ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ।
ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) ସ୍ତ୍ରୀ ନିଜ ମଦୁଆ ସ୍ୱାମୀକୁ ସୁଧାରିବାକୁ ରାତିରେ କଳା କପଡା ପିନ୍ଧାଇକରି ଠିଆ ହୋଇଗଲା, ସ୍ୱାମୀ- କିଏ ତୁମେ ? ସ୍ତ୍ରୀ-ରାକ୍ଷସୁଣି, ସ୍ୱାମୀ- ଚାଲ୍ ହାତ୍ ମିଶା, ମୁଁ ତୋର ଭଉଣୀର୍ ସ୍ୱାମୀ

୨) ପୁଅ ଓ ଝିଅ ପିକନିକ୍ ଯାଇଥିଲେ, ସେଠାରେ ପୁଅକୁ ଖଣ୍ତିଆ ହୋଇଗଲା, ଓ ରକ୍ତ ବାହାରିଲା, ସେ ଝିଅ ଆଡକୁ ଦେଖିବାକୁ ଲାଗିଲା ବିଚରା ଫିଲ୍ମ ଦେଖିକରି ଏଇ ଫିଲିଙ୍ଗ୍ସ ପଳେଇ ଆସିଥିଲା । ଭାବିଥିଲା କି ସେ ତାର ଓଢଣୀ ଚିରି ବାନ୍ଧିବ , ଝିଅ ପୁଅକୁ ନଜର ମିସାଇକରି କହିଲା ପୁଅ ଭାବିବୁ ନାହିଁ ୬ ହଜାର ଟଙ୍କାରସୁଟ୍ ଏଇଟା ।
୩) କେତେ ଅଜବ ଏଇ ଦୁନିଆଁ, ଯେଉଁଠି ମହିଳା ଅନ୍ୟ ମହିଳାଙ୍କୁ ଅଭିଯୋଗ ନ କରି ଥକନ୍ତି ନାହିଁ , ଯେବେ କି ପୁରୁଷ ଅନ୍ୟ ମହିଳାଙ୍କୁ ପ୍ରଶଂସା କରି ଥକନ୍ତି ନାହିଁ , ପୁରୁଷ ସତରେ ମହାନ୍ ଅଟନ୍ତି ।
୪) ଏକ ଟ୍ୟାଲେଣ୍ଟ ଟେଷ୍ଟରେ ପଚାରାଗଲା କି ଯଦି ଆପଣଙ୍କ ବିବାହ ଏକ ଜାଆଁଳା ଭଉଣୀଙ୍କ ମଧ୍ୟରୁ ଜଣଙ୍କୁ ହୋଇଯାଏ ତେବେ କିପରି ଚିହ୍ନିବେ ? କିଏ ତୁମ ସ୍ତ୍ରୀ ବୋଲି, ବଢିଆ ଉତ୍ତର- ଆମେ କଣପାଇଁ ଚିହ୍ନିବୁ !
୫) ଶିକ୍ଷକ- ଟିଙ୍କୁ କୁ- ଖାଲି ଇରାଦା ମଜବୁତ୍ ହୋଇଥିବା ଦରକାର, ପଥରରୁ ବି ପାଣି ବାହାରିପାରିବ , ଟିଙ୍କୁ- ମୁଁ ତ ଲୁହାରୁ ବି ପାଣି ବାହାର୍ କରିପାରିବି ସାର୍ ,ଶିକ୍ଷକ- କିପରି ? ଟିଙ୍କୁ- ହ୍ୟାଣ୍ତ ପମ୍ପଦ୍ୱାରା ।
୬) ଆଜି କାଲିର ମା ବାପା ସକାଳୁ ସ୍କୁଲ୍ ବସ୍ ରେ ଛୁଆଙ୍କୁ ବସାଇ ବାୟ୍ ବାୟ୍ କରନ୍ତି ଯେମିତି ପଢିବା ପାଇଁ ନୁହେଁ ବିଦେଶ ପଠାଉଛନ୍ତି , ଓ ଆମେ ସେହି ମଧ୍ୟରୁ ଥିଲେ ଯିଏ ସବୁଦିନ ମାଡ ଖାଇସ୍କୁଲ୍ ଯାଉଥିଲେ ।
୭) ଗାଁ ରେ ଗୋପାଳ ପ୍ରଥମଥର ସହରକୁ ଆସିଲା, ଏକ ସୁନ୍ଦରୀ ଝିଅକୁ ଦେଖିକରି କହିଲା ଜାନୁ ଆଇ ଲଭ୍ ୟୁ, ଝିଅ- ମୋର ଚପଲର ସାଇଜ୍ ଜଣାଅଛି କିରେ ତୋତେ ? ଗୋପାଳ- ସହରର ଝିଅ ବହୁତ ଫାଷ୍ଟ ଅଟନ୍ତି ବନ୍ଧୁତା ହୋଇନାହିଁ ଫରମାଇସ୍ ଆରମ୍ଭ କରିଦେଲେଣି ।
୮) ଥରେ ସ୍ୱାମୀ ସ୍ତ୍ରୀ ବୁଲିବାକୁ ଯାଇଥିଲେ , ରାସ୍ତାରେ ଏକ ଗଧ ଦେଖାଗଲା, ସ୍ତ୍ରୀକୁ ମଜାକ୍ କରିବାକୁ ମନ ହେଲା , ସ୍ତ୍ରୀ- ଏଇ ଦେଖ ତୁମ ସଂମ୍ପର୍କୀୟ, ନମସ୍ତେ କର, ସ୍ୱାମୀ ବହୁତ କମିନା ଥିଲା , କହିଲା –ଶଶୁର ଜୀ ନମସ୍ତେ ।
୯) ସ୍ୱାମୀ ସ୍ତ୍ରୀ ପରିବା ମଣ୍ତିକୁ ଗଲେ , ସ୍ତ୍ରୀ-ଶୁଣ ହୋ, ଚାରିକିଲୋ ମଟର ନେଇଯିବି କି ? ସ୍ୱାମୀ-ହଁ ନେଇଯା, ସ୍ତ୍ରୀ- ମୁଁ ନେବାକୁ ପଚାରୁନଥିଲି, ତୁମେ ଏତେ ମଟର ଛଡେଇପାରିବ ନା , ସେଇଟା ପଚାରୁଛି ।

୧୦) ପପୁ ପ୍ରଥମ ଥର ପାଇଁ ମାଳିସାହି କୁ ଯାଇଥିଲା
ଝିଅ – କଣ ପ୍ରଥମ ଥର ?
ପପୁ – ନାଇଁ ଆଗରୁ ବହୁତ ଥର ମୁଁ ଏମିତି କରିଛି
ଝିଅ – ତାହାଲେ କହିଲ ଦେଖି, ଝିଅଙ୍କୁ କଣ ପସନ୍ଦ
ପପୁ – ସିମ୍ପଲ କଥା, ମୂଳା ଆଉ ଗାଜର
ଆପଣଙ୍କ ପାଇଁ ଆମେ ଏମିତି ମଜାକଥା, ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିଥାଉ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment