Press "Enter" to skip to content

ପୁରୀରେ ନାଗା ସାଧୁ ଜଣଙ୍କ କିଏ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

କେତେବେଳେ ଅନର୍ଗଳ ଇଂରାଜୀ କହୁଛନ୍ତି ତ କେତେବେଳ ଅନର୍ଗଳ ଓଡ଼ିଆ କହୁଛନ୍ତି ପୁରୀ ର ଏହି ନାଗା ସାଧୁ l ତେବେ ପୁରୀ ରେ ଚର୍ଚ୍ଚା ରେ ଆସୁଥିବା ନାଗ ଜଣଙ୍କ କିଏ l ତାଙ୍କ ପରିଚୟ ଜାଣିଲେ ଆପଣଙ୍କ ଆଶ୍ଚର୍ଯ୍ୟ ହୋଇଯିବେ l ତେବେ ଦୀର୍ଘ 9 ମାସ ଧରି ପୁରୀ ଶ୍ରୀ ମନ୍ଦିର ବନ୍ଦ ହୋଇଥିଲା ଚଳିତ ମାସ ପୁଣି ଶ୍ରୀମନ୍ଦିର ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ସୁରକ୍ଷା ବଳରେ ବି ଧସେଇ ପଶିଥିଲେ l ସେ ଜଣଙ୍କ ହେଉଛନ୍ତି ଲଙ୍ଗୁଳି ମଠ ରେ ଦୀକ୍ଷା କରିଥିବା ବାବା ବୈଷ୍ଣବ l ତାଙ୍କର ଏହି ଭାବ ବିହ୍ଵଲ ହୋଇ ମନ୍ଦିର ଭିତରେ ପଶିବା ସୋସିଆଲ ମିଡିiଆରେ ଭାଇରଲ ହୋଇଥିଲା l ତେବେ ସେହି ବ୍ୟକ୍ତି ଜଣଙ୍କ କିଏ? ସେ ବ୍ୟକ୍ତି ଜଣଙ୍କ ହଉଛନ୍ତି ବ୍ରହ୍ମହପୁର ବଡବଜାର ଥାନା ଅନ୍ତର୍ଗତ ରାମନଗର ଅଞ୍ଚଳ ର ବାସିନ୍ଦା ହେଉଛନ୍ତି ବାବା ବୈଷ୍ଣବ l ଯାହାଙ୍କୁ ବି ତୁଙ୍ଗନାଥ ସୁବୁଦ୍ଧି ଭାବରେ ସମସ୍ତେ ଜାଣିଛନ୍ତି l ପ୍ରାୟ 7 ବର୍ଷ ହେଲା ତୁଙ୍ଗନାଥ ପୁରୀ ମଠ ରେ ରହୁଛନ୍ତି l ଯାହାକୁ ବାବା ବୈଷ୍ଣବ ନାଁ ରେ ସମସ୍ତେ ଜାଣିଛନ୍ତି l ବିଭିର୍ନ ପରିସ୍ଥିତି ର ସମ୍ମୁଖୀନ ହୋଇ ବାବାଙ୍କୁ ଜେଲ ଯିବାକୁ ପଡିଥିଲା l ଜାଣିଳେ ଆଶ୍ଚର୍ଯ୍ୟ ହେବେ ବ୍ରହ୍ମହପୁର ସ୍ଥିତ ବିନାୟକ କଲେଜ ରେ ପାଠ ପଢୁଥିଲେ l ଅଧାରୁ ପାଠ ପଢା ଛାଡି ସେ ବିଭିର୍ନ ସାମାଜିକ କାମରେ ଯୋଗ ଦେଇଥିଲେ l

କାଳକ୍ରମେ ବିଭିର୍ନ ଅପରାଧିକା ନାଁ ରେ ଟାଙ୍କ ନାଁ ଯୋଡ଼ି ହୋଇଥିଲା l 2010 ମସିହା ଜୁଲାଇ 22 ତାରିଖରେ ଧିର ସାମଲ ଜଣେ ଯୁବକଙ୍କୁ ହତ୍ୟା ମାମଲାରେ ତାଙ୍କ ନାଁ ଯୋଡି ହୋଇଥିଲା l ଅବଶ୍ୟ ପରବର୍ତୀ ଘଟଣା ରେ ସେ ନିର୍ଦୋଷ ରେ ମଧ୍ୟ ଦୋଷ ମୁକ୍ତ ହୋଇଥିଳେ l ସେ ଘଟଣାର କିଛି ମାସ ପରେ ତାଙ୍କୁ ଅନ୍ୟଏକ ଘଟଣା ରେ ଜେଲ ଯିବାକୁ ପଡିଥିଲା l ଏହିପରି ଭାବରେ କଏଦୀ ଭାବରେ ଜୀବନ ଯାପନ କରୁଥିଲେ l ଦିନେ ତାଙ୍କ ଦେହ ଅସୁସ୍ଥ ଥିବା ହେତୁ ତାଙ୍କୁ ମେଡ଼ିକାଲରେ ଭର୍ତ୍ତୀ କରାଯାଇଥିଲା l ଚିକିତ୍ସା ସମୟରେ ତୁଙ୍ଗନାଥ ମେଡିକାଲ ରୁ ଚମ୍ପଟ ମାରିଥିଲେ l ଠିକ ବର୍ଷେ ପରେ ଜଣେ ଫାଣ୍ଡିଅଧିକାରୀ ଙ୍କୁ ହାଣି ସେ ଜେଲ ଯାଇଥିଲେ l ପରବର୍ତ୍ତୀ ସମୟରେ ତୁଙ୍ଗନାଥ ସୁନ୍ଦରଗଡ଼ ରେ ରହୁଥିବାର ସୂଚନା ମିଳିଥିଲା l ସେଠାରୁ ବ୍ରହ୍ମହପୁର ଥାନାଅଧିକାରୀ ତାଙ୍କୁ ଗିରଫ କରି ବ୍ରହ୍ମହପୁର ଆଣିଥିଲେ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from UncategorizedMore posts in Uncategorized »

Be First to Comment

Leave a Reply

Your email address will not be published.