ସାଧାରଣ ଜ୍ଞାନ ଓ ଉତ୍ତର।
ନିଜ ଜ୍ଞାନର ପରିସୀମାକୁ ବ୍ୟାପକ କରିବାକୁ ହେଲେ ଆମକୁ ନୂତନ ତଥ୍ୟ ଅନୁସନ୍ଧାନ କରି ଜାଣିବା ଅପରିହାର୍ଯ୍ୟ।ସାଧାରଣ ଜ୍ଞାନ ସମ୍ପର୍କରେ ଅଧିକ ରୁ ଅଧିକ ଜାଣିବା ଦ୍ୱାରା ଜ୍ଞାନର ପରିସର ବୃଦ୍ଧି ପାଇବା ସହିତ ଏହା ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ବିଶେଷ ସହାୟକ ହୋଇଥାଏ।ନିମ୍ନରେ କେତେକ ସାଧାରଣ ଜ୍ଞାନ ପ୍ରଶ୍ନ ଏବଂ ଉତ୍ତର ଆଲୋଚନା କରାଯାଇଛି।ଆଶା କରୁଛି ଏହା ଆପଣଙ୍କ ପାଇଁ ବିଶେଷ ଫଳପ୍ରଦ ହେବ।
ପ୍ରଶ୍ନ-୧: ତାଜମହଲରେ କେତୋଟି ରୁମ ଅଛି?
ଉତ୍ତର- ବିଶ୍ବର ସପ୍ତଶ୍ଚର୍ଯ୍ୟ ମଧ୍ୟରେ ରହୁଥିବା ତାଜମହଲ ପ୍ରେମର ଏକ ରୋମାଞ୍ଚକର ପ୍ରତୀକ।ଏହାକୁ ଶାହଜାହାନ ନିର୍ମାଣ କରିଥିଲେ।ଏଥିରେ ୧୨୦ ଟି ରୁମ ଅଛି।

ପ୍ରଶ୍ନ-୨: କେଉଁ ଜୀବ କିଛି ନଖାଇ ତିନି ଦିନ ଜୀବିତ ରହିପାରେ?
ଉତ୍ତର- ଏହା ଏକ ବୁଦ୍ଧିମାନର ପ୍ରଶ୍ନ ଅଟେ।ଓ ସାଧାରଣ ଜାଣିବା କଥା ଅଟେ।ଏହାର ସଠିକ ଉତ୍ତର ହେଉଛି ବିଲେଇ।
ପ୍ରଶ୍ନ-୩: ଏମିତି କେଉଁ ଜିନିଷ ଯାହା ଗରିବ ଲୋକଙ୍କ ପାଖରେ ଅଛି।କିନ୍ତୁ ଧନୀ ଲୋକଙ୍କ ପାଖରେ ନାହିଁ?
ଉତ୍ତର- ଏହା ବହୁତ ସହଜ ଅଟେ।ଓ ଟିକେ ବୁଦ୍ଧି ଖଟାଇଲେ ଏହାର ଉତ୍ତର ଜାଣିପାରିବେ।ଏହାର ସଠିକ ଉତ୍ତର ହେଉଛି ଗରିବୀ।
ପ୍ରଶ୍ନ-୪: ଭାରତୀୟ ଜାତୀୟ କଂଗ୍ରେସ କେଉଁ ମସିହାରେ ଗଠିତ ହୋଇଥିଲା?
ଉତ୍ତର- ୧୮୮୫ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ଗଠିତ ହୋଇଥିଲା।
ପ୍ରଶ୍ନ-୫: MRF ର ପୁରା ନାମ କଣ?
ଉତ୍ତର- ଏହାର ପୁରା ନାମ ହେଉଛି Madras rubber factory।
ପ୍ରଶ୍ନ-୬: ଗୋଟିଏ ମାଈ ମଶା ଏକା ଥରକେ କେତୋଟି ଅଣ୍ଡା ଦେଇଥାଏ?
ଉତ୍ତର- ଏହା ଏକ ସାଧାରଣ ଜାଣିବା କଥା ଅଟେ।ଓ ଏହାର ଉତ୍ତର ବହୁତ ସହଜ ଅଟେ।ଏହାର ସଠିକ ଉତ୍ତର ହେଉଛି ଗୋଟିଏ ମାଈ ମଶା ଏକାଥରକେ ୧୦୦ଟି ଅଣ୍ଡା ଦେଇଥାଏ।

ପ୍ରଶ୍ନ-୭: ଟ୍ରେନର ଶେଷ ଡବାରେ X କାହିଁକି ଲେଖା ଯାଇଥାଏ?
ଉତ୍ତର- ଏହା ଏକ ସାଧାରଣ ଜାଣିବା କଥା ଅଟେ।ଏହାର ସଠିକ ଉତ୍ତର ହେଉଛି ଟ୍ରେନ ଉପରେ ନଜର ରଖୁଥିବା କର୍ମଚାରୀ ଜାଣିପାରିବେ ଯେ ଟ୍ରେନର ସମସ୍ତ ବଗି ଷ୍ଟେସନ ଅତିକ୍ରମ କଲା ବୋଲି।
ପ୍ରଶ୍ନ-୮: ପଞ୍ଜାବ କେଶରୀ କେଉଁ ମହାନ ବ୍ୟକ୍ତିଙ୍କୁ କୁହାଯାଏ?
ଉତ୍ତର- ଏହା ଏକ ସାଧାରଣ ଜାଣିବା କଥା ଅଟେ।ଏହି ପ୍ରଶ୍ନଟି ଆପଣଙ୍କ ପାଇଁ ରହିଲା।ଓ ଆପଣମାନେ ନିଜେ ଏହାର ଉତ୍ତର ଜାଣିବାକୁ ଚେଷ୍ଟା କରନ୍ତୁ।ଓ ଏହା ଆପଣଙ୍କ ପାଇଁ ବହୁତ ଫଳପ୍ରଦ ହେବ।
ଉପରୋକ୍ତ ସାଧାରଣ ଜ୍ଞାନ ଓ ଉତ୍ତର ବହୁତ ଆବଶ୍ୟକୀୟ ଜାଣିବା କଥା ଅଟେ।ଏସବୁ ଜାଣିବା ଦ୍ୱାରା ଜ୍ଞାନର ପରିସୀମା ବ୍ୟାପକ ହେବା ସହିତ ଏହା ବିଭିନ୍ନ କ୍ଷେତ୍ରରେ ଆପଣଙ୍କୁ ସାହାଯ୍ୟ କରିବ।ଓ ଆପଣ ମଧ୍ୟ ସଂମାନିତ ଓ ପ୍ରଶଂସା ଯୋଗ୍ୟ ହେବେ।ବର୍ତ୍ତମାନ ଏହି ପ୍ରତିଯୋଗିତା ପରିପୂର୍ଣ୍ଣ ସମାଜରେ ନିଜର ସାଧାରଣ ଜ୍ଞାନର ପରିସରକୁ ବ୍ୟାପକ କଲେ ଆପଣମାନେ ନିଶ୍ଚିତ ସଫଳତା ହାସଲ କରିବାରେ ସମର୍ଥ ହେବେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment