ବଲିଉଡରେ ଖାନ୍ ଙ୍କ ମଧ୍ୟରୁ ବେଶ ପରିଚିତ ଅଭିନେତା ଖାନ୍ ହେଉଛନ୍ତି ସଲମାନ ଖାନ୍।ସଲମାନ ଙ୍କୁ ସମସ୍ତେ ଭଲ ଭାବରେ ଜାଣିଥିବେ।ଆହୁରି ମଧ୍ୟ ସେ ବହୁତ ରାଗି ବୋଲି, କେବଳ ଯେ ଟିଭି ପରଦାରେ ନୁହେଁ ବରଂ ନିଜ ରିୟଲ ଲାଇଫରେ ମଧ୍ୟ ସେ ବହୁତ ରାଗି ଓ ଗୋଟେ ଗୋଟେ କଥାରେ ଜଲ୍ଦି ରାଗିଯାନ୍ତି।ତାଙ୍କ ନିଜ ପର୍ତ୍ସନାଲ ଲୋକମାନେ ମଧ୍ୟ ଡରିକି ରୁହନ୍ତି।ସଲମାନ ମଧ୍ୟ ବହୁତ ମଜାଦାର ଅଟନ୍ତି।ସେ ଖୁସିରେ ଖୁସିରେ ବିଭୋର ହୋଇ ବହୁତ ସୀମା ଅତିକ୍ରମ କରନ୍ତି।

ସେହିଭଳି ଏକ ଘଟଣା ଯାହା ସଲମାନ ଖାନ୍ ଙ୍କର କୌଣସି ଫିଲ୍ମ ବା ରିୟଲ ଲାଇଫରେ ନୁହେଁ, ଘଟଣା ଘଟିଛି ଏକ ଆୱାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ।ଷ୍ଟାର ଗିଲ୍ଟ ୨୦୧୩ ମସିହା ଜାନୁଆରୀ ମାସରେ ହେଉଥିଲା।ଏଥିରେ ବଲିଉଡର ବେଶ ଲୋକପ୍ରିୟ ଅଭିନେତ୍ରୀ ସୋନି ଲିଓନି ଏହି ପ୍ରୋଗ୍ରାମକୁ ହୋସ୍ଟ କରୁଥିଲେ।ସଲମାନ ଏହି ମଞ୍ଚରେ ସୋନି ଲିଓନି ଙ୍କୁ ଶାଢୀ ପିନ୍ଧା ସିଖାଉଥିଲେ। ସୋନି ଲିଓନି ଙ୍କ ସେହି ଗୋଲଡେଂନ୍ ଗାଉନ ଉପରେ ସଲମାନ ତାଙ୍କୁ ବ୍ଲୁ ରଙ୍ଗର ଶାଢୀ ପିନ୍ଧେଇ ଦେଲେ।ଯାହାକୁ ନେଇ ସୋନି ମଧ୍ୟ ବହୁତ ଖୁସି ହୋଇଥିଲେ ଓ କହିଲେ ଏ କୌଣସି ସ୍ୱପ୍ନ ଠାରୁ ମଧ୍ୟ କମ ନୁହେଁ।

ଫୁଣି ସଲମାନ ନିଜେ ହିଁ ସୋନି ଲିଓନି ଙ୍କ ଠାରୁ ସେହି ଶାଢ଼ୀ ଖୋଲିଦେଇଥିଲେ।ସେ ଏହାକୁ ମଜାରେ କାଢୁଥିଲେ, ହେଲେ ତାହା ସୋନିଙ୍କୁ ଭଲ ଲାଗିଲା ନାହିଁ।ତାଙ୍କର ଏହି ଭିଡ଼ିଓ ବହୁତ ଭାଇରାଲ ହୋଇଥିଲା।ଯେଉଁଥି ପାଇଁ ସଲମାନ ଙ୍କୁ ବହୁତ ଖରାପ କମେନ୍ଟସ ମଧ୍ୟ ଆସିଥିଲା।ହଁ ସୋନି ଲିଓନି ବହୁତ ଅଗ୍ରେସିଭ ଅଭିନେତ୍ରୀ।ସେ ନିଜର ହଟ୍ ନେସ ବହୁତ ଫିଲ୍ମରେ ଦେଖାଇ ଦର୍ଶକଙ୍କ ମନରେ ସ୍ଥାନ ପାଇଛନ୍ତି।ହେଲେ ଏହି ଭିଡ଼ିଓ ରେ ମଧ୍ୟ ସେ କିଛି ରିଆକ୍ଟ କରିନାହାନ୍ତି।
ଆମ ସାଧାରଣ ଜୀବନ ରେ ବହୁତ ଶିକ୍ଷା ପାଇ ପାରିବା ଏବଂ ଯେ କୌଣସି କମ୍ପିଟେଟିଭି ପରୀକ୍ଷାରେ ମଧ୍ୟ ଏହିପରି ପ୍ରଶ୍ନ ଆସିଥାଏ। ଏହାର ଅର୍ଥ କୁ ବୁଝି ଠିକ ଭାବେ ସଦୁପଯୋଗ କରିପାରିଲେ ଆମେ ଦେଇଥିବା ଏହି ପୋଷ୍ଟ ର କିଛି ମଧ୍ୟ ଶୁଲଭ ମୂଲ୍ୟ ମିଳିଲା ବୋଲି ଆମେ ମନେ କରିବୁ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment