ଭାଉଜ ଆଉ ଶାଢ଼ୀ ଦୋକାନୀଙ୍କ ଏହି ମଜାକଥା ପଢ଼ିଲେ ହସି ହସି ଗଡ଼ିବେ ଆପଣ
୧)ଝିଅ ଯେତେ ମଧ୍ୟ ଗୋରା କାହିଁକି ନହଉ
ତାର ଗୋଟିଏ ଜିନିଷ ସବୁବେଳେ କଳା ହେଇଥାଏ
.
.
.
ଛାଇ (ତମେ ଆଉ କଣ ଭାବିଲ କି ? ???)

୨)ଦୁଇଟି ଝିଅ ନିଜ ଭିତରେ କଥା ହେଉଥିଲେ
ପ୍ରଥମ ଝିଅ- ଆଜି ପର ଠାରୁ କୌଣସି ପୁଅ ଉପରେ ବିଶ୍ଵାସ କରିବିନି
ସବୁ ମିଛୁଆ ଧୋକେବାଜ ଓ କମିନା
ଦ୍ଵିତୀୟ ଝିଅ- କାହିଁକି କଣ ହେଲା ? ତୋ ବୟଫ୍ରେଣ୍ଡ ତତେ କିଛି କହିଲା କି ?
ପ୍ରଥମ ଝିଅ- ନାଁ ନେ ନା…ସେ ମିଛୁଆ ଧୋକେବାଜ ର
ମୁଁ ଆଜି ପର ଠାରୁ ତା’ ମୁହଁ ବି ଦେଖିବିନି !
ଦ୍ଵିତୀୟ ଝିଅ ଆଶ୍ଚର୍ଯ୍ୟ ହେଇ କହିଲା – କାହିଁକି, ଏମିତି କଣ ହେଲା କି ?
କଣ ତୁ ତାକୁ ଆଉ କଉ ଝିଅ ସହିତ ଧରିଲୁ ?
ପ୍ରଥମ ଝିଅ- ଆରେ ନା, ସେ ମତେ ମୋର ଆଉ ଗୋଟିଏ ବୟ ଫ୍ରେଣ୍ଡ ସହିତ ଦେଖି ନେଲା,
ଯେତେବେଳେ କି ସେ ମତେ କାଲୀ କହିଥିଲା କି ସେ କିଛି ଦିନ ପାଇଁ ସହର ବାହାରକୁ ଯାଉଛି ….!!!
୩)ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଜବରଦସ୍ତ ଲଢେଇ ହେଲା
ଏତେ ଭୟଙ୍କର ଝଗଡା ହେଲା କି ସ୍ଵାମୀ ମରିବା ଧମକ ବି ଦେଲାଓ ଟୁଲ ଉପରେ ଚଢି ପଙ୍ଖାରେ ଦଉଡି ଦବାକୁ ଚେଷ୍ଟା କଲା
ସ୍ତ୍ରୀ(ଏକଦମ ରିଲାକ୍ସ ହେଇ)- ଯାହା କରିବାକୁ ଚାହୁଁଥିଲ କଣ ହେଇଗଲା,
ଟିକେ ଜଲ୍ଦି କର, ଡେରି କର ନାହିଁ, ମୋର ଟୁଲ ଟା ଦରକାର ….!!!

୪)କାଲି ମୁଁ ହୋଟେଲ କୁ ଖାଇବାକୁ ଗଲି ତ ଦେଖିଲି କି ସବୁ ସିଟ ରେ କପଲ ବସିଥିଲେ !
ବସିବା ପାଇଁ ଜାଗା ହିଁ ନଥିଲା !
ମୁଁ ପକେଟ ରୁ ଫୋନ କାଢିଲି ଓ ଜୋରରେ କହିଲି,
“ତୋ ଗର୍ଲଫ୍ରେଣ୍ଡ ଏଠି ଆଉ ଜଣଙ୍କ ସହ ବସିଛି, ତୁ ଜଲ୍ଦି ଆସ ସାଙ୍ଗ !”
ଦେଖୁ ଦେଖୁ 7 -8 ଜଣ ଝିଅ ଗାୟବ ହେଇଗଲେ
୫) ଭାଉଜ ଶାଢ଼ୀ କିଣିବାକୁ ଦୋକାନ ଯାଇଥିଲେ
ଭାଉଜ ; ଯଦି ଶାଢୀରେ କଣା ବାହାରିଲା ତାହେଲେ ୧୦୦ ଟଙ୍କା କାଟିଦେବି
ଦୋକାନୀ : ମ୍ୟାଡାମ୍ ଆପଣ କଣା ଦେଖେଇ ଦିଅନ୍ତୁ ମୁଁ ଆପଣଙ୍କୁ ଶାଢ଼ୀ ମାଗେଣା ରେ ଦେଇଦେବି ???
ଆପଣଙ୍କୁ ଆମେ ଏମିତି ଓଡ଼ିଆ ଜୋକ୍ସ ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment