ଖୋଲିଲା ବଡ ଦେଉଳ ମିଳିଲା ବଡ ପ୍ରମାଣ l
ଜାନୁଆରୀ 3 ରେ ଖୋଲୁଛି ବଡ ଦେଉଳ l ସମସ୍ତଙ୍କ ମନରେ ଆଗ୍ରହ ଉତ୍ସାହ l ଗୋ ସ୍ୱାମୀ ତୁଳସୀ ଦାଶ ରାମ ଚରିତ ମାନସ ଲେଖିଥିଲେ l ଯେଉଁଥିରେ କି ବ୍ରହ୍ମ ର ସ୍ୱରୂପ ଟା ପରିକଳ୍ପନା କରିଥିଲେ l ଯିଏ ବିନା ପାଦ ରେ ଚାଲିପାରୁଥିବେ l ବିନା ହାତରେ ବସ୍ତୁ ଧରିପାରୁଥିବେ l ବିନା କାନରେ ସବୁ ଶୁଣିପାରୁଥିବେ ବିନା ଚକ୍ଷୁ ରେ ସସମସ୍ତଙ୍କୁ ଦେଖି ପାରୁଥିବେ l ପାଟି ନଥିବ ଓଠ ନଥିବ କିନ୍ତୁ ସମସ୍ତଙ୍କୁ କଥା କହିପାରୁଥିବେ l ତୁଳସୀ ଦାସ ଯାହା କହିଛନ୍ତି ତାହା ସବୁ ଜଗନ୍ନାଥ ଙ୍କ ପରିଲକ୍ଷିତ ହୁଏ l ମହା ପ୍ରଭୁ ଜଗନ୍ନାଥ ଙ୍କର ପାଦ ନାହିଁ ଶୂନ୍ୟ ବ୍ରହ୍ମହ ସେ l ତାଙ୍କର ହାତ ନାହିଁ କିନ୍ତୁ ଦାସିଆ ବାଉରୀ ଠାରୁ ନଡ଼ିଆ ନେଇଥିଲେ l
ଲକ୍ଷ ଲକ୍ଷ ଜନ ସମାଗମ ରେ ପୁରୀ ଉଠେ ଶ୍ରୀକ୍ଷେତ୍ର ପୁରୀ ଧାମ l ମାତ୍ର ଆଉ ସେ ଦିନ ନାହିଁ ଏବେ l ପ୍ରଭୁ ଶ୍ରୀଜଗନ୍ନାଥ ଙ୍କର ଦର୍ଶନ ପ୍ରଥମେ ବିଶୁଆବସୁ ପାଇଥିଲେ ଏବଂ ମହାପ୍ରଭୁ ଙ୍କୁ କୃଷ୍ଣ ଙ୍କ ଅବତାର ବୋଲି କୁହାଯାଏ l ମାଳିକା କୁ ଖୁବ କମ ଲୋକ ବିଶ୍ୱାସ କରୁଥିବା ବେଳେ ମାଳିକା ରେ କୁହାଯାଇଛି ଟାହି ଟାପରା ରେ ସଂସାର ପୁରିବ ଟୋକାଏ ମାରିବେ ତାଳି l ଦେଉଳ ଦୁଆରେ କଣ୍ଟାବାଡ ପଶି ବୁଲିବେ ନବକା ମାଳି ଏଠି ଦେଉଳ କଥା କୁହା ଯାଇଛି ଏବଂ ସେହି ସମୟରେ ମହା ପୁରୁଷ କହିଛନ୍ତି ଠିକଣା ଆମର ପୁର ଠାକୁର ତହିଁ ରୁ ହେବେ ବାହାର ରାମଚନ୍ଦ୍ର ହେ ଛାଡି ପଞ୍ଚଶସ୍ୟ ଘର
ଆମର ପୁର କହିଲେ ଆମ ମର୍ତ୍ୟ ମଣ୍ଡଳରେ ଜଗନ୍ନାଥ ଧାମ କୁ ବୁଝାଯାଏ l ତହିଁରୁ ଜଗନ୍ନାଥ କିଛି କ୍ଷଣ ପରେ ହେବେ ବାହାର l ଲୁକାୟୁତ ଭାବରେ ରହିଥିବା ପ୍ରଭୁ ବାହାରିବେ l ପାଞ୍ଚସାକ୍ଷ ଗୃହ କୁ ଛାଡି ପରିତ୍ୟାଗ କରିବେ ବୋଲି କୁହା ଯାଇଛି l ରାମ ଚନ୍ଦ୍ରଙ୍କର ଅବତାର ବିଷ୍ଣୁ ଙ୍କ ସ୍ୱରୂପ ସେହି ହେଉଛନ୍ତି ପ୍ରଭୁ ନୀଳାଚଳ ବାସି ଶ୍ରୀଜଗନ୍ନାଥ l ବୋଲି ମାଳିକା ରେ ଉଲେଖ୍ୟ କରାଯାଇଛି l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment