ଛୋଟ ପିଲାଙ୍କର କଫ ଘିଅ ଭଳିଆ ତରଳି ଯିବ l ଥରେ ଖୁଆଇକି ଦେଖନ୍ତୁ ଏହି ଜିନଷ l
ବନ୍ଧୁଗଣ ଯେବେ ଝାଳ ଉପରେ ଥଣ୍ଡା ପାଣି ପିଇ ଥାଉ କିମ୍ବା ଥଣ୍ଡା ଜାଗାରୁ ଏକ ଦମ ଗରମ ଜାଗାକୁ ଯିବା ଦ୍ୱାରା ଆମକୁ ଥଣ୍ଡା ବା କୋଲଡ ହୋଇଥାଏ l କଫ ଯେତେବେଳେ ଛାତିରେ ଜମିଯାଏ ସେତେବେଳେ ଆମ ଛାତି ଭିତରୁ ଘଡ ଘଡ ଆବାସ ଆସିଥାଏ l ଅଧିକାଂଶ ଛୋଟ ପିଲାଙ୍କ ମଧ୍ୟରେ ଏହି ସମସ୍ୟା ଦେଖାଦିଏ l ସେଥି ପାଇଁ ଚିନ୍ତା କରିବାର ଆଦୌ ଆବଶ୍ୟକତା ନାହିଁ l କାରଣ ଆଜି ମୁଁ ଆପଣଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ଆଣିଛୁ ଯାହାର ପ୍ରୟୋଗ ଦ୍ୱାରା ଏହିସମସ୍ୟା ଦୂର ହୋଇଯିବ l
ବନ୍ଧୁଗଣ ଏଥିପାଇଁ ଆପଣଙ୍କୁ ମହୁ ଆବଶ୍ୟକ ହେବ l ଅଦାରସ ଆବଶ୍ୟକ ହେବ l ଆପଣଙ୍କ ପିଲାର ଛାତିରେ ଯଦି କଫ ଜମି ଯାଇଛି ଏବଂ ନାକ ବିଲକୁଲ ବନ୍ଦ ପଡିଛି କି ନିଶ୍ୱାସ ନେବାରେ ସମସ୍ୟା ହେଉଛି? ତେବେ ଆପଣ ଏକ ଚାମଚ ମହୁ ନିୟନ୍ତୁ ମାନେ ୫ ଗ୍ରାମ ମହୁ ନିୟନ୍ତୁ ଏବଂ ସେଥିରେ ୫ ରୁ ୬ ବୁନ୍ଦା ଅଦାରସ ନିୟନ୍ତୁ l ଏହାକୁ ନିଜ ଅଙ୍ଗୁଳି ରେ ଭଲ ଭାବରେ ମିଶାଇ ଦିୟନ୍ତୁ l
ଏହାକୁ ଛୋଟ ପିଲାମାନେ ହୁଅନ୍ତୁ କି ଅଧିକ ବୟସ ର ଲୋକେ ହୁଅନ୍ତୁ ଏହାକୁ ସେବନ କରିପାରିବେ l ଏହା ଦ୍ୱାରା ଖୁବ ଶୀଘ୍ର ଆପଣଙ୍କ କଫ ତରଳି ଯିବ ଏବଂ କଫ ସମସ୍ୟାରୁ ମୁକ୍ତି ପାଇବେ l
ଦ୍ୱିତୀୟ ରେ ଏକ ପାତ୍ର ନିୟନ୍ତୁ ସେଥିରେ ଏକ ଚାମଚ ମହୁ ଓ ଏକ ଚାମଚ ଅଦାରସ ମିସାନ୍ତୁ l ଏହାକୁ ଆପଣଙ୍କ କଫ ହୋଇଥିବା ବ୍ୟକ୍ତି ର ଛାତିରେ ମାଲସ କରନ୍ତୁ l ଧୀରେ ଧୀରେ ଆପଣଙ୍କ କଫ ତରଳି ଯିବା ସହ ଆପଣଙ୍କୁ ଏହି ସମସ୍ୟା ରୁ ଉପଶମ ମିଳିବ l ମହୁ ଏବଂ ଅଦା ଦୁଇଟି ଯାକ ରେ ଔଷଧିୟ ଗୁଣ ଭରପୁର ହୋଇ ରହିଥାଏ l ଆପଣ ଏହା ସହ ଯଦି ଚାଁହାନ୍ତି ତୁଳସୀ ପତ୍ର ର ରସକୁ ମିଶାଇ ସେବନ କରିପାରିବେ l ଏପରି କରିବା ଦ୍ୱରା ଆପଣଙ୍କୁ ଶୀଘ୍ର ଉପଶମ ମିଳିବା ସହ କଫ ଶୀଘ୍ର ଭଲ ହୋଇଯିବ l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment