ଜାଣିବା ମୋଦୀ ଙ୍କ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ;ମାଳିକା- ବଚନ
ଆଜି ଜାଣିବା ମହାପୁରୁଷ ମାନଙ୍କର ରଚିତ ଗ୍ରନ୍ଥ ମାଳିକା ବିଷୟରେ।ପଞ୍ଚସଖା ଯେ ମାଳିକା ଗ୍ରନ୍ଥ ରଚନା କରିଥିଲେ ତା ନୁହେଁ,ସାରଙ୍ଗ ଦାସ ଗ୍ରନ୍ଥ ଅଛି,ନିରାକାର ଦାସ ଗ୍ରନ୍ଥ ଅଛି,ଶିଶୁ ଦାସ,ବୈକୁଣ୍ଠ ଦାସଙ୍କ ଆଦି ଏମିତି ଅନେକ ମାଳିକା ରହିଛି।ବହୁତ ବର୍ଷତଳେ ମହାପୁରୁଷମାନେ ତାଙ୍କ ଦିବ୍ୟଦୃଷ୍ଟି ରେ ବର୍ତ୍ତମାନ ଏବଂ ଭବିଷ୍ୟତରେ କଣ ଘଟିବ ତାହାକୁ ଏହି ମାଳିକା ଦ୍ଵାରା ବର୍ଣ୍ଣନା କରିଛନ୍ତି।
ଯେମିତି ଫୁଲମାଳାରେ ଫୁଲ ପଛକୁପଛ ଗୁନ୍ଥି ହୋଇରହିଥାଏ,ଠିକ ସେହିପରି ଭବିଷ୍ୟତ କଥା,ଇତିହାସ କଥା, ପୁରାଣ କଥା ଏବଂ ସମାଜକୁ ସତର୍କତା ଦେବାର କଥା ମାଳ ମାଳ ଗୁଚ୍ଛ ଗୁଚ୍ଛ ଭାବରେ ଲେଖାଯାଇଥାଏ ତାହାକୁ ମାଳିକା କୁହାଯାଏ । ଆମେ ଆଜି ଯାହାକିଛି କହୁଚେ ସବୁ ସେହି ମହାପୁରୁଷଙ୍କ କଥା କହିଥାଉ କୋୖଣସି ମାନଗଢା କାହାଣୀ କହିନଥାଉ।ଯାହା କିଛି ଘଟଣା ଘଟିବାରେ ଅଛି ତାହାକୁ ଆମେ କେବଳ ଆମ ଚୋଟ ମସ୍ତିଷ୍କ ରେ ବୁଝିଥାଉ ଆଉ ବର୍ଣ୍ଣନା କାରିଥାଉ।

ମାଳିକା ରେ କୁହାଯାଇଛି ଯେ ଆମ ଦେଶ ଭାରତରେ କେଉଁ ସ୍ଥାନରେ କିପରି ରାଜା ହେବ ବୋଲି।ତେଣୁ ମାଳିକା ଅନୁସାରେ ମହାପ୍ରଭୁ ଜଗନ୍ନାଥଙ୍କ ପଞ୍ଚସଖା କହିଛନ୍ତି ଆଗମୀ ଦେଶରେ ବିକାଶ ଦେଖାଯିବ।ବିକଶିତ ରାଷ୍ଟ୍ର ହେବ ତେଣୁ ତା ପାଇଁ ଯୋଗ୍ୟ ଅଧିକାରୀ ଆବଶ୍ୟକ।ବର୍ତ୍ତମାନ ଆମ ଦେଶର ଶକ୍ତିଶାଳୀ ତଥା ଅତ୍ୟାଧୁନିକ ଅଧିକାରୀ ପୋଷ୍ଟ ହେଉଛି ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତିଙ୍କ ଦ୍ଵାରା ପ୍ରତିଷ୍ଠିତ ଏହି ପୋଷ୍ଟ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଦେଶର ସକ୍ଷମ ଓ ସଫଳ ପ୍ରଧାନମନ୍ତ୍ରୀ ଭାବେ ପରିଚିତ।ତାଙ୍କ ପରେ ଯିଏ ବି ହେବ ସେ ଦୁନିଆର ସବୁଠାରୁ ଅଧିକ ସଫଳତା ହାସଲ କରିବ।ଦେଶକୁ ଅଧିକ ଶକ୍ତିଶାଳୀ କରିବ। ବର୍ତ୍ତମାନ ସୁଦ୍ଧା ବ୍ୟକ୍ତିଗତ ଭାବେ ପରିଚିତ ନହେଲେ ମଧ୍ୟ ବହୁତ ଶୀଘ୍ର ପରିଚିତ ହେବେ।

ଆମ ସାଧାରଣ ଜୀବନ ରେ ବହୁତ ଶିକ୍ଷା ପାଇ ପାରିବା ଏବଂ ଯେ କୌଣସି କମ୍ପିଟେଟିଭି ପରୀକ୍ଷାରେ ମଧ୍ୟ ଏହିପରି ପ୍ରଶ୍ନ ଆସିଥାଏ। ଏହାର ଅର୍ଥ କୁ ବୁଝି ଠିକ ଭାବେ ସଦୁପଯୋଗ କରିପାରିଲେ ଆମେ ଦେଇଥିବା ଏହି ପୋଷ୍ଟ ର କିଛି ମଧ୍ୟ ଶୁଲଭ ମୂଲ୍ୟ ମିଳିଲା ବୋଲି ଆମେ ମନେ କରିବୁ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment