ବନ୍ଧୁଗଣ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆମେ ଆଜି କିଛି କଷ୍ଟ ପୂର୍ଣ୍ଣ ଜଣା ଅଜଣା ସାଧାରଣ ଜ୍ଞାନ IAS ପରୀକ୍ଷା ପ୍ରଶ୍ନ ଉତ୍ତର ବିଷୟ ରେ ଆଲୋଚନା କରିବା। ଏହି ପ୍ରଶ୍ନ ଗୁଡ଼ିକ ର ଉତ୍ତର ଅନେକ ଉଚ୍ଚ ପାଠ ପଢ଼ା ବ୍ୟକ୍ତି ମଧ୍ୟ ସଠିକ ଦେଇ ପାରନ୍ତି ନାହିଁ। ଏହି ପ୍ରଶ୍ନ ଗୁଡ଼ିକ ସେତେ ସହଜ ହୋଇନଥାଏ। ଏହି ପ୍ରଶ୍ନ ଗୁଡିକ UPSC ବା IAS , IPS ଇଣ୍ଟରଭିଉ ପରୀକ୍ଷା ରେ ପଚାରାଯାଇଥାଏ। ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା।
1- ଝିଅ ମାନଙ୍କ କେଉଁ ଅଙ୍ଗ ରାତି ହେଲେ ଛୋଟ ହୋଇଯାଏ?
ଉ – ଆଖି ପୁଟଳିକା (ଅନ୍ଧାର ହେଲେ ମନୁଷ୍ୟର ଆଖି ପୁଟଳିକା ଛୋଟ ହୋଇଯାଏ)
2-ଓଡ଼ିଶାର ଗଦା କ୍ଷେତ୍ର କାହାକୁ କହନ୍ତି?
ଉ -ଯାଜପୁର ଜିଲ୍ଲା କୁ ଓଡ଼ିଶାର ଗଦାକ୍ଷେତ୍ର କୁହାଯାଏ l
3-ଓଡ଼ିଶାର ତୁଳସୀ କ୍ଷେତ୍ର କାହାକୁ କହନ୍ତି?
ଉ -କେନ୍ଦ୍ରାପଡ଼ା ଜିଲ୍ଲା କୁ ତୁଳସୀ କ୍ଷେତ୍ର କହନ୍ତି l

4-ଝିଅ ମାନେ ପୁରୁଷ ମାନଙ୍କ କେଉଁ ଜିନିଷ ଉପରେ ବସି ଦୋହଳିବାକୁ ଭଲ ପାଆନ୍ତି ଏବଂ ମଜା ମଧ୍ୟ ଲାଗେ?
ଉ – ବାଇକ୍ କିମ୍ବା କୋଳ
5-ଓଡ଼ିଶାର ଭାତ ହାଣ୍ଡି କାହାକୁ କହନ୍ତି ?
ଉ -ବାଲେଶ୍ୱର ଜିଲ୍ଲା କୁ ଓଡ଼ିଶାର ଭାତ ହାଣ୍ଡି କହନ୍ତି l
6-ଓଡ଼ିଶାର ବିହଙ୍ଗ ବିହାର କାହାକୁ କହନ୍ତି ?
ଉ -ଚିଲିକା କୁ ଓଡ଼ିଶାର ବିହଙ୍ଗ ବିହାର କହନ୍ତି l
7-ଓଡ଼ିଶାର ବାଣୀବିହାର କାହାକୁ କହନ୍ତି ?
ଉ -ଓଡିଶା ଉତ୍କଳ ବିଶ୍ୱବିଦ୍ୟାଳୟ କୁ ବାଣୀବିହାର କୁହାଯାଏ l
8-ଓଡ଼ିଶାର ଭଞ୍ଜବିହାର କାହାକୁ କହନ୍ତି ?
ଉ -ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁ ଓଡ଼ିଶାର ଭଞ୍ଜବିହାର କହନ୍ତି l
9-ଓଡିଶା ର କଳାପଗଡା଼ କାହାକୁ କହନ୍ତି?
ଉ -କୋଣାର୍କ ମନ୍ଦିର କୁ ଓଡିଶାର କଳାପଗଡା଼ କହନ୍ତି l
10- ଗୋଟିଏ ଝିଅ ଯେତେ ଗୋରୀ ହୋଇଥିଲେ ମଧ୍ୟ ତାର କେଉଁ ଜିନିଷ କଳା ହୋଇଥାଏ?
ଉ – ଛାଇ
11-ଓଡ଼ିଶାର ସ୍ଵର୍ଣ ତ୍ରିଭୁଜ କାହାକୁ କହନ୍ତି ?
ଉ -ପୁରୀ, କୋଣାର୍କ, ଭୁବନେଶ୍ୱର କୁ ଓଡ଼ିଶାର ତ୍ରିଭୁଜ କହନ୍ତି l
12-ଓଡ଼ିଶାର ଶଙ୍ଖ କ୍ଷେତ୍ର କାହାକୁ କହନ୍ତି ?
ଉ -ପୁରୀକୁ ଓଡ଼ିଶାର ଶଙ୍ଖ କ୍ଷେତ୍ର କହନ୍ତି l
13-ଓଡ଼ିଶାର ଅର୍କ କ୍ଷେତ୍ର କାହାକୁ କହନ୍ତି?
ଉ -କୋଣାର୍କ ମନ୍ଦିର କୁ ଓଡ଼ିଶାର ଅର୍କ କ୍ଷେତ୍ର କହନ୍ତି l
14- କେଉଁ ନଦୀ କୁ ଓଡ଼ିଶାର ଗୁପ୍ତ ଗଙ୍ଗା କହନ୍ତି ?
ଉ -ବୈତରଣୀ ନଦୀ କୁ ଓଡ଼ିଶାର ଗୁପ୍ତ ଗଙ୍ଗା କହନ୍ତି l ଯାହାକ ଓଡ଼ିଶାର ଷଷ୍ଠ ବୃହତମ ନଦୀ ଅଟେ l
15-ଓଡ଼ିଶାର କୈଳାସ ପର୍ବତ କାହାକୁ କହନ୍ତି ?
ଉ -ଓଡ଼ିଶାର କପିଳାସ କୁ ଓଡ଼ିଶାର କୈଳାଶ କହନ୍ତି l ଯାହାକି ଢେଙ୍କାନାଳ ଜିଲ୍ଲା ରେ ଏହି ପର୍ବତ ଅବସ୍ଥିତ ଅଟେ l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment