ରାସ୍ତା ଉପରେ ଦେହଯିବି l
ରାଜଧାନୀ ର ବଦନାମ ଗଳି ରୁ ଆଜି ରାଜଧାନି ର ଗାନ୍ଧୀ ମାର୍ଗରେ ଧାରଣା l ଏହି ଧାରଣା ଦେଇଛନ୍ତି ସେକ୍ସ ୱାର୍କର ମାନେ l ସେକ୍ସ ୱାର୍କର ମାନେ ଯୌନକର୍ମୀ ମାନେ l ଏ ନାଁ ଏ ସମାଜ ରେ ଏତେ ସହଜ ରେ ଗ୍ରହଣୀୟ ନୁହେଁ l ଯେତେବେଳେ ଗୋଟେ ଝିଅ ନିଜକୁ ସେକ୍ସ ୱାର୍କର ରୁପେ ପରିଚୟ ଦେଇଥାଏ ବା ଯୌନକର୍ମୀ ର ପରିଚୟ ଦେଇଥାଏ ସେତେବେଳେ ଏ ସମାଜ ତାକୁ ଗ୍ରୁଣ୍ୟ ଚକ୍ଷୁ ରେ ଦେଖିଥାଏ l
କିନ୍ତୁ କେତେକ ସମୟ ରୁ ଆର୍ଥିକ ଅନାଟନ ରୁ ଅବା ନିଜର ପ୍ରତିକୂଳ ପରିସ୍ଥିତି କୁ ସମ୍ମୁଖୀନ କରିବା ପାଇଁ ନିଜ ଜୀବିକା ଓ ଜୀବନ କୁ ବଂଚେଇବା ଉଦେଶ୍ୟ ରେ ଝିଅ ସେକ୍ସ ୱାର୍କର ଙ୍କ ରୂପେ ପରି ଗଣିତ ହୁଅନ୍ତି l ଆଉ ସେହି ସେକ୍ସ ୱାର୍କର ମାନେ ଆଜି କୋରନା କବଳରୁ ମୁକୁଳି ପାରି ନାହାନ୍ତି l ଯୋଉଠି ସାରା ବିଶ୍ୱ କୋରନା ର ସମୁଖୀନ ହେଉଛି ସେତେବେଳେ ଏହି ସେକ୍ସ ୱାର୍କର ମାନେ ତାଙ୍କର ଆର୍ଥିକ ଗୁଜୁରାଣ ମେଣ୍ଟେଇବା ପାଇଁ ଅସମର୍ଥ ଥିଲେ l ଯାହା ଫଳରେ ଆଜି ରାଜ ରାସ୍ତା କୁ ଓଲ୍ହାଇଛନ୍ତି l
ସମାଜ ଦୃଷ୍ଟି ରେ ଏମାନେ ଘୃଣା ର ପାତ୍ର କିନ୍ତୁ ନିଜର ପେଟ ପାଟଣା ପାଇଁ ରାସ୍ତା କୁ ଓଲ୍ହାଇ ଛନ୍ତି l ଏବଂ ବାଧ୍ୟ ହୋଇଛନ୍ତି କ୍ୟାମେରା ଆଗରେ ନିଜର ଦୁଃଖ ବଖାଣିବାକୁ l ତାଙ୍କ ଠାରୁ ତାଙ୍କ ଅସୁବିଧା ବିଷୟରେ ପଚାରା ଯାଇଥିଲା l ସେମାନେ କହିଥିଲେ :କୋରନା ମହାମାରୀ ସମୟରେ ଆମେ ବହୁତ ଅସୁବିଧା ର ସମ୍ମୁଖୀନ ହୋଇଥିଲୁ l ଖାଇବାକୁ ମଧ୍ୟ ପାଇନୁ l ସରକାରି ସୁବିଧାରେ କିଛି ଆମେ ଲାଭ ପାଇନୁ l
ସରକାର ଆମକୁ ପ୍ରତିଶୃତି ଦେଇଥିଲେ ଯେ ୫ହଜାର ଟଙ୍କା ଏବଂ ଶୁଖିଲା ଖାଦ୍ୟ ଦିଆଯିବ ବୋଲି କିନ୍ତୁ ଆମକୁ କିଛି ବି ମିଳିନି ସେଠି ପାଇଁ ଆଜି ଆମେ ରାଜ ରାସ୍ତାରେ ବସିଛୁ l ଆମେ ଆମର ଟଙ୍କା ଆଉ ଶୁଖିଲା ଖାଦ୍ୟ ଚାଁହୁଛୁ ସେହି ଦାବିରେ ଆଜି ଆମେ ଏଠି ବସିଛୁ l ଆମ କୁ ସର୍ବୋଚ୍ଚ ନ୍ୟାୟାଳୟ ଅନୁସାରେ ଶୁଖିଲା ଖାଦ୍ୟ ଏବଂ ଆର୍ଥିକ ସହାୟତା ମିଳୁ l
ଏହିପରି ପ୍ରତିକ୍ରିୟା ରଖିଥିଲେ ରାଜ ରାସ୍ତା କୁ ଓଲ୍ହାଉଥିବା ଯୌନକର୍ମୀ ମାନେ l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment