Press "Enter" to skip to content

ଚିଣ୍ଟୁ ନିଜ ମ୍ୟାଡାମ୍ ଙ୍କ ସହ ଏହି ମଜା କଥା ପଢ଼ିଲେ ହସି ହସି ଗଡ଼ିବେ ଆପଣ- odia jokes

ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ।

ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

୧) ବାପା- ଏତେ କମ୍ ନମ୍ବର ? ଏଥିପାଇଁ   ଚାପୁଡା ମାରିବା ଉଚିତ୍ । ପପୁ-ହଁ ବାପା, ଜଲଦି ଚାଲ, ମୁଁ ଶଳା ସେହି ମାଷ୍ଟରର ଘର ଦେଖିକରି ଆସିଛି। ମାଧିଆ କୁ ଆଜି ଛାଡିବାନି ।

୨) ସ୍ୱାମୀ ରାତିରେ ବେଡରୁମ୍ ରେ ଯାଇକରି ସ୍ତ୍ରୀ ପାଖରେ ଧୀରେ ସେ ଶୋଇପଡିଲା ସ୍ୱାମୀ-ଜାନୁ, ଆଜି ଆଉଥରେ ହନିମୁନ୍ କରିବାକୁ ମନ ହେଉଛି , ସ୍ତ୍ରୀ-ଚିଡିକରି ଛାଡ ମ ! ତୁମକୁ ଖାଲି ରାତିରେ ପ୍ରେମ ଆସୁଛି , ଦିନରେ ଯେପରି ସାପ ସୁଙ୍ଘି ପଳାଉଛି । ସ୍ୱାମୀ ମୁହଁରୁ ସତ କଥା ବାହାରିପଡିଲା- ଆରେ କାରଣ ରାତିରେ ଅନ୍ଧାର ହୋଇଥାଏ ଓ ଦିନରେ ତୁମ ଚେହେରା ଦେଖିବାକୁ ମନ ହେଉନି, ତାପରେ ସ୍ୱାମୀ ଚାରି ଦିନ ଯାକ ମଶା ମାନଙ୍କ ସହ ହନିମୁନ୍ କରିଲା ।


୩) ଡାକ୍ତର ରୋଗୀ ପଛରେ ଦୌଡୁଥିଲା , ଲୋକେ ପଚାରିଲେ- କଣ ହେଲା? ଡାକ୍ତର କହିଲା- ଚାରିଥର ଏମିତି ହୋଇସାରିଛି, ଏହି ଲୋକ ବ୍ରେନ୍ ଅପରେସନ୍ କରିବାକୁ ଆସିଥାଏ , ଓ ସବୁଥର ବାଳ କାଟିକରି ଯାଇଥାଏ ।
୪) ବାହାଘରର ଆଗାମୀ ଦିନ ଜଣେ ବ୍ୟକ୍ତିର ସ୍ତ୍ରୀ ମରିଗଲେ, ବିଚରା ବହୁତ କାନ୍ଦୁଥିଲା , ସାଙ୍ଗ- ଭାଇ କଣ ହେଲା? ଭାଉଜଙ୍କୁ , ବ୍ୟକ୍ତି-କିଛି ନାହିଁ । ଖାଲି ଦହି ଖାଉଥିଲା , ଓ ଖାଉ ଖାଉ ହିଁ ଜୀବନ ଚାଲିଗଲା- ସାଙ୍ଗ –ଆଚ୍ଚା କହ ତାହାଲେ ବଞ୍ଚିଲା କଣ ?

୫) ଶିକ୍ଷକ- କଥା ଦିଅ, କେବେ ମଦ, ସିଗାରେଟ୍ ପିଇବ ନାହିଁ । ଶିକ୍ଷକ- ଝିଅଙ୍କ ସାଙ୍ଗରେ ବନ୍ଧୁତା କରିବ ନାହିଁ , ଓ ତାଙ୍କର ପିଛା କରିବ ନାହୀଁ ।ଛୁଆ- କରିବୁ ନାହିଁ ସାର୍ , ଶିକ୍ଷକ- ଓ ନିଜ ଦେଶ ପାଇଁ ଜୀବନ ଦେବାପାଇଁ ପ୍ରସ୍ତୁତ ରହିବ । ଛୁଆ-କରିଦେବୁ ସାର୍- ଏମିତି ଜୀବନରେ ଆଉ କଣ ବା ବାକି ଅଛି ।


୬) ଜର୍ଜ-ସାନ୍ତାକୁ- ତୁମକୁ କୈଦ କରିନିଆଯାଇଛି । ସାନ୍ତା- ଜଲଦି ସପିଙ୍ଗ୍ କରିବାପାଇଁ ଜର୍ଜ- ଆଛା କିନ୍ତୁ ଏହା କେଉଁ ଅପରାଧ ନୁହେଁ କିନ୍ତୁ ତୁମେ ସପିଙ୍ଗ୍ ଏତେ ଜଲଦି କେମିତି କରିନେଲ? ସାନ୍ତା- ଦୋକାନ ଖୋଲିବା ପୁର୍ବରୁ ।
୭) ଜଣେ ବ୍ୟକ୍ତି ଦୁଇ ବର୍ଷ ପରେ ନିଜ ଖାଲି ଫ୍ଲାଟ ଦେଖିବାକୁ ଆସିଲା, ବ୍ୟକ୍ତି- ଏଠାରେ ମୋର ଫ୍ଲାଟ୍ ଥିଲା, ଦ୍ୱିତୀୟ ବ୍ୟକ୍ତି- ହଁ ତମ ଘର ତଳେ ଆସିଯାଇଥିବ ଭାଇ ବାହାର କରିଦେ ।

୮) ମ୍ୟାଡାମ୍ – ଚିଣ୍ଟୁ ତୁ ଆଜି ହୋମୱାର୍କ କରିନୁ ଚୌକିଆ ବସ
ଚିଣ୍ଟୁ – ଚଉକିଆ କେମିତି ବସନ୍ତି?
ମ୍ୟାଡାମ୍- ଏମିତି ବସେ ମୂର୍ଖ
ଚିଣ୍ଟୁ – ମ୍ୟାଡାମ୍ ଆପଣଙ୍କ ତଳେ ଏତେ ଦାଢ଼ି ଉଠିଛି, ସେଲୁନ୍ ଯାଇ ନାହାଁନ୍ତି କି?

ମୋ ବାପାଙ୍କର ସେଲୁନ୍ ଅଛି ,କେବେ ଆସୁନାହାନ୍ତି ଫ୍ରି ରେ ଦାଢ଼ି ମାରିଦେବେ ମୋ ବାପା..???

ଆପଣଙ୍କ ପାଇଁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିଥାଉ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ  ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from Odia jokesMore posts in Odia jokes »

Be First to Comment

Leave a Reply

Your email address will not be published. Required fields are marked *