ବହୁତ ଜଲ୍ଦି ଓ ବହୁତ ଯବାନ ଓ ସୁନ୍ଦରୀ ହୋଇଗଲେ ସଚିନ ତେନ୍ଦୁଲକର ଙ୍କ ଝିଅ ସାରା ତେନ୍ଦୁଲକର।
ନା କେବଳ ଭାରତରେ ବରଂ ସାରା ପୃଥିବୀରେ ମାଷ୍ଟର ବ୍ଲାଷ୍ଟର କ୍ରିକେଟର ସଚିନ ତେନ୍ଦୁଲକର ଙ୍କୁ କିଏବା ନ ଜାଣିଛି! କ୍ରିକେଟର ଭଗବାନ ବୋଲି ସଚିନ ତେନ୍ଦୁଲକର ଙ୍କୁ କୁହାଯାଏ।ସେ ବହୁତ ପରିଚିତ କ୍ରିକେଟର ଅଟନ୍ତି।ତାଙ୍କ ପରିବାର କହିଲେ ସେ,ତାଙ୍କ ସ୍ତ୍ରୀ ଅଞ୍ଜଳି ତେନ୍ଦୁଲକର, ତାଙ୍କର ପୁଅ ଅର୍ଜୁନ ତେନ୍ଦୁଲକର ଓ ତାଙ୍କ ଝିଅ ସାରା ତେନ୍ଦୁଲକର।ଆସନ୍ତୁ ଜାଣିବା ତାଙ୍କ ଝିଅ ସାରା ଙ୍କ ବିଷୟରେ।

ସାରା ତେନ୍ଦୁଲକର ବହୁତ ସୁନ୍ଦର ଓ ସୁଶୀଳ ଅଟନ୍ତି।ସେ ମେଡ଼ିଆଙ୍କ ସାମ୍ନାରେ କମ,ସୋସିଅଲମେଡିଆରେ ଅନେକ ସମୟରେ ଆକ୍ଟିଭ ରୁହନ୍ତି। ସାରା ପୁରା ନିଜ ମା ଅଞ୍ଜଳୀ ଙ୍କ ପରି ଦେଖିବାକୁ,ଜେରକ୍ସ କପି ବୋଲି କୁହନ୍ତି ସମସ୍ତେ।କୁହନ୍ତି ଯେ ସାରା ହେଉଛନ୍ତି ୟଙ୍ଗ ଅଞ୍ଜଳୀ ତେନ୍ଦୁଲକର।ସାରା କୌଣସି ସେଲିବ୍ରେଟି ଠାରୁ କମ ନୁହଁନ୍ତି।ବଲିଉଡ ରୁ ତାଙ୍କୁ ବହୁତ ଅଫର ମିଳୁଛି।ହେଲେ ସଚିବ ତେନ୍ଦୁଲକର ଏଥିରେ ଲଗାମ ଲଗାଇଛନ୍ତି।କହିଛନ୍ତି ଯେ ସାରା ବର୍ତ୍ତମାନ ନିଜ ପାଠ ପଢା ପ୍ରତି ଧ୍ୟାନ ଦେବା ଉଚିତ।ସାରା ଧିରୁ ଭାଇ ଅମ୍ବାନୀ ସ୍କୁଲରେ ପାଠ ପଢା ସାରି ଇଂଲଣ୍ଡରେ ଅକ୍ସପୋର୍ଡ ୟୁନିଭରସିଟି ରେ ନିଜର ଡ଼ିଗ୍ରୀ ହାସଲ କରି ବର୍ତ୍ତମାନ ଡକ୍ଟରେଟ କରୁଛନ୍ତି।

ବଲିଉଡରେ ଅନେକ ଅଭିନେତ୍ରୀ ନିଜର ସୌନ୍ଦର୍ଯ୍ୟ ପ୍ରତି ବହୁତ ସତର୍କତା ଅବଲମ୍ବନ କରନ୍ତି।ସେମାନେ ନିଜ ସୌନ୍ଦର୍ଯ୍ୟ ଦ୍ଵାରା ଦର୍ଶକ ମାନଙ୍କୁ ପ୍ରଭାବିତ କରାନ୍ତି।ଆପଣମାନେ କିଛି କଥା ଅଛି ଯାହାକୁ ଜାଣିଲେ ବିଶ୍ୱାସ କରିବେ ନାହିଁ।ସେହି ଅଭିନେତ୍ରୀ ମାନେ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟରେ କେହି ସୁନ୍ଦର ନୁହଁନ୍ତି।ସେମାନେ କୃତ୍ରିମ ଉପାୟରେ ମେକପ ଲଗାଇ ନିଜକୁ ସୁନ୍ଦର କରି ନିଜର ସୌନ୍ଦର୍ଯ୍ୟ ବଢାଉଛନ୍ତି।ସାରା ମଧ୍ୟ ଜଣେ ସେଲିବ୍ରେଟି।
ଆମ ସାଧାରଣ ଜୀବନ ରେ ବହୁତ ଶିକ୍ଷା ପାଇ ପାରିବା ଏବଂ ଯେ କୌଣସି କମ୍ପିଟେଟିଭି ପରୀକ୍ଷାରେ ମଧ୍ୟ ଏହିପରି ପ୍ରଶ୍ନ ଆସିଥାଏ। ଏହାର ଅର୍ଥ କୁ ବୁଝି ଠିକ ଭାବେ ସଦୁପଯୋଗ କରିପାରିଲେ ଆମେ ଦେଇଥିବା ଏହି ପୋଷ୍ଟ ର କିଛି ମଧ୍ୟ ଶୁଲଭ ମୂଲ୍ୟ ମିଳିଲା ବୋଲି ଆମେ ମନେ କରିବୁ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment