Press "Enter" to skip to content

ସ୍ୱାମୀ ସ୍ତ୍ରୀ ଙ୍କ ଏହି ମଜାକଥା ପଢ଼ିଲେ ହସି ହସି ଗଡ଼ିବେ ଆପଣ- odia jokes

ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

୧) ଗର୍ଲଫ୍ରେଣ୍ଡ ନଂ ପାପା କରିକି ସେଭ କରିଛି ।ସ୍ତ୍ରୀ ନିଜେ ଆଣିକି ଫୋନ ଦିଏ ନିଆ ବାପାଙ୍କ ଫୋନ ଆସୁଛି ।
୨) ସ୍ତ୍ରୀ : ମୁଁ ସବୁଦିନ ପୂଜା କରୁଛି, କେବଳ ଥରେ ମତେ ଭାଗବ୍ନ କୃଷ୍ଣଙ୍କ ଦର୍ଶନ ମିଳି ଯାଉ ।ସ୍ଵାମୀ : କେବଳ ଥରେ ମୀରାବାଈ ହୋଇ ବିଷ ପିଦିଅ କେବଳ କୃଷ୍ଣ ନୁହ ସବୁ ଦେବୀ ଦେବତାଙ୍କ ଦର୍ଶନ ମିଳିଯିବ ।

୩) ଯେତେବେଳେ ମୋ ବିବାହ ହବ ତା ପରେ ମୋ ଛୁଆ ହେବେ ଓ ଯେତେବେଳେ ସେ ବଡ ହୋଇ ସ୍କୁଲ ଯିବେ ମୁଁ ମୋ ଛୁଆଙ୍କୁ ବିନା ହୋମ ୱର୍କରେ ସ୍କୁଲ ପଠେଇବି ।
ତା ପରେ ସ୍କୁଲ ମେଡମ ତାକୁ ମୋ ନଂ ମାଗିବେ ।
ବାରରେ ଦୁଇ ଲୋକ ମଦ ପିଉଥିଲେ ।
ସେହି ସମୟରେ ଯିଏ ସବୁଠାରୁ ଅଧିକ ମଦ ପିଠିଲା କହିଲା – ୟାର ତୋ ମା ବହୁତ ସୁନ୍ଦର ଲାଗେ, ମତେ ସେ ବହୁତ ପସନ୍ଦ, ମୁଁ ତାକୁ ବହୁତ ଭଲ ପାଏ । ଏହି ବୟସରେ ମଧ୍ୟ ହିରୋଇନ ଭଳି ଦେଖା ଯାଏ ।
ବାରରେ ଥିବା ଲୋକ ଏହା ଶୁଣି ଶାନ୍ତ ଭାବିଲେ ଝଗଡା ହବ ।
ସେହି ସମୟରେ ଦ୍ଵିତୀୟ ଲୋକଟି ଉଠିଲା ଓ କହିଲା ଘରକୁ ଚାଲ, ତମକୁ ନିଶା ବହୁତ ହେଇ ଯାଇଛି ବାପା ।
୪) ପାଉଁଜି ଶବ୍ଦ ସମସ୍ତଙ୍କୁ ପସନ୍ଦ କିନ୍ତୁ ଭାବିଲ ରାତି ଗୋଟେରେ ତମକୁ ସୁବେ ତେବେ କଣ ହବ ।

୫) ସ୍ତ୍ରୀ : କାଲି ତମେ ପଡ଼ୋଶୀ ଭାଉଜ ସହ ଫିଲ୍ମ ଦେଖିବାକୁ ଯାଇଥିଲ?
ସ୍ୱାମୀ : ହଁ ପରା, ଆଜି କାଲି ଫ୍ୟାମିଲି ସହ ବସି ଦେଖିବା ଭଳିଆ ଫିଲ୍ମ କଣ ବାହାରୁଚି କି?

ସ୍ତ୍ରୀ : ଯୋଗଣୀଖିଆ, ପର ମାଇପୁଅ କି ଚୁମା ଦେଉଥିଲୁ,ଚିଣ୍ଟୁ ସ୍କୁଲ ରୁ ଆସିବା ବେଳେ ଦେଖିଛି..???

ଆପଣଙ୍କ ପାଇଁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିଥାଉ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from Odia jokesMore posts in Odia jokes »

Be First to Comment

Leave a Reply

Your email address will not be published. Required fields are marked *