ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ।
ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

୧) ସ୍ୱାମୀ ସ୍ତ୍ରୀ ଛାଡପତ୍ର ପାଇଁ କୋର୍ଟ ପହଞ୍ଚିଲେ , ଜର୍ଜ-ତୁମ ଦୁହେଁଙ୍କ ୩ ଟି ଛୁଆ ଅଛନ୍ତି ତାଙ୍କୁ ତୁମ ମଧ୍ୟରେ କିପରି ବାଣ୍ଟିବ, ବହୁତ ସମୟପରେ ସ୍ୱାମୀ ସ୍ତ୍ରୀ ଦୁହେଁ ପରସ୍ପର ଚର୍ଚ୍ଚା କରନ୍ତି, ସ୍ୱାମୀ-ଠିକ୍ ଅଛି ଜର୍ଜ ସାହେବ୍, ଆମେ ଆଗାମୀ ବର୍ଷ ଆଉ ଏକ ଛୁଆ ସାଙ୍ଗରେ ନେଇକରି ଆସିବୁ, ନଅ ମାସ ପରେ ଦୁହେଁଙ୍କ ଜାଆଁଳା ଛୁଆ ହେଲେ
୨) ସାଧୁ- ଛୁଆ ଆଣ, କିଛି ଦକ୍ଷିଣାଦେଇଦିଅ, ତୁମକୁ ସ୍ୱର୍ଗ୍ ପ୍ରାପ୍ତି ହେବ , ପୁଅ –ଠିକ୍ ଅଛି, ଦକ୍ଷିଣା ମୁଁ ତୁମକୁ ଦିଲ୍ଲୀ ଦେଲି, ସାଧୁ- ଦିଲ୍ଲୀ କଣ ତୁମର କି ? ଯାହା ମୋତେଦେଉଛ ? ପୁଅ- ସ୍ୱର୍ଗ କଣ ତୁମର କି ନା ତୁମ ବାପା କିଣିଛନ୍ତି ?
୩) ସ୍ତ୍ରୀ ନିଜ ମଦୁଆସ୍ୱାମୀକୁ ସୁଧାରିବାପାଇଁ କଳା କପଡା ପିନ୍ଧିକରି ଠିଆ ହୋଇଗଲା, ସ୍ୱାମୀ- ତୁମେ କିଏ ? ସ୍ତ୍ରୀ- କହିଲା ମୁଁ ରାକ୍ଷସୁଣି, ସ୍ୱାମୀ- ଚାଲ୍ ହାତ ମିଶା- ମୁଁ ତୋର ଭଉଣୀର ସ୍ୱାମୀ
୪) ମୋତେ ବି ଦେଖିବାକୁ ଦିଅ, କାହାର ଆକ୍ସିଡେଣ୍ଟ ହୋଇଛି, ପପୁ- ଭିଡ ହଟାଇକରି କହିଲା ଯେବେ କେହି ହଟାଇବାରେ କେହି ଘୁଞ୍ଚିଲେନି ତେବେ ସେ ଚିଲ୍ଲାଇକରି କହିଲା ରାସ୍ତା ମିଳିଗଲା , ଓ ପପୁ ଦେଖିଲା ତ ଏକ ଗଧ ମରିପଡିଥିଲା..

୫) ବାରରେ ଦୁଇ ଲୋକ ମଦ ପିଉଥିଲେ ।
ସେହି ସମୟରେ ଯିଏ ସବୁଠାରୁ ଅଧିକ ମଦ ପିଠିଲା କହିଲା – ୟାର ତୋ ମା ବହୁତ ସୁନ୍ଦର ଲାଗେ, ମତେ ସେ ବହୁତ ପସନ୍ଦ, ମୁଁ ତାକୁ ବହୁତ ଭଲ ପାଏ । ଏହି ବୟସରେ ମଧ୍ୟ ହିରୋଇନ ଭଳି ଦେଖା ଯାଏ ।
ବାରରେ ଥିବା ଲୋକ ଏହା ଶୁଣି ଶାନ୍ତ ହୋଇଗଲେ.. ଭାବିଲେ ଝଗଡା ହବ ଏବେ କିନ୍ତୁ ଦେଖିଲା ବେଳକୁ… ୨ୟ ଲୋକଟି ଉଠିଲା ଓ କହିଲା ଘରକୁ ଚାଲ, ତମକୁ ନିଶା ବହୁତ ହେଇ ଯାଇଛି ଚାଲ ଏଠୁ ଯିବା ବାପା..
ଆପଣଙ୍କ ପାଇଁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିଥାଉ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment