ଓଡ଼ିଆ ସାଧାରଣ ଜ୍ଞାନ।ଓଡ଼ିଆ କୌତୁହଳ ମଜାଦାର ପ୍ରଶ୍ନୋତ୍ତର।
ପ୍ରଶ୍ନ- କୁରୁକୁରି ଚିପ୍ସ ପ୍ୟାକେଟ ରେ କେଉଁ ଗ୍ୟାସ ଭର୍ତ୍ତି ହୋଇ ରହିଥାଏ ?
ଉ- ନାଈଟ୍ରୋଜେନ ଗ୍ୟାସ।
ପ୍ରଶ୍ନ- କେଉଁ ଗଛର ଡାଳ ସୁନା ଠାରୁ ଅଧିକ ଦାମିକା ଜୋଇଥାଏ ?
ଉ- ଲାଲ ଚନ୍ଦନ।
ପ୍ରଶ୍ନ- ପୁଅ ମାନେ କେଉଁ ଝିଅ ସହ ଅଧିକ ସେକ୍ସ କରିବାକୁ ଚାହାନ୍ତି ?
ଉ- ସୁନ୍ଦରୀ ଝିଅଙ୍କ ସହ।
ପ୍ରଶ୍ନ- କେଉଁ ରାଜ୍ୟର ଲୋକମାନେ ସବୁଠାରୁ ଅଧିକ ମଦ ପିଅନ୍ତି ?
ଉ- ତ୍ରିପୁରା ରାଜ୍ୟ।
ପ୍ରଶ୍ନ- କେଉଁ ପରିବା ଖାଇଲେ ମଣିଷ କଳା ପଡେ ନାହିଁ ?
ଉ- କଲରା ।
ପ୍ରଶ୍ନ- ଚଉଠି ରାତିରେ ସ୍ତ୍ରୀ ତାର ସ୍ୱାମୀଙ୍କୁ କଣ ଦେଇଥାଏ?
ଉ- କ୍ଷୀର ଦେଇଥାଏ।
ପ୍ରଶ୍ନ- କେଉଁ ପ୍ରାଣୀ ଆଖି ବନ୍ଦ ନ କରି ମଧ୍ୟ ଶୋଇପାରେ ?
ଉ- ମାଛ।
ପ୍ରଶ୍ନ-ଆଖି ଦ୍ୱାରା ଶୁଣିପାରୁଥିବା ପ୍ରାଣୀର ନାମ କଣ?
ଉ- ପାଣି ବେଙ୍ଗ।
ପ୍ରଶ୍ନ- କେଉଁ ପଶୁ ବହି ଯାଉଥିବା ପାଣିକୁ ପିଏ ନାହିଁ ?
ଉ- ମେଣ୍ଢା।
ପ୍ରଶ୍ନ- କେଉଁ ବିରାଟକାୟ ପଶୁ ଡେଇଁ ପାରେ ନାହିଁ?
ଉ- ହାତୀ।
ପ୍ରଶ୍ନ- କେଉଁ ଫୁଲ ପାଖକୁ ଭ୍ରମର ବି ଯାଇପରେନାହିଁ ?
ଉ-କିଆ ଓ କେତକୀ ଫୁଲ ।
ପ୍ରଶ୍ନ- କେଉଁ ଜୀବ ଆଦୌ ପାଣି ପିଏ ନାହିଁ?
ଉ- କଙ୍ଗାରୁ ମୂଷା।
ପ୍ରଶ୍ନ- କେଉଁ ପ୍ରାଣୀର ବେକରେ ହୃତପିଣ୍ଡ ଥାଏ?
ଉ- ଜିରାଫ।
ପ୍ରଶ୍ନ – ଚଉଠି ରାତିରେ ଗୋଟିଏ ସ୍ତ୍ରୀ ନିଜ ସ୍ୱାମୀ କୁ କଣ ଦିଏ?
ଉ- କ୍ଷୀର ଗିଲାସ
ଏମିତି ବହୁତ କିଛି ପ୍ରଶ୍ନୋତ୍ତର ଅଛି ଯାହା ଦ୍ୱାରା ଆମେ ଆମ ସାଧାରଣ ଜୀବନ ରେ ବହୁତ ଶିକ୍ଷା ପାଇ ପାରିବା ଏବଂ ଯେ କୌଣସି କମ୍ପିଟେଟିଭି ପରୀକ୍ଷାରେ ମଧ୍ୟ ଏହିପରି ପ୍ରଶ୍ନ ଆସିଥାଏ। ଏହାର ଅର୍ଥ କୁ ବୁଝି ଠିକ ଭାବେ ସଦୁପଯୋଗ କରିପାରିଲେ ଆମେ ଦେଇଥିବା ଏହି ପୋଷ୍ଟ ର କିଛି ମଧ୍ୟ ଶୁଲଭ ମୂଲ୍ୟ ମିଳିଲା ବୋଲି ଆମେ ମନେ କରିବୁ।
ନିଜ ଜୀବନର ଅଳ୍ପ କିଛି ସମୟ ବାହାର କରି ଏହି ସବୁ ସାଧାରଣ ଜ୍ଞାନ ଉପରେ ଆମେ ଯଦି ନଜର ପକାଇବା ଓ ନିଜ ଜୀବନରେ ଏହାକୁ ସମ୍ପାଦନା କରିବା ,ନିଜ ଜ୍ଞାନ ବୃଦ୍ଧି କରାଇବା । ଆମ ଚତରୁପର୍ଶ୍ଵ ରେ ଥିବା ଲୋକମାନଙ୍କୁ ମଧ୍ୟ ଆମେ ସଚେତନ କରାଇ ପାରିବା।ଆମେ ବଦଳିଲେ ସାରା ଜଗତ ସଚେତନ ହୋଇଯିବ ,ସମସ୍ତେ ସଚେତନ ନାଗରିକ ହୋଇପାରିବେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment