ନବୀନ ଙ୍କର ବଡ ଘୋଷଣା ଛାତ୍ର ଛାତ୍ରୀ ମାନଙ୍କ ପାଇଁ l ସ୍କୁଲ ଏବଂ କଲେଜ ଖୋଲିବ l
ସୋମବାର ମୁଖ୍ୟମନ୍ତ୍ରୀ ଙ୍କ ଅଧକ୍ଷତା ରେ ରାଜ୍ୟ କ୍ୟାବିନେଟ ରେ ଏକ ଗୁରୁତ୍ୱ ପୁର୍ଣ ବୈଠକ ଆରମ୍ଭ ହୋଇଥିଲା l ଆଉ ଏହି ବୈଠକରେ ନବୀନ ପଟନାୟକ ଐତିହାସିକ ଘୋଷଣା କରିଛନ୍ତି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଡାକ୍ତରୀ ଏବଂ ଇଞ୍ଜିନିଅରିଂ ପାଇଁ ସର୍ବଭାରତୀୟ ସ୍ତର ରେ ନିଟ ଓ ଯେଇ ପରି ଏକକ ପରୀକ୍ଷା ପରିବର୍ତନ ପରେ ଓଡ଼ିଶାର ସରକାରୀ ହାଇ ସ୍କୁଲ ଓ କଲେଜ ମାନଙ୍କରେ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କ ସଂଖ୍ୟା ହ୍ରାସ ପାଉଛି l

ଏପରିକି ଗ୍ରାମାଞ୍ଚଳ ର ଛାତ୍ର ଛାତ୍ରୀ ମାନେ ସ୍ୱତନ୍ତ୍ର ତାଲିମ ବାଦ ମଧ୍ୟ ପଡୁଛନ୍ତି ଏହି ତାଲିମ ପାଇଁ କୋଚିଂ ସେଣ୍ଟର ର ଆବଶ୍ୟକତା ରହିଛି l ଯାହାକି ଗ୍ରାମାଞ୍ଚଳ ରେ ସମ୍ଭବ ପର ହୋଇପାରୁନାହିଁ l ତେଣୁକରି ଡାକ୍ତରୀ ଓ ଇଞ୍ଜିନିଅରିଂ ରେ ନାମ ଲେଖାଇବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ମିଳିବ ସଂରକ୍ଷଣ ସୁବିଧା l ଆସନ୍ତା ଶିକ୍ଷା ବର୍ଷ ରୁ ଏହା ଲାଗୁ ମଧ୍ୟରେ ହେବ l ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଉଚ ସ୍ତରୀୟ କାର୍ଯ୍ୟକାରୀ ବୈଠକ ଗଠନ ହେବ l ହାଇକୋର୍ଟ ଜଣେ ଅବସରପ୍ରାପ୍ତ ବିଚାରପତି କମିଟି ଅଧକ୍ଷ ଭାବେ ରହିବେ l ୩ ମାସ ପରେ ସରକାରଙ୍କୁ ରିପୋର୍ଟ ଦେବା ଉଚ କ୍ଷମତା ସମ୍ପର୍ନ କମିଟି l
କମିଟି ସୁପାରିଶ କୁ ଆଗାମୀ ଶିକ୍ଷାବର୍ଷ ରୁ କାର୍ଯ୍ୟକାରୀ କରାଯିବ l ତା ଛଡା ସରକାରୀ ସ୍କୁଲ ରେ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀ ଙ୍କ ପାଇଁ ଖୁସି ଖବର l ଆସନ୍ତା ଶିକ୍ଷାବର୍ଷ ଠାରୁ ସେମାନଙ୍କୁ ରାଜ୍ୟରେ ଥିବା ଡାକ୍ତରି ଇଞ୍ଜିନିଅରିଂ ପରି ଉଚ ଶିକ୍ଷା ଅନୁଷ୍ଠାନରେ ସଂରକ୍ଷଣ ମିଳିବ ଏ ନେଇ ରାଜ୍ୟକ୍ୟାବିନେଟ ରେ ଏକ ସଂକଳ୍ପ ଗୃହୀତ ହୋଇଛି ଆଉ ତା ଛଡା ଆପଣ ଭାବୁଥିବେ କେବେ ସ୍କୁଲ କଲେଜ କେବେଠାରୁ ଖୋଲିବ l ତେବେ ଜାଣି ରଖନ୍ତୁ ଏବେ ପର୍ଯ୍ୟନ୍ତ କୌଣସି ଫାଇନାଲ ଘୋଷଣା ଆସିନାହିଁ l ହେଲେ ଆଶା କରାଯାଉଛି ଜାନୁଆରୀ 10 ସୁଦ୍ଧା ଖୋଲିଯିବ ବୋଲି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment