ଆଜି ଆମେ ଆଲୋଚନା କରିବା IAS ଇଣ୍ଟରଭିଉ ର କିଛି Top ପ୍ରଶ୍ନ ଏବଂ ତାର ଉତ୍ତର।
ବନ୍ଧୁଗଣ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆମେ ଆଜି କିଛି କଷ୍ଟ ପୂର୍ଣ୍ଣ ଜଣା ଅଜଣା ସାଧାରଣ ଜ୍ଞାନ IAS ପରୀକ୍ଷା ପ୍ରଶ୍ନ ଉତ୍ତର ବିଷୟ ରେ ଆଲୋଚନା କରିବା। ଏହି ପ୍ରଶ୍ନ ଗୁଡ଼ିକ ର ଉତ୍ତର ଅନେକ ଉଚ୍ଚ ପାଠ ପଢ଼ା ବ୍ୟକ୍ତି ମଧ୍ୟ ସଠିକ ଦେଇ ପାରନ୍ତି ନାହିଁ। ଏହି ପ୍ରଶ୍ନ ଗୁଡ଼ିକ ସେତେ ସହଜ ହୋଇନଥାଏ। ଏହି ପ୍ରଶ୍ନ ଗୁଡିକ UPSC ବା IAS , IPS ଇଣ୍ଟରଭିଉ ପରୀକ୍ଷା ରେ ପଚାରାଯାଇଥାଏ। ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା।
ପ୍ରଶ୍ନ – ଗାନ୍ଧିଜୀ ଙ୍କୁ କିଏ ଗୁଳି ମାରିଥିଲେ?
ଉ- ନାଥୁରାମ ଗୋଡ଼ସେ
ପ୍ରଶ୍ନ- କେଉଁ ଭିଟାମିନ ଅଭାବରୁ ମୁଣ୍ଡର ଚୁଟି ଧଳା ହୋଇଥାଏ ?
ଉ- ଭିଟାମିନ ବି୬ ଏବଂ ବି୧୨ ଅଭାବ ଯୋଗୁଁ।

ପ୍ରଶ୍ନ- ସେ କିଏ ଯାହାର ମୁଣ୍ଡ ନାହିଁ କିନ୍ତୁ ସେ ଟୋପି ପିନ୍ଧେ ?
ଉ- ବୋତଲ।
ପ୍ରଶ୍ନ- ଭାରତର ସର୍ବାଧିକ ଜଳସେଚିତ ରାଜ୍ୟ କିଏ ?
ଉ- ପଞ୍ଜାଵ।
ପ୍ରଶ୍ନ- ଭାରତର ସର୍ବାଧିକ ଚିନି ଉତ୍ପାଦନକାରୀ ରାଜ୍ୟ କିଏ ?
ଉ- ଉତ୍ତରପ୍ରଦେଶ।
ପ୍ରଶ୍ନ- ଭାରତର କେଉଁ ରାଜ୍ୟରେ ପ୍ରଚୁର ନଡ଼ିଆ ଚାଷ ହୁଏ?
ଉ- କେରଳ।
ପ୍ରଶ୍ନ- ଭାରତରେ କେବେ ପ୍ରଥମେ ରେଳ ଚାଲିଲା ?
ଉ- ୧୮୫୩ ମସିହା।
ପ୍ରଶ୍ନ- ପୁଅମାନେ ସବୁଦିନ ଏବଂ ଝିଅମାନେ ବର୍ଷରେ ମାତ୍ର ଥରେ ପିନ୍ଧନ୍ତି, ତାହା କଣ?
ଉ- ପଇତା।
ପ୍ରଶ୍ନ- କେଉଁ ପଶୁ ବହି ଯାଉଥିବା ପାଣିକୁ ପିଏ ନାହିଁ ?
ଉ- ମେଣ୍ଢା।
ପ୍ରଶ୍ନ- କେଉଁ ବିରାଟକାୟ ପଶୁ ଡେଇଁ ପାରେ ନାହିଁ?
ଉ- ହାତୀ।
ପ୍ରଶ୍ନ- କେଉଁ ଫୁଲ ପାଖକୁ ଭ୍ରମର ବି ଯାଇପରେନାହିଁ ?
ଉ-କିଆ ଓ କେତକୀ ଫୁଲ ।
ପ୍ରଶ୍ନ- କେଉଁ ପକ୍ଷୀ ତାର ଜୀବନରେ ଥରେ ମାତ୍ର ଜନ୍ମ ଦିଏ?
ଉ- କାଉ।
ପ୍ରଶ୍ନ- କେଉଁ ଜୀବ ତାର ଜୀବନ କାଳ ଭିତରେ ବେଶି ଶୋଇଥାଏ ?
ଉ- ବେଙ୍ଗ।
ପ୍ରଶ୍ନ- ସୁରଟ କାହିଁକି ପ୍ରସିଦ୍ଧ?
ଉ- ଡାଇମଣ୍ଡ ପାଇଁ ।
ପ୍ରଶ୍ନ- ଗୋଟିଏ ମହିଳା ତାର ଜୀବନରେ କେତେଥର ଛୁଆ ଜନ୍ମ କରିପାରିବ?
ଉ- ପ୍ରାୟ ୪୦ ଥର।

ପ୍ରଶ୍ନ- ଝିଅ ମାନଙ୍କ କେଉଁ ଅଙ୍ଗ ସବୁଠାରୁ ଅଧିକ ହଲିଥାଏ?
ଉ- ଝିଅ ମାନଙ୍କ ବାଳ (ଆପଣ ଅଲଗା କିଛି ଭାବୁଥିଲେ କି? IAS ପରୀକ୍ଷାର୍ଥୀ ଙ୍କୁ ଭ୍ରମିତ କରିବା ପାଇଁ ଏଭଳି ପ୍ରଶ୍ନ ପଚରା ଯାଏ)
ସେହିଭଳି ଯଦି ପଚାରାଯାଏ, ଝିଅ ମାନଙ୍କ କେଉଁ ଜିନିଷ ସବୁବେଳେ ତଳ ଉପର ଏବଂ ଆଗ ପଛ ହୋଇ ହଲିଥାଏ? ତେବେ ଏହାର ଉତ୍ତର ହେଉଛି ;
ଆଗ ପଛ – କାନ ଫୁଲ ଏବଂ ତଳ ଉପର ହେଉଛି ଓଢଣୀ
ପ୍ରଶ୍ନ- ଯଦି କୁକୁର ମଦ ପିଇଲେ ବା ଦେଇଦେଲେ କଣ ହେବ ?
ଉ- କୁକୁର କୁ ମଦ ଦେଲେ ତାକୁ ନିଶା ହୋଇଯିବ।
ପ୍ରଶ୍ନ- କେଉଁ ଦେଶର ଜେଲରେ ଗୋଟିଏ ବି ବନ୍ଦି(କଏଦୀ) ଲୋକ ବି ନାହାନ୍ତି?
ଉ- ୟୁରୋପ ରେ।
ପ୍ରଶ୍ନ- କେଉଁ ପଶୁର ଦାନ୍ତର ରଙ୍ଗ ଲାଲ ହୋଇଥାଏ?
ଉ- ଡିଫର ନାମକ ପଶୁର ଦାନ୍ତ।
ଆପଣଙ୍କ ପାଇଁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିଥାଉ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment