ଲଜ୍ୟା ଜନକ ଭିଡ଼ିଓ ବିଷୟରେ ଜାଣିକି ମଜା ନିଅନ୍ତୁ, ଭାଇରାଲ ଭିଡ଼ିଓ…
ଜଣେ ବାବା ଏମିତି କିଛି କରିଛନ୍ତି ଯଉଁଥିରେ ନିଜେ ବଦନାମ ହଵା ସହ ସମାଜକୁ ଏକ ଖରାପ ବାର୍ତା, ଖରାପ ଲାଗିବା ପରି କାମ କରୁଛନ୍ତି।ଯାହାଫଳରେ ଲୋକମାନଙ୍କର ବାବା ଙ୍କ ଉପରୁ ଭରସା ଉଠି ଯାଉଛି।ସାଧାରଣ ଜନତା ପାଟି ଖୋଲି ପାରୁନାହାନ୍ତି।ତାଙ୍କ ବିରୁଦ୍ଧରେ ସ୍ୱର ଉତଲନ ମଧ୍ଯ କରିପାରୁନାହାନ୍ତି।ଯାହାଫଳରେ ବାବା ଏମିତି ଭିଡ଼ିଓ କରି ସୋସିଆଲ ମେଡିଆରେ ପୋଷ୍ଟ କରିବାକୁ ବି ପଚାଉନାହାନ୍ତି।
ବାବା ଜଣଙ୍କ ଜଣେ ମହିଳା ସହ ରୋମାନ୍ସ କରୁଥିବାର ଭିଡ଼ିଓ କରୁଥିଲେ।ଯାହାକୁ କି ଟିକଟକ୍ ରେ ଛାଡ଼ୁଛନ୍ତି ବୋଲି କହି ସେ ଝିଅ ସହ ରାସଲୀଳା ଚଳାଇଛନ୍ତି।ତାଙ୍କୁ ଗେଲ କରୁଛନ୍ତି।ତାଙ୍କ ଛାତି ଉପରେ ହାତ ଥୋଉଛନ୍ତି।ଏହିଭଳି ବହୁତ କିଛି କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି।ତେବେ ସେ ଝିଅ ଜଣଙ୍କ କିଏ ଏବଂ କଣ ପାଇଁ ସେ ଏମିତି ହେଉଛନ୍ତି ତାହାର ରହସ୍ୟ ବର୍ତ୍ତମାନ ତଦନ୍ତ ଜାରି ରହିଛି।
ଯଦି ସେ ଝିଅ ତାଙ୍କର ଗାର୍ଲଫ୍ରେଣ୍ଡ, ତାଙ୍କ ସହ ବାହାରେ ଜନସାଧାରଣ ରେ ଏମିତି ବ୍ୟବହାର କରିବା କଣ ଠିକ କି।ତାହେଲେ ସେ ଝିଅ ଜଣଙ୍କ କିଛି କହୁନାହାନ୍ତି କାହିଁକି। କେବଳ ପୁରୁଷକୁ ଦୋଷ ଦେଲେ ଚାଲିବ ନାହିଁ ।ଯେଉଁଟି ନାରୀ ନିଜେ କିଛି ପଦକ୍ଷେପ ନେଉ ନାହିଁ,ସେଠି ପୁରୁଷ ସବୁକିଛି କରିବା ପାଇଁ ସାହସ କରିବା ସ୍ୱାଭାବିକ।ତେବେ ନାରୀ ଜାଗ୍ରତ ହେବା ଦରକାର।
ଆଜିକା ସମୟରେ ଆମ ସମାଜରେ ନାରୀମାନେ ସୁରକ୍ଷିତ ନୁହନ୍ତି।ତାଙ୍କ ଇଜ୍ଜତ ସହ ଖେଳି ତାଙ୍କୁ ଜୀବନରୁ ମାରିଦିଆଯାଉଛି।ଯାହାର କି ସେହି ଦୋଷୀମାନଙ୍କୁ କେହି କିଛି କରିପାରୁନାହାନ୍ତି।ଯେତେ ଦଣ୍ଡ ଦିଆଗଲେ ମଧ୍ୟ ପରେ ଦୋଷୀ ଖୋଲା ଆକାଶ ତଳେ ବିନ୍ଦାସ ଘୁରିବୁଲୁଛି।
ନାରୀମାନଙ୍କର ଇଜ୍ଜତ ବୋଲି କିଛି ନାହିଁ।ତାଙ୍କ ଇଜ୍ଜତ କୁ ନେଇ ତାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି।ଯାହାସବୁ ଆମେ ବର୍ତ୍ତମାନ ଦେଖିବାକୁ ପାଉଛୁ।ଝିଅ ବୋହୁ ମାନଙ୍କୁ ଦୁଷ୍କର୍ମ କରୁଛନ୍ତି ଏବଂ ଜୀବନ ମଧ୍ୟ ନେଇଯାଉଛନ୍ତି।ଯାହାଦ୍ୱାରା ଆମ ସମାଜ ତାକୁ ଗ୍ରହଣ କରିଛି ଏବଂ ଦୁଷ୍କର୍ମ ହୋଇଥିବା ନାରୀକୁ ନିନ୍ଦା କରିଛି।ବର୍ତ୍ତମାନ ସେମିତି କିଛି ଘଟଣା ଘଟିଛି ଯାହାକି ଏକ ନାରୀର ଇଜ୍ଜତ ସହ ଖେଳୁଛନ୍ତି ଏବଂ ତାକୁ କୁବ୍ୟବହାର କରୁଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment