ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ।
ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) ସ୍ତ୍ରୀ ; ଜଲଦି ଉଠିଯାଅ ସକାଳ ୮ ଟା ବାଜିଗଲାଣି
ସ୍ୱାମୀ; ନିଦ ବହୁତ ଲାଗୁଛି, କିଛି ଏମିତି କୁହ ନା ଯେମିତି ମୋ ନିଦ ଫଟ ସେ ଭାଙ୍ଗିଯିବ
ସ୍ତ୍ରୀ; କାଲି ରାତିରେ ଯୋଉ ଟୋକି ସହ ଗପୁଥିଲ ସେଟା ମୋର ଫେକ୍ ଆଇଡି ଥିଲା

୨)ପପୁ ମନ୍ତ୍ରୀଙ୍କ ଅଫିସ୍ ସାମ୍ନାରେ ନିଜ ସାଇକେଲ୍ ଠିଆ କରିଦେଲା, ସିକ୍ୟୁରିଟି ଗାର୍ଡ- ଏଠାରୁ ସାଇକେଲ୍ ହଟା, ପପୁ- କଣ ପାଇଁ ଭାଇ ? ସିକ୍ୟୁରିଟି ଗାର୍ଡ- ଆରେ ଏଇ ଜାଗା ଭିଆଇପି ଇଲାକା ଅଟେ, ଏଠାକୁ ବଡ ବଡ ମନ୍ତ୍ରୀମାନେ ଆସନ୍ତି, ପପୁ- କିଛି କଥା ନୁହେଁ, ମୁଁ ସାଇକେଲ୍ ରେ ତାଲା ପକାଇଦେଇଛି ।
୩)ପୁଅଟି ନିଜ ଗାର୍ଲଫ୍ରେଣ୍ତକୁ ପାର୍କରେ ବସାଇକରି ପାଣିର ବୋତଲ ନେବାକୁ ଗଲା, ଯେବେ ପୁଅ ଫେରିଲା ତେବେ ଝିଅଟି କହିଲା, ମୋର ପେଟରେ ତୁମ ପ୍ରେମର ଚିହ୍ନ ଅଛି, ପୁଅ- କଣ କହୁଚ ! ଏବେ ମୁଁ ତ କିଛି କରିନି, ଝିଅ- ଆରେ ନା ପାଗଳ , ତୁମେ ଯେଉଁ ୪ ଟି ସିଙ୍ଗଡା ଆଣିଥିଲ ତାହା ସବୁ ଖାଇଦେଲି,
୪)ଜଣେ ଶିକ୍ଷକ ଟ୍ରାଫିକ୍ ସିଗନାଲ୍ ଭାଙ୍ଗିଲେ ତେବେ ପୋଲିସ୍ ଅଫିସର୍ ତାକୁ ଧରିପକାଇଲେ, ଶିକ୍ଷକ- ସାର୍ ମୋତେ ଯିବାକୁ ଦିଅନ୍ତୁ, ମୁଁ ଜଣେ ଶିକ୍ଷକ , ପୋଲିସ୍ ଅଫିସର୍- ଏହି ସମୟକୁ ମୁଁ ବହୁ ବର୍ଷରୁ ଅପେକ୍ଷା କରିଥିଲି, ଏବେ ୧୦୦ ଥର୍ ଲେଖ୍ ମୁଁ ଟ୍ରାଫିକ୍ ସିଗନାଲ୍ ଆଉ ଭାଙ୍ଗିବିନାହିଁ, ଏହାକୁ କହନ୍ତି ବଦଲା ନେବା ।

୫) ଗୋଟିଏ ପୁଅ ଏବଂ ଝିଅ ରାତିରେ ଏକୁଟିଆ ବସିଥିଲେ, ବୟଫ୍ରେଣ୍ଡ କହିଲା ; ଯାଦୁ ଦେଖିବ ଯାଦୁ? ଗାର୍ଲଫ୍ରେଣ୍ଡ ; ହଁ, ଦେଖି..!
ବୟଫ୍ରେଣ୍ଡ: ତମ ଜିନ୍ସ ଖୋଲ ଆଉ ବୁଲିଯାଅ ଆଉ ନଇଁ ଯାଅ, ଦେଖ ମୋ ଆଙ୍ଗୁଠି ତମକୁ ଅନୁଭବ ହବ
ଗାର୍ଲଫ୍ରେଣ୍ଡ; ହଁ!
ବୟଫ୍ରେଣ୍ଡ: ଦେଖେ ମୋର ହାତ ଦିଟା ଉପରେ ଅଛି
ଝିଅ ; wow! କେମିତି କଲ? ଡେଲି ଏମିତି କର ନା.. ମଜା ଆସୁଛି
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment