ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) ଶିକ୍ଷକ : ଭାରତର ସବୁଠାରୁ ଖତରନାକ୍ ନଦୀ କେଉଁଟା ଅଟେ ? ଛାତ୍ର-ଭାବନା , ଶିକ୍ଷକ -କିପରି ? ଛାତ୍ର ସବୁ ଏଥିରେ ବହିଯାଆନ୍ତି ।

୨) ସ୍ତ୍ରୀ : କଣ ପାଇଁ ତୁମେ କାଲି ପଡୋଶୀ ସହ ଫିଲ୍ମ ଦେଖିବାକୁ ଯାଇଥିଲ୍ ? ସ୍ୱାମୀ -କଣ କରିବି ତୁମେ ତ ଜାଣିଛ ଆଜିକାଲି ପରିବାର ସହ ଦେଖିବା ପରି ଫିଲ୍ମ କେଉଁଠି ହେଉଛି ?
୩) ପୁଅ – ମଉସା ଏକ ଗୋଲାପ ଫୁଲ ଦେଇଦିଅ , ଦୋକାନୀ-ତୁମେ ଶର୍ମାଜୀଙ୍କ ପୁଅ ନା? ପୁଅ -ଓ କିଛି ଗେଣ୍ତୁ ଫୁଲ ବି ଦେଇଦେବେ ଘରେ ପୁଜା ଅଛି ଆଜି ପ୍ରସାଦ ନେଇକରି ଯିବେ ।
୪) କେହି କହିବ ଫିଲ୍ମରେ ବ୍ୟବହାର ହେଉଥିବା ତକିଆ କେଉଁଠି ମିଳୁଛି ଯାହାକୁ ଲଢି ଲଢି ହିରୋ ହିରୋଇନ୍ ତାକୁ ଛିନଭିନ୍ କରିଦେଉଛନ୍ତି । ଆମ ଘରେ ଗୋଟେ ତକିଆ ଅଛି ଆଜି ମା ଫିଙ୍ଗିଲେ ଯେ ମୁଁ ଦୁଇ ମିନିଟ୍ କୋମାକୁ ଚାଲୀଯାଈଥିଲି ।
୫) ଥରେ ଗୋଟେ ଚିତା ଓ ଗଧ ମଧ୍ୟରେ ଯୁକ୍ତି ତର୍କ ହୋଇଗଲା, ଚିତା କହିଲା ଆକାଶର ରଙ୍ଗ ନୀଳ ଅଟେ , ଓ ଗଧ କହିଲା କଳା , ଦୁହେଁ ବାଘର ଦରବାରରେ ପହଞ୍ଚିଲେ , ବାଘ ଯୁକ୍ତି ଶୁଣିକରି ଚିତାକୁ ଜେଲରେ ପକାଇଦେଲା ଚିତା କରୁଣ କଣ୍ଠରେ କହିଲା ମୁଁ ସଠିକ୍ ଅଛି , ଓ ମୋତେ ଏମିତି ଦଣ୍ତ କଣ ପାଇଁ ? ବାଘ କହିଲା ମୁଁ ଜାଣିଛି କି ତୁମେ ଠିକ୍ କହିଛ , କିନ୍ତୁ ତୁମକୁ ଦଣ୍ତ ଏଥିପାଇଁ ମିଳିଛି କାରଣ ତୁମେ ଗଧ ସହ ଯୁକ୍ତି କଲ କଣ ପାଇଁ ।

୬) ଡାକ୍ତର : ଆପଣଙ୍କୁ କଣ ରୋଗ ହୋଇଛି ? ରୋଗୀ-ପ୍ରଥମେ ଆପଣ କଥା ଦିଅନ୍ତୁ ହସିବେ ନାହିଁ , ଡାକ୍ତର – ଠିକ୍ ଅଛି , ରୋଗୀ ନିଜ ଗୋଡ ଦେଖାଇଲା , ଆଖୁ ପରି ପତଲା ଥିଲା, ଡାକ୍ତରକୁ ଏହା ଦେଖିକରି ହସ ଆସିଗଲା, ରୋଗୀ -ଆପଣ ତ ନ ହସିବାକୁ କଥା ଦେଇଥିଲେ , ଡାକ୍ତର- ହଉ ଭୁଲ୍ ହେଇଗଲା, ଏବେ ନିଜ ଅସୁବିଧା କୁହ , ରୋଗୀ -ଡାକ୍ତର ସାହେବ ଏହା ଫୁଲିଯାଈଛି , ଡାକ୍ତର- ହା ହା ପଳା ଏଠୁ ତୁ ଆସିଛୁ ହସେଇବା ପାଈଁ ।
୭) ମୁଷା ବି ଇଞ୍ଜିନିୟରିଙ୍ଗ୍ ଶିଖିକରି ଆସନ୍ତି , ଏମାନଙ୍କୁ ଜଣାଥାଏ କି କେଉଁ ତାର କାଟିଲେ ମେସିନ୍ ଚାଲିବ ନାହିଁ , ଶଳା ତାକୁ ହିଁ କାଟିବେ ।
୮) ବିଦେଶରୁ ମୋର ବହୁତ ପୁରୁଣା ସଂମ୍ପର୍କ ଅଛି , ଛୁଆବେଳେ ମା ଯେବେ ପାଟିକରୁଥିଲେ ତେବେ ମୁଁ ରୁସ୍ ଯାଉଥିଲି ।
୯) କିଛି ଧନୀଙ୍କ ଚର୍ଚ୍ଚା- କେହି ଜଣେ କହିଲେ ମୋର ବାଥରୁମ୍ ୧୦ ଲକ୍ଷର ଆଉ କିଏ କହିଲା ୨୦ ଲକ୍ଷର , ତେବେ ଆଉ କିଏ କହିଲା ୫୦ ଲକ୍ଷର , ଯେବେ ଏହି କଥା ଗାଁରେ ଏକ ବ୍ୟକ୍ତିକୁ ପଚାରାଗଲା ତେବେ ସେ କହିଲା କି ଯେବେ ମୁଁ ସକାଳୁ ଢାଳ ନେଇକରି ଯାଏ ତେବେ ତାହା କ୍ଷେତର ଦାମ୍ ୭ କୋଟିର ଅଟେ, ଓ ଏମିତିରେ ବାଥରୁ ସବୁଦିନ ବଦଳାଇଥାଏ ।
୧୦) ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଭୀଷଣ ଝଗଡ଼ା ହୋଇଥିଲା, କିଛି ସମୟ ପରେ..ସ୍ୱାମୀ – ଜଲଦି କ୍ଷୀର ଦିଅ,ମୁଁ ପିଇକି ଅଫିସ ଯିବି
ସ୍ତ୍ରୀ – (ବ୍ଲାଉଜ ଦେଖେଇ) ନିଅ ଏଇଠୁ ପିଇଦିଅ
ସ୍ୱାମୀ – କେଡେ ଅଭଦ୍ର ମଇକେନା ଟା କିରେ..? ସେଥିପାଇଁ ମୁଁ ତତେ ପାଣି ମାଗେନି,ଶଳା ସକାଳୁ ସକାଳୁ କିଏ ବୁଦା ଅଞ୍ଚଳ ଦର୍ଶନ କରିବ?
ଆପଣଙ୍କ ପାଇଁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିଥାଉ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment