ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) ଭଡାଟିଆ : କି ଘର ଆମକୁ ଦେଇଛ ରାତି ଯାକ ଖାଲି ଆମେ ମୂଷା ନାଚ ଦେଖୁଚୁ
ଘର ମାଲିକ : 600 ଟଙ୍କା ଭଡ଼ା ଦେଇ ଆଉ କଣ ସନି ଲିଓନିର ଡ୍ୟାନ୍ସ ଦେଖିବ

୨) ସ୍ତ୍ରୀ- ଯଦି ମୋ ବାହାଘର କଉ ରାକ୍ଷସ ସହିତ ହେଇଯାଇ ଥାନ୍ତା ତାହେଲେ ବି ଏତେ ଦୁଃଖୀ ହେଇ ନଥାନ୍ତି,
ଯେତିକି ଆଜି ତୁମ ସହିତ ଅଛି
.
.
ସ୍ଵାମୀ- ପାଗେଳି ! ରକ୍ତର ସମ୍ପର୍କରେ କେଉଁଠି ବିବାହ ହେଲାଣି….!!!
ପୁଣି କଣ ଥିଲା ସ୍ଵାମିଦେବ ଙ୍କର ହେଇଗଲା ଜୋରଦାର ଧୁଲାଇ
୩)ସ୍ତ୍ରୀ ସ୍ଵାମିକୁ – ଶୁଣ ନା….ସେହି ଲୋକ ଯିଏ ଦାରୁ ପିଇ କି ନାଚୁଛି ନା…
ମୁଁ ତାକୁ ୧୦ ବର୍ଷ ପୂର୍ବରୁ ରିଜେକ୍ଟ କରି ଦେଇଥିଲି
ସ୍ଵାମୀ- ସେଥିପାଇଁ, ସେ ଏ ପର୍ଯ୍ୟନ୍ତ ବି ସେଲିବ୍ରେଟ କରୁଛି

୪)ଗୋଟିଏ ମଶା ବହୁତ ଚିନ୍ତାରେ ବସିଥିଲା
ଆଉ ଜଣେ ପଚାରିଲା- ଭାଇ କଣ ହେଲା ତୋର ?
ପ୍ରଥମଟି କହିଲା – ୟାର, ଗଜବ ହେଇଗଲା
ମୂଷାଦାନୀ ରେ ମୂଷା
ସାବୁନଦାନୀ ରେ ସାବୁନ
କିନ୍ତୁ ମଶାଦାନୀ ରେ ମଣିଷ ଶୋଉଛି
୫) ଶବ ନେଇ ମଶାଣି କୁ କିଛି ଲୋକ ଯାଉଥିଲେ ଗୋଟିଏ ମଦୁଆ ନିଶା ରେ ଆସି ପିଟି ହେଇଗଲା
ଲୋକ ମାନେ ମଦୁଆ କୁ ବହେ ସେକିଲେ
ମଦୁଆ କହିଲା : ହଇରେ ମାଧିଏ ତମ ଗୋଷ୍ଠି ରେ ଡିଅଁ , ଯିଏ ପଡ଼ିଗଲା ସେ ତ କିଛି କହୁନି ତମେ ସବୁ କାଇଁ ଛୋଲି ହଉଛ..???
ଆପଣଙ୍କୁ ଆମେ ଏମିତି ମଜାକଥା, ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment