ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ।
ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) ମନ୍ଦିର ବାହାରେ ବସିଥିବା ଭିକାରୀ- ଭଗବାନ, ନାଁରେ କିଛି ଦେଇଦିଅ ସାହେବ୍ , ଭଗବାନ ତୁମର ଯୋଡି ସଲାମତ୍ ରଖିବେ , ପପୁ- କିନ୍ତୁ ମୋର ତ ଏପର୍ଯ୍ୟନ୍ତ ବାହାଘର ହୋଇନାହିଁ , ଭିକାରୀ- ମୁଁ ତୋର ଜୋତାର କଥା କହୁଛି ପୁଅ

୨) ସାନ୍ତା ଥରେ ନିଜ ଅଟୋର ଏକ ଚକା ବାହାର କରିବାରେ ଲାଗିଥିଲା, ତେବେ ବାନ୍ତା ସେଇ ବାଟ ଦେଇ ଯାଉଥିଲା ଓ ସାନ୍ତାକୁ ପଚାରିଲା ଆରେ ସାନ୍ତା- କଣ ଅଟୋର ଟାୟାର୍ ବାହାର୍ କରୁଛୁ ? ସାନ୍ତା-ରାଗରେ- ତୋତେ ଦେଖାଦେଉନି କି କଣ ସେଠାରେ ବୋର୍ଡରେ ଲେଖାହୋଇଛି । ପାର୍କିଙ୍ଗ୍ କେବଳ ଦୁଇ ଚକିଆ ବାହାନ ପାଇଁ ଅଛି ।
୩) ବିବାହର ଚତୁର୍ଥ ବାର୍ଷିକିରେ ସ୍ୱାମୀ ସ୍ତ୍ରୀକୁ କହେ , ସ୍ୱାମୀ- ଆଜି କିଛି ନୁଆ କରିବା , ସ୍ତ୍ରୀ- ଆଜି କେଉଁ ଫିଲ୍ମ ଦେଖିବାକୁ ଯିବାକି ? ସ୍ୱାମୀ-କେଉଁ ଫିଲ୍ମ ? ସ୍ତ୍ରୀ- କିଛି ହରର୍ ଫିଲ୍ମ ଦେଖିବାକୁ ମନ ହେଉଛି , ସ୍ୱାମୀ- ଠିକ୍ ଅଛି, ଆଲମୀରାରେ ଆମର ବିବାହର ଭିଡିଓ ବାହାର କରିଦେଖିନିଅ ।
୪)ସ୍ୱାମୀ- ସ୍ତ୍ରୀ ସହ ଲଢେଇ ହୋଇଗଲା, ଅଧା ଦିନ ଚୁପ୍ ଚାପ୍ ରହିବାପରେ ସ୍ତ୍ରୀ ସ୍ୱାମୀର ପାଖକୁ ଆସିଲା ଓ କହିଲା, ଟିକିଏ ତୁମେ ବୁଝାମଣା କରିଦିଅ ଟିକିଏ ମୁଁ କରୁଛି, ସ୍ୱାମୀ-ଠିକ୍ ଅଛି କଣ କରିବାର୍ ଅଛି କୁହ ?ସ୍ତ୍ରୀ- ତୁମେ କ୍ଷମା ମାଗିଦିଅ, ମୁଁ କ୍ଷମା କରିଦେବି ।
୫) ସ୍ୱାମୀ- ପେପର ପଢିଲା ବେଳକୁ ଚିତ୍କାର କରେ କହେ- ସ୍ତ୍ରୀ ଫିଙ୍ଗିଦିଅ, ଲୈଲା ଉଠାଅ, ସ୍ତ୍ରୀ- କଣ ପଢୁଛ ? ସ୍ୱାମୀ-ପେପରରେ କଣ ବିଜ୍ଞାପନ ଛପା ହୋଇଛି, ସ୍ତ୍ରୀ ପକାଅ, ଲୈଲା ଉଠାଅ, କଣ କହୁଛ ? ସ୍ତ୍ରୀ- ପ୍ରଥମେ ତୁମେ ତୁମର ଚଷମା ଉଠା, ସେଥିରେ ଲେଖା ହୋଇଛି, ପନିକି ଫିଙ୍ଗ, ଥାଳି ଆଣ ଲେଖା ହୋଇଛି ।

୬)ଚଉଠି ରାତିରେ ସ୍ତ୍ରୀ ନିଜର ସବୁ କପଡ଼ା ଖୋଲି ,ନିଜ ଗୋଡ଼ ମେଲାଇ ସ୍ୱାମୀ କୁ ଡାକିଲା
ସ୍ୱାମୀ – ଜଲଦି କପଡ଼ା ପିନ୍ଧି ନେ ଅଲାଜୁକି ନହଲେ ଘର ଲୋକ ଚାଲି ଆସିବେ,କୋଠା ବାଲି ଭଳି ଦେଖାଯାଉଛୁ।
ସ୍ତ୍ରୀ – ଆଜି ରାତିରେ ତମକୁ କଣ କରିବାକୁ ହେବ ଜାଣିଛ ତ?
ସ୍ୱାମୀ – ହଁ,ସବୁ କପଡା ଖୋଲି ଥୋଇ ଏଇ ଶୀତରେ ଯଦି ମତେ ତୋ ସବୁ କପଡ଼ା କାଚିବାକୁ କହିବୁ ତାହାଲେ ତୋ ଗାଁ ମାରିଦେବି???
ଆପଣଙ୍କ ପାଇଁ ଆମେ ଏମିତି ଓଡ଼ିଆ ଜୋକ୍ସ,ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିଥାଉ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment