ଆଜି କରିସ୍ମା କପୁର ଏହିପରି କାମ କରି ନିଜ ପିଲାଙ୍କ ଖର୍ଚ୍ଚ ଉଠାଇଛନ୍ତି।
କପୁର ଫ୍ୟାମିଲି ର ନାମଜାନି ଅଭିନେତ୍ରୀ କରିସ୍ମା କପୁର।ସେ ବହୁତ ଫିଲ୍ମରେ ନିଜର ଅଭିନୟ କରି ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରାଇଛନ୍ତି। ହିନ୍ଦୀ ଇଣ୍ଡଷ୍ଟ୍ରୀ ରେ ବହୁତ ନାଁ କମାଇଛନ୍ତି।ତାଙ୍କର ଵିଵାହ ପରେ ସେ ସେ ବଲିଓଡ଼ରେ କାମ କରିବା ଛାଡ଼ି ଦେଇଥିଲେ।ତାଙ୍କ ସ୍ୱାମୀଙ୍କ ନାଁ ସଞ୍ଜୟ କପୁର।କିନ୍ତୁ ଦୁହେଁଙ୍କର ଛାଡପତ୍ର ମଧ୍ୟ ହୋଇସାରିଛି।ଯେଉଁଠି ତାଙ୍କର ଗୋଟେ ପୁଅ ଓ ଗୋଟେ ଝିଅ।ଆସନ୍ତୁ ଏବେ ସେ କିପରି ନିଜେ ଓ ନିଜ ସନ୍ତାନ ମାନଙ୍କ ଖର୍ଚ୍ଚ ଉଠାଉଛନ୍ତି।

ଟାଇମ ଲାଇନ ରେ ସବୁବେଳେ ରୁହନ୍ତି କରିସ୍ମା କପୁର।ଫିଲ୍ମ କରିବା ଛାଡିବା ପରେ ମଧ୍ୟ ରୁହନ୍ତି।ତଲାକ ପରେ କରିସ୍ମା ତାଙ୍କ ସନ୍ତାନ ମାନଙ୍କ ସବୁ ଜିମେଦର ଉଠେଇବା ପାଇଁ ସଞ୍ଜୟ କପୁର ଦାୟୀ ବୋଲି କୋର୍ଟରେ କେଶରେ ଜିତିଛନ୍ତି।ତେଣୁ ତାଙ୍କ ପିଲାଙ୍କ ପାଠ ପଢା ଠାରୁ ଆରମ୍ବ କରି ପିଲାଙ୍କ ରହିବା ପାଇଁ ସବୁ ଖର୍ଚ୍ଚ ବହନ କରିବେ ସଞ୍ଜୟ।ବର୍ତ୍ତମାନ ସଂଜୟ ଆହୁରି ଦୁଇ ସହଧର୍ମିଣୀ ଙ୍କ ଖୁସିରେ ରହୁଛନ୍ତି।ଏହି କିଛି ଦିନ ତଳେ ସଞ୍ଜୟ କପୁର ନିଜ ପିଲାମାନଙ୍କୁ ଦେଖା କରିବାକୁ ଯାଇଥିଲେ।ଯେଉଁଥିରେ କରିସ୍ମା ମଧ୍ୟ ନଜର ଆସିଛନ୍ତି। କରିସ୍ମା ଙ୍କ ଜନ୍ମ ଦିନରେ ସଂଜୟ ଉଇସ ମଧ୍ୟ କରିଥିଲେ ବୋଲି ଜଣାପଡିଛି। ଫିଲ୍ମ ଇଣ୍ଡଷ୍ଟ୍ରୀ ରେ କରିସ୍ମା ଙ୍କୁ ଆଲୋନ ଉଇଫ ବୋଲି କୁହାଯାଏ। ଯିଏ କି ଏକା ଏକା ବର୍ତ୍ତମାନ ନିଜ ପିଲା ମାନଙ୍କ ସହ ମୁମ୍ବାଇରେ ରହୁଛନ୍ତି।

ବଲିଉଡରେ ଅନେକ ଅଭିନେତ୍ରୀ ନିଜର ସୌନ୍ଦର୍ଯ୍ୟ ପ୍ରତି ବହୁତ ସତର୍କତା ଅବଲମ୍ବନ କରନ୍ତି।ସେମାନେ ନିଜ ସୌନ୍ଦର୍ଯ୍ୟ ଦ୍ଵାରା ଦର୍ଶକ ମାନଙ୍କୁ ପ୍ରଭାବିତ କରାନ୍ତି।ଆପଣମାନେ କିଛି କଥା ଅଛି ଯାହାକୁ ଜାଣିଲେ ବିଶ୍ୱାସ କରିବେ ନାହିଁ।ସେହି ଅଭିନେତ୍ରୀ ମାନେ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟରେ କେହି ସୁନ୍ଦର ନୁହଁନ୍ତି।ସେମାନେ କୃତ୍ରିମ ଉପାୟରେ ମେକପ ଲଗାଇ ନିଜକୁ ସୁନ୍ଦର କରି ନିଜର ସୌନ୍ଦର୍ଯ୍ୟ ବଢାଉଛନ୍ତି।
ଆମ ସାଧାରଣ ଜୀବନ ରେ ବହୁତ ଶିକ୍ଷା ପାଇ ପାରିବା ଏବଂ ଯେ କୌଣସି କମ୍ପିଟେଟିଭି ପରୀକ୍ଷାରେ ମଧ୍ୟ ଏହିପରି ପ୍ରଶ୍ନ ଆସିଥାଏ। ଏହାର ଅର୍ଥ କୁ ବୁଝି ଠିକ ଭାବେ ସଦୁପଯୋଗ କରିପାରିଲେ ଆମେ ଦେଇଥିବା ଏହି ପୋଷ୍ଟ ର କିଛି ମଧ୍ୟ ଶୁଲଭ ମୂଲ୍ୟ ମିଳିଲା ବୋଲି ଆମେ ମନେ କରିବୁ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment