ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

୧) ଥରେ ପ୍ରେମିକ ଏବଂ ପ୍ରେମିକ BMW କାର୍ ରେ ଯାଉଥିଲେ
ପ୍ରେମିକ ; ମୁଁ ତମକୁ ଆଜି ଯାଏ ଗୋଟେ ବଡ଼ ମିଛ କହି ଆସୁଥିଲି, ମୁଁ ବିବାହିତ.. ମୋର ୨ ଟା ପିଲା ଅଛନ୍ତି
ପ୍ରେମିକା ; ଓଃ.. ଥାଙ୍କ ଗଡ଼,
ପ୍ରେମିକ ; କଣ ହେଲା? ତମେ ବିବାହିତ ନା କଣ?
ପ୍ରେମିକା ; ଆରେ ନାଇଁ ମୁଁ ଭାବୁଥିଲି ଏଇ କାର ଟା ତମର ନୁହଁ ବୋଲି.. ଚାଲ ଆଜି ଦାମୀ ହୋଟେଲ ଯିବା..???
୨) ଶ୍ରୀରାମ ଏଥିପାଇଁ ପୂଜା ଯାଆନ୍ତି କି କାରଣ ସେ ସତ୍ୟ ଯୁଗରେ ବାପାଙ୍କର ଆଜ୍ଞା କୁ ପାଳନ କରିଥିଲେ । ଦୟକାରୀ ମତେ କୁହ କି ମୁଁ ତୁମ ଆଜ୍ଞା ପାଳନ କରିବି କି ନାହିଁ !!!
ପାପା- ପୁଅ, ଏଇଟା କଳିଯୁଗ, ଆମ ଦୁଇ ଜଣଙ୍କ ପାଇଁ ଭଲ ହେବ କି ଆମେ ଦୁହେଁ ତୋ ମା’ର ଆଜ୍ଞାକୁ ପାଳନ କରିବା …!!!
୩)ସାନ୍ତା ତା ପତ୍ନୀକୁ କହିଲା- ତୁ କେତେ ବେକାର ଖର୍ଚ୍ଚ କରୁଛୁ ….!
ପତ୍ନୀ କହିଲା- ଆଉ ଯାହା ତୁମେ କରୁଛ ସିଏ …? ସାନ୍ତା- କଉ ବେକାର ଖର୍ଚ୍ଚ କଥା କହୁଛୁ …?
ପତ୍ନୀ- କେବେ ଠାରୁ ନିଜ LIC ର କିସ୍ତି ଭରୁଛ, ଆଜି ପର୍ଯ୍ୟନ୍ତ କାମରେ ଆସିଲା କି ?

୪)ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାରେ ଝଗଡା ହେଇଗଲା…
ସ୍ତ୍ରୀ – ଏବେ ମୁଁ 10 ପର୍ଯ୍ୟନ୍ତ ଗଣିବି …
ଯଦି ତୁମେ କିଛି କହିବନି ତ ମୁଁ ବିଷ ଖାଇଦେବି
ସ୍ତ୍ରୀ – ଏକ…
ସ୍ଵାମୀ ଚୁପ ହୋଇ ରହିଲା
ସ୍ତ୍ରୀ- ଦୁଇ…
ସ୍ଵାମୀ ତଥାପି ଚୁପ…
ସ୍ତ୍ରୀ- କୁହନା…ପ୍ଳିଜ…
ସ୍ଵାମୀ- ଆଗକୁ ଗଣ,…ଆଗକୁ…
ସ୍ତ୍ରୀ- ଥ୍ୟାଙ୍କ ଗଡ…! ତୁମେ କହିଲ…ନହେଲେ ମୁଁ ବିଷ ଖାଇଥାନ୍ତି …
୫) କଲେଜ ସାମ୍ନା ରେ ନଟିଆ ଚାଟ ଦୋକାନ ଦେଇଥିଲା
ଗୋଟିଏ ଝିଅ ଆସି କହିଲା ; ନଟିଆ ଚାଟ୍
ଦ୍ୱିତୀୟ ଝିଅ ଆସି କହିଲା ; ନଟିଆ ପ୍ରଥମେ ମୋର ଚାଟ
ତୃତୀୟ ଝିଅ ଆସି କହିଲା; ନଟିଆ ପ୍ରଥମେ ମୋର ଚାଟ୍ ନହଲେ ମୋ ପିରିୟଡ଼ ଆରମ୍ଭ ହେଇଯିବ
ନଟିଆ ; ମୁଁ ନଟିଆ ନଟି ଆମେରିକା ନୁହଁ.. ???
ଆପଣଙ୍କ ପାଇଁ ଆମେ ଏମିତି ହସ କଥା, ମଜା କଥା, ଜୋକ୍ସ, ଥଟ୍ଟା ରହସ୍ୟ,ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment