ ନିଜ ପକେଟରୁ ବାହାର କରିଥାନ୍ତେ ।

୯) ସଂନ୍ଧ୍ୟାକୁ ସ୍ୱାମୀ ଘରକୁ ଆସିଲେ ସ୍ତ୍ରୀର ଖିଚ୍ ଖିଚ୍ ଆରମ୍ଭ ହୋଇଗଲା, ଚିନ୍ତିତ ସ୍ୱାମୀ- ଆରେ ଦିନ ସାରା କାମକରି ଥକିକରି ଆସିଛି, ପ୍ରଥମେ ଫ୍ରେସ୍ ତ ହେବାକୁ ଦିଅ, ସ୍ତ୍ରୀ-ମୁଁ ବି ଦିନସାରା ଏକେଲା ଅଛି ତେବେ ମୁଁ ବି ଫ୍ରେସ୍ ହୋଇକି ଆସୁଛି ।
୧୦) ନିଜର ଚଉଠି ରାତି ପରଦିନ ଭାଉଜ ଟେଲର ପାଖକୁ ନିଜର ବ୍ଲାଉଜ ସିଲେଇ କରିବାକୁ ଯାଇଥିଲେ
ଦରଜି – ଭାଉଜ ବ୍ଲାଉଜ କେତେ ଟାଇଟ ରଖିବି?
ଭାଉଜ କହିଲେ ; ସେତିକି ଟାଇଟ ରଖିବ ଯେମିତି ମତେ ଦେଖି କଲୋନୀର ସବୁ ଟୋକା ଆତ୍ମନିର୍ଭର ହେଇଯିବେ ଆଉ ବୁଢ଼ା…
ଆପଣଙ୍କ ପାଇଁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିଥାଉ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment