ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ।
ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) ବଣ୍ଟି- ଆରେ କଣ ହେଲା, କାନ୍ଦୁଛୁ କାହିଁକି ?
ପପୁ- ସାଙ୍ଗ, ଯଉ ଝିଅକୁ ଭୁଲିବା ପାଇଁ ପିଉଥିଲି
ତାର ନାଁ ମନେ ପଡୁ ନାହିଁ

୨)ପପୁ ର ଟିଚର- ତୁ କେତେ ଗନ୍ଧ ଛାଡୁଛୁ,
କାଲି ମମି କୁ ଡାକି କି ଆଣିବୁ
ତା ପର ଦିନ ଟୀଚର ପପୁ ର ମମୀ କୁ- ନିଜ ପିଲାଙ୍କୁ ଭଲ ଭାବେ ଗାଧେଇ କି ପଠାଅ
ପପୁ ର ମା- ଆପଣ ପିଲାଙ୍କୁ ପଢାନ୍ତୁ,
ତାଙ୍କୁ ଶୁଙ୍ଘନ୍ତୁ ନାହିଁ
୩)କଞ୍ଜୁସ ଙ୍କର ହନିମୁନ
ମୁଁ ଏତେ କଞ୍ଜୁସ କି ମୁଁ ବାହାଘର ପରେ ଟଙ୍କା ବଞ୍ଚାଇବା ପାଇଁ
ଏକୁଟିଆ ହିଁ ହନିମୁନ କୁ ଚାଲି ଆସିଛି
ମହାକଞ୍ଜୁସ ସାଙ୍ଗ- ଇଏ ତ କିଛି ବି ନୁହଁ, ମୁଁ ଟଙ୍କା ବଞ୍ଚାଇବା ପାଇଁ ନିଜ ସ୍ତ୍ରୀ କୁ ନିଜ ସାଙ୍ଗ ସାଙ୍ଗରେ ହନିମୁନ କୁ ପଠେଇ ଦେଇଛି

୪)ପରୀକ୍ଷାରେ ପ୍ରଶ୍ନ ପଡିଥିଲା କି …
ଚ୍ୟାଲେଞ୍ଜ କାହାକୁ କୁହନ୍ତି ?
ପପୁ ପୁରା ପେପର ଖାଲି ଛାଡିଦେଲା
ଓ ଶେଷ ପେଜ ରେ ଲେଖିଲା-
ଯଦି ସାହସ ଅଛି ତ ପାସ କରି କି ଦେଖା,ଏଟା ତୋ ପାଇଁ ଚ୍ୟାଲେଞ୍ଜ
୫) ସାନ୍ତା : ଯଦି ତୋ ବାହାଘର ଯାଆଁଳା ଭଉଣୀ ଙ୍କ ସହ ହେଇଗଲା ତାହାଲେ ସ୍ତ୍ରୀ ଆଉ ଶାଳୀ ଙ୍କୁ ଜାଣିବୁ କେମିତି
ବାନ୍ତା : ତା *ଧ କୁ ଆସ୍ତେ ଆସ୍ତେ କରି ଚିପିବି ଯଦି ଲାଜ କଲା ତାହେଲେ ଶାଳୀ ଯଦି ଚିଲେଇଲା ତାହାଲେ ଘରବାଲି
ଆପଣଙ୍କୁ ଆମେ ଏମିତି ମଜାକଥା ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment