Press "Enter" to skip to content

ପଡ଼ୋଶୀ ଆଣ୍ଟିଙ୍କ କଳି ଏହି ମଜାକଥା ଶୁଣିଲେ ହସି ହସି ଗଡ଼ିବେ ଆପଣ -odiajokes

ପଡ଼ୋଶୀ ଆଣ୍ଟି ଏବଂ ଦାସ ବାବୁ ଙ୍କ କଳି ଶୁଣିଲେ ହସି ହସି ଗଡ଼ିବେ ଆପଣ -odiajokes

ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ।

ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

୧) ପୁଅ- ତୁମ ପାଖରେ ଏତେ ବଡ କାର୍ ଅଛି, ଝିଅ- ହଁ ମୁଁ ଧନୀ ଘର ଝିଅ ନା , ପୁଅ- ଆରେ ଏତେ ଦାମିକା ମୋବାଇଲ୍ ବି ଅଛି, ଝିଅ- ହଁ ମୁଁ ଧନୀ ଘର ଝିଅ ନା , ପୁଅ- ଆରେ ଏତେ ମହଙ୍ଗା ସୁନାର ହାର ବି ଅଛି , ଝିଅ- ହଁ ମୁଁ ଧନୀ ଘର ଝିଅ ନା , ପୁଅ- ଚାଲ ମୋ ସହ ଗାଡିରେ ବସ, ଝିଅ- କଣପାଇଁ ? ପୁଅ- ମୁଁ ଚୋର ନା ସେଥିପାଈଁ ।

୨) ସ୍କୁଲରୁ ପପୁ ଆସିବାପରେ ନିଜ ବାପାଙ୍କୁ କହେ , ମୋତେ ମ୍ୟାଡାମ୍ ସବୁଦିନ ବାଡୋଉଛନ୍ତି , ବାପା-ତୁ ଡରନି ପୁଅ, ତୁ ମୋର ବାଘର ଛୁଆ, ପପୁ- ମ୍ୟାଡାମ୍ ବି ସେମିତି କହୁଛନ୍ତି ବାପା, ବାପା-କଣ କହୁଛନ୍ତି ? ପପୁ- କେଜାଣି କେଉଁ ପଶୁର ଛୁଆ ଏଇଟା, କିଛି ପଢୁନି ।

୩) ଗୋଟେ ଝିଅ ପାର୍କରେ ବସିଥିଲା , ଭିକାରୀ- ଆରେ ଡାର୍ଲିଙ୍ଗ୍ କେମିତି ଅଛ ? ଝିଅ- ତୁମର ସାହାସ କେମିତି ହେଲା ମୋତେ ଡାର୍ଲିଙ୍ଗ୍ ଡାକିବାପାଇଁ , ଭିକାରୀ ଉତ୍ତରରେ ଝିଅ ବେହୋସ୍ , କହିଲା- ମ୍ୟାଡାମ୍ ମୋର ବେଡ୍ ରେ ତମେ ବସିଛ , ଏବେ ଡାର୍ଲିଙ୍ଗ୍ କହିବିନି ତ କଣ କହିବି କୁହ , ମୁଁ ଏଇ ବେଞ୍ଚରେ ଶୁଏ ।

୪) ଜର୍ଜ- ତୁମେ ପୋଲିସ୍ ଅଫିସରଙ୍କ ପକେଟରୁ ଦିଆସିଲି କାଠି ଜଳେଇକରି କେମିତି ପୁରାଇଦେଲ, ପପୁ- ସେ ହିଁ କହିଥିଲେ , ଜାମିନ୍ କରାଇବାର ଅଛି ଯଦି ପ୍ରଥମେ ପକେଟ୍ ଗରମ କରାଅ, ଏଥିପାଇଁ ମୁଁ ତାଙ୍କ ପକେଟରେ ଜଳୁଥିବା ଦିଆସିଲି କାଠି ପୁରାଇଦେଲି ।

୫) ପ୍ରେମୀ- ମୁଁ ସେହି ପୁଅକୁ ବାହାହେବି, ଯିଏ ପରିଶ୍ରମୀ ହୋଇଥିବ, ତା ମଧ୍ୟରେ କିଛି କରିବାର ଦମ୍ ଥିବ,  ଘରକୁ ଚଳାଇପାରୁଥିବ, ଆଜ୍ଞାକାରୀ ହୋଇଥିବ, ପ୍ରେମିକା- ମୋର ଘରକୁ ଆସିଯା , ଏହି ସବୁ ଗୁଣ ମୋର ଚାକରାଣୀର ଅଛି ।

୬) ମାଡ୍ୟାମ୍- ଛୁଆମାନେ କୁହ ଯଦି ଆମେ ରୁଟି ତରକାରୀ ଖାଉଛେ ତେବେ ଆମେ ଶାକାହାରୀ ହେଲେ ନା ମାଂସାହାରୀ ? ଛୁଆ- ମାଂସାହାରୀ, ମ୍ୟାଡାମ୍- କେମିତି ଆମେ ମାଂସାହାରୀ ହେଲେ ? ଛୁଆ- ତୁମେ ଆମ ଦିମାଗକୁ ସବୁଦିନ ଖାଉଛ ନା ସେଥିପାଇଁ ।

୭) ପୁଅ- ମା ତୋର ନଜରରେ ମୋର କଣ ଦାମ୍ ଅଛି ? ମା- ପୁଅ ତୁ ମୋର ଲକ୍ଷରେ ନୁହେଁ କୋଟିଏରେ ଅଛୁ, ପୁଅ- ତେବେ ସେହି କୋଟିଏରୁ ୨୦୦ ଟଙ୍କା ନୋଟ୍ ଦେଇଦେ, ନେଟ୍ ପ୍ୟାକ୍ ପକାଇବି, ତାପରେ ମାର ଚାପୁଡା ଓ ପୁଅର ଗାଲ ।

୮) ପଡ଼ିଶା ଘର ଆଣ୍ଟି ଆସି ରାଗିକି ମିଶ୍ର ବାବୁଙ୍କ ଘରେ ଚିଲେଇଲେ

ଆଣ୍ଟି – ତମ ସ୍ୱାମୀ ଗୋଟେ ମହା ଅଭଦ୍ର, ମୋର ଚଡ଼ି ଏବଂ ବ୍ଲାଉଜ ଚୋରେଇ ନେଉଛି

ସ୍ୱାମୀ – ଜାନୁ ଦେଖ ମୁଁ ତମକୁ କେତେ ଭଲ ପାଏ ତମକୁ ଗିଫ୍ଟ ଦେବା ପାଇଁ ଏମିତି କରୁଛି।

ସ୍ତ୍ରୀ – ତାହାଲେ କାଲିଠାରୁ ପଡ଼ୋଶୀ ଘର ତ୍ରିପାଠୀ ଙ୍କର ଗହଣା ଏବଂ ସାହୁ ବାବୁଙ୍କର ମେକଅପ ଲିପ୍ସଟିକ୍ ଆଣିଦେବ..

ଆପଣଙ୍କ ପାଇଁ ଆମେ ଏମିତି ହସକଥା, ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିଥାଉ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from Odia jokesMore posts in Odia jokes »

Be First to Comment

Leave a Reply

Your email address will not be published.