ବଲିଉଡରେ ଅନେକ ଅଭିନେତ୍ରୀ ନିଜର ସୌନ୍ଦର୍ଯ୍ୟ ପ୍ରତି ବହୁତ ସତର୍କତା ଅବଲମ୍ବନ କରନ୍ତି।ସେମାନେ ନିଜ ସୌନ୍ଦର୍ଯ୍ୟ ଦ୍ଵାରା ଦର୍ଶକ ମାନଙ୍କୁ ପ୍ରଭାବିତ କରାନ୍ତି।ଆପଣମାନେ କିଛି କଥା ଅଛି ଯାହାକୁ ଜାଣିଲେ ବିଶ୍ୱାସ କରିବେ ନାହିଁ।ସେହି ଅଭିନେତ୍ରୀ ମାନେ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟରେ କେହି ସୁନ୍ଦର ନୁହଁନ୍ତି।ସେମାନେ କୃତ୍ରିମ ଉପାୟରେ ମେକପ ଲଗାଇ ନିଜକୁ ସୁନ୍ଦର କରି ନିଜର ସୌନ୍ଦର୍ଯ୍ୟ ବଢାଉଛନ୍ତି।ଯାହାକି କେତେକ ଅଭିନେତ୍ରୀ ମାନଙ୍କୁ ବିନା ମେକପରେ ଦେଖିଲେ ଜାଣିପାରିବେ ନାହିଁ କି ଏହି ସେ ଅଭିନେତ୍ରୀ।

ପ୍ରିୟଙ୍କା ଚୋପ୍ରା ଯେକି ଜଣେ ଆଗ ଧାଡିର ଅଭିନେତ୍ରୀ, ବହୁତ ଚଳଚିତ୍ରରେ ଅଭିନୟ କରି ନିଜର ସୌନ୍ଦର୍ଯ୍ୟର ଭରପୁର ସୌନ୍ଦର୍ୟତା ଦେଖାଇଛନ୍ତି।କିନ୍ତୁ ଚଳଚିତ୍ରରେ ପରଦା ରେ ଯେମିତି ସେ ଦେଖାଯାଉଛନ୍ତି,ସତରେ ସେ ସେତିକି ଗୋରା ନୁହଁନ୍ତି, କିନ୍ତୁ ତାଙ୍କର ମୁଁହ ଗଢଣ ଏବଂ ବିନା ଦାଗଵାଲା ମୁଁହ।ସେ ଅଳ୍ପକିଛି ମେକପ ଲଗାନ୍ତି।

ସେହିପରି ଦୀପିକା ପାଦୁକେନ୍, ରଶ୍ମିକା, ଏହିଭଳି ଅନେକ ଅଭିନେତ୍ରୀ ନିଜ ମୁଁହ ଉପରେ ଆହୁରି ଏକ ମେକପର ଆସ୍ତରଣ ବସାଇ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ହ୍ରାସ କରନ୍ତି।ନିଜର ମଧ୍ୟ ଫେସ ଖରାପ କରିଦିଅଁନ୍ତି।ସେମାନଙ୍କ ପାଖରେ ଅଧିକ ଟଙ୍କା ଅଛି ବୋଲି ସେହିଭଳି ସେ ଟ୍ରିଟମେଂଟ ହୁଅନ୍ତି କେବଳ ନିଜ ସୁନ୍ଦରତା କୁ ପରିବେକ୍ଷଣ କରି ନିଜର ଅଭିନୟକୁ ଆହୁରି ପ୍ରଶଂସିତ କରନ୍ତି।ଯାହାଫଳରେ ବହୁତ ଲୋକପ୍ରିୟତା ହାସଲ କରନ୍ତି ଏବଂ ବହୁତ ଟଙ୍କା ମଧ୍ୟ କମାନ୍ତି।ଏହି ଫୋଟୋକୁ ଦେଖି ରଶ୍ମିଙ୍କ କିଛି ଫ୍ୟାନ ତାଙ୍କ ଦିବାନା ମଧ୍ଯ ହୋଇଗଲେଣି। ଏହି ଫୋଟୋରେ ତାଙ୍କ ଲୁକ ଆହୁରି ଚାରଚାନ୍ଦ ଲଗାଇଦେଉଛି।
ତାପରେ ସେ ବହୁତ ଘରେ ଘରେ ପରିଚିତ ହେବାକୁ ଲାଗିଲେ।ସେ ବହୁତ କିଛି ସିରିଏଲ ସହ ୱେବସିରିଜ ରେ ମଧ୍ୟ ନଜର ଆସିଛନ୍ତି।
ରଶ୍ମି ଙ୍କ ଅଭିନୟ ସହ ତାଙ୍କ ସୁନ୍ଦରତା ଉପରେ ମଧ୍ୟ ବହୁତ ଫିଦା।
ଆମ ସାଧାରଣ ଜୀବନ ରେ ବହୁତ ଶିକ୍ଷା ପାଇ ପାରିବା ଏବଂ ଯେ କୌଣସି କମ୍ପିଟେଟିଭି ପରୀକ୍ଷାରେ ମଧ୍ୟ ଏହିପରି ପ୍ରଶ୍ନ ଆସିଥାଏ। ଏହାର ଅର୍ଥ କୁ ବୁଝି ଠିକ ଭାବେ ସଦୁପଯୋଗ କରିପାରିଲେ ଆମେ ଦେଇଥିବା ଏହି ପୋଷ୍ଟ ର କିଛି ମଧ୍ୟ ଶୁଲଭ ମୂଲ୍ୟ ମିଳିଲା ବୋଲି ଆମେ ମନେ କରିବୁ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment