ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ।
ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) ଠେକୁଆ ବମ୍ ନେଇକରି ଚିଡିଆଘରରେ ପଶିଗଲା, ଓ ଜୋର୍ ରେ ଚିଲ୍ଲାଇକରି କହିଲା ତୁମ ମାନଙ୍କୁ ଏଠାରୁ ବାହାରିବାର କେବଳ ଗୋଟିଏ ମିନିଟ୍ ସମୟ ଅଛି, ତାର କଥା ଶୁଣି କଇଁଛ କହିଲା, ବାହାରକୁ ଆସେ ଶଳା, ସିଧା କହନା କି ମୁଁ ଟାର୍ଗେଟ୍ ରେ ଅଛି, ଛୁଆ ବେଳର ହାର୍ ର ବଦଳା ନେବା ପାଇଁ ଆସିଛୁ ।
୨)ପପୁ ଉଦାସ ବସିଥିଲା, ଗପୁ କହିଲା- କଣ ହେଲା ? ଉଦାସ କଣ ପାଇଁ ବସିଛୁ ? ପପୁ-କଣ କହିବି ସାଙ୍ଗ, କିଏ ଜଣେ କହିଥିଲେ କି ଗଛରୁ ଆମକୁ ଶୀତଳ ଛାୟା ମିଳିଥାଏ , ମୁଁ ଏହି ଗଛ ତଳେ ତିନିଦିନ ହେଲା ବସିଛି, କିନ୍ତୁ ନା ହିଁ ଶୀତଳ ଆସିଲା ନା ହିଁ ଛାୟା ।

୩) ଜଣେ ମହିଳା ଆମ୍ବୁଲାନ୍ସ ଡକାଇବାପାଇଁ ୧୦୮ କଲ୍ କଲା, ଅପରେଟର୍- ଆପଣଙ୍କ କଣ ସମସ୍ୟା ହୋଇଛି କୁହନ୍ତୁ ! ମହିଳା- ମୋର ପାଦର ଆଙ୍ଗୁଠି ଟେବୁଲରେ ବାଡେଇ ହୋଇଗଲା ।ଅପରେଟର୍- ହସିକରି, ଓହଃ ଏଥିପାଇଁ ଆପଣ ଆମ୍ବୁଲାନ୍ସ ଡକାଇବାକୁ ଚାହଁନ୍ତି ।ମହିଳା- ନା, ଆମ୍ବୁଲାନ୍ସ ତ ମୋର ସ୍ୱାମୀଙ୍କ ପାଇଁ ଡକାଇଛି, ତାଙ୍କୁ ହସିବା ଉଚିତ୍ ନଥିଲା ।
୪) କାନ୍ଥରେ ଲେଖାହୋଇଥିଲା, ଏଠାରେ କୁକୁର ମୁତନ୍ତି , ସାନ୍ତା- ସେଠାରେ ଯାଇକରି ମୁତିଲା, ଓ ତାପରେ ହସିକରି କହିଲା, ଏହାକୁ କହନ୍ତି ଦିମାଗ୍, ମୁତିଲି ମୁଁ ଓ ନାଁ କୁକୁରର ଆସିବ ।
୫) ସ୍ତ୍ରୀ ରେଡି ହୋଇକରି ନିଜ ସ୍ୱାମୀକୁ ପଚାରେ କେମିତି ଲାଗୁଛି ମୁଁ । ସ୍ୱାମୀ- ହେ ଭଗବାନ, ମନ ତ କରୁଛି କି ତୋତେ ପାକିସ୍ଥାନରେ ପକାଇ ଆସିବି, ସ୍ତ୍ରୀ-କଣ ମତଲବ ? ସ୍ୱାମୀ- ବମ୍ ଲାଗୁଛ ତୁମେ।
୬) ଶିକ୍ଷକ- ରାମୁ କାଲି ସ୍କୁଲକୁ କଣ ପାଇଁ ଆସିନଥିଲୁ ?ରାମୁ- ସାର୍ କାଲି ପଡିଯାଇଥିଲି, ଓ ଖଣ୍ତିଆ ହୋଇଯାଇଥିଲା । ଶିକ୍ଷକ- କେଉଁଠି ପଡିଯାଇଥିଲୁ, ରାମୁ- ସାର୍ ବେଡ୍ ଉପରେ ପଡିଯାଇଥିଲି, ଓ ଆଖି ଲାଗିଯାଇଥିଲା ।
୭) ଝିଅ ଅଧା ରାତିକୁ- ଗୁଡ୍ ନାଇଟ୍ ମମି, ମମି- ଗୁଡ୍ ନାଇଟ୍, ଝିଅ- ରାଗରେ- ଗୁଡ୍ ନାଇଟ୍ ପାପା, ପାପା-ଗୁଡ୍ ନାଇଟ୍ ବେଟା, ଝିଅ ଚିନ୍ତିତ ହୋଇକରି କହିଲା- ଆରେ ଗୁଡ୍ ନାଇଟ୍ କେଉଁଠି, ମଶା କାମୁଡୁଛନ୍ତି ।

୮) ପ୍ରାଇଭେଟ୍ ସ୍କୁଲରେ ଆଉ ଏକ ଆଇଟମ୍ ବଢିଗଲା, ଛୁଆଙ୍କୁ ମାସ୍କ ଓ ସ୍ୟାନିଟାଇଜର୍ ସ୍କୁଲରୁ କିଣିବାକୁ ପଡିବ, ବାହାର ର ଚଳିବ ନାହିଁ ।
୯) ପ୍ରେମିକା- ଜାନୁ-ତୁମେ ସପ୍ତାହରେ କେତେ ଥର ଦାଢି ବନାଉଛ ? ପ୍ରେମୀ- ଦିନରେ ୨୦-୩୦ ଥର, ପ୍ରେମିକା- ପାଗଳ କି? ଦିନରେ ୨୦-୩୦ ଥର କିଏ ଦାଢି ବନାଏ ? ପ୍ରେମୀ- ଆରେ ମୁଁ ଭଣ୍ତାରୀ
୧୦) ବାହାଘରର ଆଗାମୀ ଦିନ ଏକ ବ୍ୟକ୍ତିର ସ୍ତ୍ରୀ ମରିଗଲା, ବିଚରା ବହୁତ କାନ୍ଦୁଥିଲା, ବନ୍ଧୁ- ଭାଈ କଣ ହେଲା ଭାଉଜଙ୍କୁ ? ବ୍ୟକ୍ତି-କିଛି ନାହିଁ ଖାଲି ଦହି ଖାଉଥିଲେ ଆରେ ଖାଉ ଖାଉ ।ବନ୍ଧୁ- ଭଲ ଏହା କହ, ଦହି ବଳିଥିଲା କି ?
୧୧) ବାହାଘର ପ୍ରଥମ ରାତିରେ ସ୍ୱାମୀ ସ୍ତ୍ରୀ ପ୍ରେମ ଆରମ୍ଭ କରୁଥିଲେ
ସ୍ୱାମୀ – ଜଲଦି ତମ କପଡ଼ା ଖୋଲ
ସ୍ତ୍ରୀ – ତମେ ବି ନା ବହୁତ ଦୁଷ୍ଟ..
ଏତିକି ବେଳେ ଶାଶୁ କବାଟ ବାଡେଇଲେ
ସ୍ତ୍ରୀ – ରହିଯାଅ..! ଏବେ କବାଟ ଖୋଲନା
ପଲଙ୍କ ତଳେ ** ମୁଁ ଆଗ ଲୁଚି ପଡ଼େ..
ସ୍ୱାମୀ – ଆରେ ସେ ମୋର ବୋଉ ପରା,ଲୁଚିବ କାହିଁକି?
ସ୍ତ୍ରୀ – ସରି ସରି, ମୁଁ ଭାବିଲି ପୋଲିସ ରେଡ଼ ପଡ଼ିଗଲା ବୋଲି
ସ୍ୱାମୀ – ଶଳା ରଣ୍ଡୀ…
ଆପଣଙ୍କ ପାଇଁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିଥାଉ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment