ଗୀତା ଆଉ ମିତାଙ୍କର ଏହି ମଜାକଥା ପଢ଼ିଲେ ହସି ହସି ଗଡ଼ିବେ ଆପଣ -odiajokes
ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ।

ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧)ଚାକରାଣୀ- ମାଲକିନ ମତେ 10 ଦିନର ଛୁଟି ଦରକାର
ମାଲକିନ- ଯଦି ତୁ ଛୁଟିରେ ଚାଲିଯିବୁ ତ
ତୋ ସାହାବ ଙ୍କ ନାସ୍ତା କିଏ ବନେଇବ
ଟିଫିନ କିଏ ପ୍ୟାକ କରିବ,
କପଡା କିଏ ଧୋଇବ,
ତାଙ୍କୁ ଟାଇମ ରେ ଔଷଧ କିଏ ଦବ…
ଚାକରାଣୀ (ଲାଜେଇ ଯାଇ ) ଯଦି ତୁମେ କହିବ ତ ମୁଁ ସାହାବ ଙ୍କୁ ନିଜ ସାଥିରେ ନେଇଯିବି ?

୨)ସ୍ତ୍ରୀ ସ୍ୱାମୀ ପାଇଁ ଏକ ରଙ୍ଗର ୧୦ ଟି ଅଣ୍ତରୱେୟାର୍ ଆଣିଲା, ସ୍ୱାମୀ- ତୁମେ ସବୁ ଅଣ୍ତରୱେର୍ ଗୋଟେ ରଙ୍ଗର କଣ ପାଇଁ ଆଣିଲ? ସ୍ତ୍ରୀ- କଣ ହେଲା କି ? ସ୍ୱାମୀ- ଲୋକେ ଭାବିବେ କି କେବେ ଅଣ୍ତରୱେୟାର୍ ବଦଳୁନାହିଁ , ସ୍ତ୍ରୀ- କେଉଁ ଲୋକ, ତାପରେ ସବୁ ଆଡେ ଚୁପ୍ ଚାପ୍ ।
୩) ୟୁଏସ୍ ଏ ର ଏକ ଇମାରତରେ ନିଆଁ ଲାଗିଗଲା, ପପୁ ଫାୟାର୍ ବ୍ରିଗେଡ୍ କୁ କହିଲା- ଲୋକଙ୍କୁ ଜଣ ଜଣ କରି ତଳକୁ ପକାଅ, ମୁଁ କ୍ୟାଚ୍ କରିନେବି, ପ୍ରଥମ ପୁଅ ଆସିଲା- ତାପରେ ଝିଅ- ତାପରେ ଜଣେ ବ୍ୟକ୍ତି ତାପରେ ଜଣେ ମହିଳା , ପପୁ ସମସ୍ତଙ୍କୁ ଧରିନେଲା ତାପରେ ଏକ ନିଗ୍ରୋ ଆସିଲା ପପୁ ତାକୁ ଛାଡିଦେଲା ଓ କହିଲା ଏବେ ଶଳେ ଯିଏ ଜଳିଯାଇଛି ତାକୁ ପକାଅ ନାହିଁ
୪)ଜଣେ ମହିଳା ପ୍ରଥମଥର ସ୍କୁଟି ଚଲାଇକରି ପେଟ୍ରୋଲ୍ ପମ୍ପ ଆସିଲା, ଭାଇ- ପେଟ୍ରୋଲ୍ କେତେ ଟଙ୍କା ଲିଟର, ଠିକ୍ ଠାକ୍ କହିଦିଅ, ସେ ପାଖ ପେଟ୍ରୋଲ୍ ପମ୍ପ ବାଲା ୭୦,୭୧ ଟଙ୍କା ଲିଟର ଦେଉଛି, ପେଟ୍ରୋଲ୍ ପମ୍ପ ବାଲା କହିଲା ମ୍ୟାଡାମ୍ ପାଖରେ ସେଇଟା ଡିଜେଲ୍ ମେସିନ୍ ଅଟେ ।

୫) ଗୀତା – ମୋ ବାପା କହୁଥିଲେ ଏଥର ମ୍ୟାଟ୍ରିକ ପାସ ନକଲେ ମୋର ବାହାଘର କରିଦେବେ ବୋଲି
ମିତା – ତାହାଲେ ଏବେ କଣ କରୁଛୁ?
ଗୀତ – କିଛି ନାହିଁ ବାଳ କାଟି ସଫା କରି ଦେଇଛି ଆଉ ଗୋରା ହବା ପାଇଁ କ୍ରିମ ଲଗାଉଛି
ମିତା – ଆଉ ଶୁଣୁ ,ମେହେନ୍ଦୀ ରେ ଡାକିବୁ ମୁଁ ସେଇଠି ଭଲ ମେହେନ୍ଦୀ ଡିଜାଇନ କରିଦେବି..
ଆପଣଙ୍କ ପାଇଁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିଥାଉ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment