Press "Enter" to skip to content

IAS ରେ ପଚରା ଯାଇଥିବା ପ୍ରଶ୍ନ 99% ଫେଲ,ଆପଣ ଉତ୍ତର ଦେଇ ପାରିବେ ତ?

କ୍ଷେତରେ ସବୁଜ ବଜାରରେ କଳା ଏବଂ ଘରକୁ ଆସିଲେ ଲାଲ ହୋଇଯାଏ l ତାହା କଣ? ଢଗ ମାଳିକା

ଆଜି ଆମେ ଆପଣଂକୁ କିଛି ପ୍ରଶ୍ନ ପଚାରିବୁ ଏବଂ ଉତ୍ତର ମଧ୍ୟ ଦେବୁ l ଢଗମଳିକା ରେ ଅନେକ ପ୍ରଶ୍ନ ରହିଥାଏ ଯେମିତି କି ପ୍ରଥମ ପ୍ରଶ୍ନ ଆମେ ବାଛିଛୁ
1-ଜନଗଣ ମନ କିଏ ରଚନା କରିଥିଲେ l
ଉତ୍ତର-ରବୀନ୍ଦ୍ରନାଥ ଟାଗୋର
2-ବନ୍ଦେ ମାତରମ କିଏ ରଚନା କରିଥିଲେ l
ଉତ୍ତର-ବଙ୍କିମ ଚନ୍ଦ୍ର ଚାଟାର୍ଜି


3-ଓଡ଼ିଶାର ବିହଙ୍ଗ ବିହାର କାହାକୁ କୁହାଯାଏ l
ଉତ୍ତର-ଚିଲିକା
4-ଓଡ଼ିଶାର କୈଳାସ କାହାକୁ କୁହାଯାଏ l
ଉତ୍ତର-କପିଳାସ ପାହାଡ


5-କାଳିଜାଇ ମନ୍ଦିର କେଉଁଠାରେ ଅବସ୍ତିତ l
ଉତ୍ତର-ଖୋର୍ଦ୍ଧା ଜିଲ୍ଲା ଚିଲିକା ହ୍ରଦ ମଧ୍ୟରେ l
6-ତାରିଣୀ ମନ୍ଦିର କେଉଁଏଠାରେ ଅବସ୍ତିତ l
ଉତ୍ତର-କେଉଁଝର ଜିଲ୍ଲା ର ଘଟଗାଁ


7-ASAP ର ଫୁଲ ଫର୍ମ କଣ?
ଉତ୍ତର-As Soon As posible
8-DSLR ର ଫୁଲ ଫର୍ମ କଣ?
ଉତ୍ତର-Dijital single lens reflex
9-IPL ର ଫୁଲ ଫର୍ମ କଣ?
ଉତ୍ତର-Indian premier league
10-ଓଡ଼ିଶାର ବଡ ନଦୀ ର ନାଁ କଣ?


ଉତ୍ତର-ମହାନଦୀ
11-ବିଶ୍ୱର ସବୁଠୁ ବଡ ପାଚେରୀ ନାଁ କଣ?
ଉତ୍ତର-greet wall of chaina
12-କ୍ଷେତରେ ସବୁଜ ବଜାର ରେ କଳା ଏବଂ ଘରକୁ ଆସିଲେ ଲାଲ ହୋଇଯାଏ l ତାହା କଣ?
ଉତର-ଚା ପତି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from IAS Questions OdiaMore posts in IAS Questions Odia »
More from UncategorizedMore posts in Uncategorized »

Be First to Comment

Leave a Reply

Your email address will not be published.