Press "Enter" to skip to content

ଧରାପଡ଼ିଲା ପରୀ ହତ୍ୟାକାରୀ! ପ୍ରଥମେ ହୋଇଛି ରେପ୍ ତାପରେ କରାଯାଇଥିଲା ହତ୍ୟା

ଧରା ପଡିଲା ପରି ହତ୍ୟାକାରୀ l ପରି ମୃତୁ ଉପରୁ ପରଦା ହଟିଲା :ବଡ ଖବର l

ଧରା ପଡିଛି ପରି ହତ୍ୟାକାରୀ l ନୟାଗଡ଼ ପରି ମୃତୁ ମାମଲା ରେ ସାରା ଦେଶ ରେ ଚହଳ ପକାଇଦେଇଥିଲା l ଆଜି ସେ ହତ୍ୟାକାରୀ ଧରା ପଡିଛି l ନୟାଗଡ ଯଦପୁର ରେ ହିଁ ପରି ହତ୍ୟାକାରୀ ର ଘର l ହତ୍ୟାକାରୀ ର ବୟସ ପନ୍ଦର ରୁ ପଚିଶ ବର୍ଷ ହେବ l ପ୍ରାଥମିକ ରିପୋର୍ଟ ରେ ରହିଛି ପରି ହତ୍ୟାର ବହୁତ ସାଙ୍ଘାତିକ ତଥ୍ୟ l ପରି କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା l ଉଲଗ୍ନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ପରି ର ମୃତ ଦେହ l ପରି ମିଳିଥିବା ଅଖାରେ ଲାଗିଥିଲା ସିମେନ ( ବୀ/ର୍ଯ୍ୟ ଦାଗ ) l ପରି ହତ୍ୟାକାରୀ ର ଡ଼ିଏନଏ ଟେଷ୍ଟ କରିବ ଏସଆଇଟି l


ପରି ମୃତୁ ମାମଲା କୁ ୫ ମାସ ହେଲାଣି ଆଜି ଯାଏ ରାଜନୈତିକ ଦଳ ବିରୋଧୀ ଦଳ କରୁଥିଲେ କଣ? ଯେତେବେଳ ପରି କଥାକୁ ନେଇ ବିଧାନସଭା ବସିଲା ସେତେବେଳେ ବିଭିନ୍ନ ଦଳ ପରି ର ଗଁଆରେ ଯାଇ ରେ ଯାଇ ବିଭିର୍ନ ପ୍ରତିକ୍ରିୟା ଦେଖାଇଲେ l ପ୍ରଶ୍ନ ଉଠୁଛି ଆରମ୍ଭରୁ କୁଆଡେ ଯାଇଥିଲେ ଶାସକ ଦଳ l ବିଧାନ ସଭା ରେ ପରି ବିଷୟରେ ବୈଠକ ବସିବା ପରେ ହିଁ ସମସ୍ତଙ୍କର ଆରମ୍ଭ ହୋଇଥିଲା ଆନ୍ଦୋଳନ l

ବିଜେପି ଭଳି ମାଇଲେଜ ନେବାକୁ କଂଗ୍ରେସ ବଦଳାଇଥିଲା ନିଜର ସ୍ଵଭାଵ l ବିଜେପି କହିଥିଲେ ଆଇପିଏସ ବ୍ରୋଥା କରିପାରିବେନି ତଦନ୍ତ l ସେହି ଅରୁଣ ବ୍ରୋଥା ହିଁ ୫ ଦିନରେ ମାମଲାର ପର୍ଦାଫାଶ କଲେ l ପରି ଙ୍କ ଅଙ୍ଗ ତସ୍କରି କଥା କହିଥିଲେ ବିରୋଧୀ l ଛୋଟ ପିଲାର ଅଙ୍ଗ ତସ୍କରି କରାଯାଇ ପାରିବନି ବୋଲି ଜାଣି ନଥିଲେ ବିରୋଧୀ l

ବର୍ତମାନ ପରି ହତ୍ୟାକାରୀ କୁ ଧରିଛି ଏସ, ଆଇ ଟି ର ପାଞ୍ଚ ଜଣିଆ ଟିମ l ବୟସ ହତ୍ୟାକାରୀ ର ୧୫ ରୁ ୨୫ ଭିତରେ ହେବ ବୋଲି ଏସଆଇଟି ଟିମ କହିଛି l ନୟାଗଡ ଯଦୁପୂର ରେ ହିଁ ପରି ହତ୍ୟାକାରୀ ର ଘର l ସନ୍ଦେହ ଭିତରେ ରହୁଥିବା ବ୍ୟକ୍ତି ଙ୍କର ଡ଼ିଏନଏ ଟେଷ୍ଟ କରାଯିବ l ଖୁବ ଶୀଘ୍ର ସେହି ବ୍ୟକ୍ତି ସାମ୍ନାକୁ ଆସିବେ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Satta Matka Result

Be First to Comment

Leave a Reply

Your email address will not be published. Required fields are marked *