Press "Enter" to skip to content

ପୁରୀରୁ ଗରୁଡ଼ ପକ୍ଷୀ,ମାଳିକା ବଚନ ହୋଇଲା ସତ,ଆସିଗଲା କଳିଯୁଗର ଶେଷ ସମୟ

ଏହି ବିରଳ ପକ୍ଷୀ କଣ ସତରେ ଜଗନ୍ନାଥଙ୍କ ବାହାନ ଗରୁଡ଼, କଣ କହୁଛନ୍ତି ପଣ୍ଡିତ, ଜନତା? ଏବଂ ବିଶେଷଜ୍ଞ?

ଶ୍ରୀକ୍ଷେତ୍ରରେ ଅନେକ ସମୟରେ ଅନେକ ବିଚିତ୍ର କଥା ସବୁ ଘଟିବାର ଲୋକକଥା ରହିଛି,କାରଣ ଏ କ୍ଷେତ୍ର ହଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କ୍ଷେତ୍ର।ଠିକ୍ ସେହିପରି ବର୍ତ୍ତମାନ ଏକ ଘଟଣା ଲୋକମାନଙ୍କୁ ଚର୍ଚ୍ଚାର ବିଷୟ ହେଇଛି।ପୁରୀ ସଦର ଅଞ୍ଚଳରୁ ଏକ କୁନି ଗରୁଡ଼ ପକ୍ଷୀ ଉଦ୍ଧାର ହୋଇଛି।ମୁଁହଟି ପୁରାଣରେ ବର୍ଣ୍ଣିତ ଗରୁଡ଼ ପକ୍ଷୀ ପରି ଅଟେ।

ପୁରୀ ସଦର ଥାନା ଅନ୍ତର୍ଗତ ଚୈତନ ପଂଚାୟତର କୈନ୍ଦୋଳ ଗ୍ରାମରୁ ଏକ କୁନି ଗରୁଡ଼ ପକ୍ଷୀ ଉଦ୍ଧାର ହେଇଛି। ଯେଉଁଠି ଏହି ପକ୍ଷୀ ସଂଖ୍ୟା ଦିନକୁ ଦିନ ବିଲୁପ୍ତ ହେବାରେ ଲାଗିଛି ସେଠାରେ ଏହି ପକ୍ଷୀର ଠାବ ପାଇବାରେ ଲୋକ ଚିନ୍ତାରେ ଅଛନ୍ତି।ବହୁତ ଚକିତ ହୋଇ ଉଠିଲା ପୁରୀ ସଦର।ସମସ୍ତଙ୍କ ମନରେ ଉଙ୍କି ମାରିବା ଆରମ୍ଭ ହୋଇଥିଲା ଯେକି ଏହା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାହାନ ନୁହେଁ ତ? ସମସ୍ତେ ଭାବିଲେ କଳିକାଳ କୁ ଶେଷ କରିବାକୁ ଆଗେଇ ଆସିନାହାନ୍ତି ତ ମହାପ୍ରଭୁଙ୍କ।ଏହିଭଳି ଚର୍ଚ୍ଚା ହେଉଛି।

ଆମେ ଯଦି ଦୁନିଆରେ କାହାକୁ ଭଲ ପାଇଥାଉ,ଆପଣାଇ ନେଇଥାଉ ତାକୁ ନିଜ ହୃଦୟରେ ସ୍ଥାନ ଦେଇ ତା ପାଇଁ ସବୁକିଛି କରିବା ପାଇଁ ପଛେଇ ନଥାଉ।ତାଙ୍କର ପ୍ରତେକ କ୍ଷେତ୍ରରେ ପ୍ରତେକ ଟି କ୍ଷଣରେ ଆମେ ତାଙ୍କ ପାଇଁ ଛିଡା ହୋଇଥାଉ।ପୃଥିବୀର ଯେ କୌଣସି ପ୍ରତ୍ୟେକ ଲୋକଙ୍କର ଏକ ଆତ୍ମସମ୍ମାନ ରହିଛି।ତାଙ୍କ ପ୍ରତି କିଏ ଯଦି ଖରାପ ଭାଷା କୁହେ କି ଖରାପ ବ୍ୟବହାର କରେ ତାହା ଆଦୌ ଗ୍ରହଣୀୟ ନୁହେଁ।ସମସ୍ତଙ୍କ ପ୍ରତି ସମାନ ବ୍ୟବହାର ଓ ସଂମ୍ମାନ କରିବା ଉଚିତ।

ପୁରୀ ସଦର ର କୈନ୍ଦୋଳ ଗ୍ରାମର ଜଣେ ବ୍ୟକ୍ତି ଅଲୋକ ସ୍ୱାଇଁ ,ନଦୀ ଆଡକୁ ଯାଇଥିବା ସମୟରେ ଏକ ପକ୍ଷୀର କର୍କସ ଶବ୍ଦ ସୁଭିଥାଏ, ତେବେ ଆଲୋକ ସ୍ୱାଇଁ ନିଜ ବନ୍ଧୁଙ୍କ ସହିତ ନଦୀ ବ୍ରିଜ ଉପରକୁ ଗଲା ବେଳେ ସେଠାରେ ଉପସ୍ଥିତ ଥିଲା ଏକ ପକ୍ଷୀ,ଯିଏକି ଏକ କୁନି ଗରୁଡ଼ ପକ୍ଷୀ।ଯାହାକୁ ଦେଖି ସେ ପ୍ରଥମେ ଆଚମ୍ବିତ ହୋଇଯାଇଥିଲେ।ତାପରେ ସେ ପକ୍ଷୀ କୁ ଆଣି ନିଜ ଘରେ ରଖିଥିଲେ।ତାପରର ସେ ଏହି ପକ୍ଷୀକୁ ବଣ୍ୟ ବିଭାଗ କୁ ହସ୍ତାନ୍ତର କରିଥିଲେ।

ବାସ୍ତବରେ ଏହା ଏକ ବିରଳ ପ୍ରଜାତିର ପେଚା ବୋଲି ବିଷେସଜ୍ଞ ମାନେ କହିଛନ୍ତି। ଏହାକୁ ଧାର୍ମିକ ଦୃଷ୍ଟିରୁ ଗରୁଡ଼ ବୋଲି କୁହାଯାଉଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from OdishaMore posts in Odisha »

Be First to Comment

Leave a Reply

Your email address will not be published.