ମଜାଦାର ଓଡ଼ିଆ ପହେଲୀ।
ପହେଲୀ ନମ୍ବର ୧-ଆପଣଙ୍କୁ ଗୋଟିଏ ଚିତ୍ର ଦେଖାଯିବ ଯେଉଁଥିରେ ଅନେକ ଗୁଡ଼ିଏ କାର୍ ଗତି କରୁଥିବାର ଦେଖିବେ।ଆପଣଙ୍କୁ କହିବାକୁ ପଡ଼ିବ ଯେ କେତୋଟି କାର୍ ଯାଉଛି?
ଉତ୍ତର-ଏହାର ସଠିକ ଉତ୍ତର ହେଉଛି ୩୯ ଟି।ଯଦି ଆପଣ ଜାଣିପାରୁନାହାନ୍ତି ତେବେ ଆଉଥରେ ଚିତ୍ରକୁ ଭଲଭାବେ ଦେଖନ୍ତୁ।ଆଗପଛ କରି ଦେଖନ୍ତୁ।ଆପଣମାନେ ଜାଣିପାରିବେ।
ପହେଲୀ ନମ୍ବର ୨-ଚାରିଜଣ ସାଙ୍ଗ ନେହା,ପୂଜା,ଦୀପା,ବିକାଶ ଜଙ୍ଗଲ କ୍ୟାମ୍ପକୁ ଯାଇଥିଲେ।ଦୀପା,ପୂଜା,ବିକାଶ ଜଙ୍ଗଲ ବୁଲିବାକୁ ବାହାରି ଗଲେ।ଯେତେବେଳେ ଦୀପା,ପୂଜା ଏବଂ ବିକାଶ ଫେରିଲେ ସେମାନେ ଦେଖିଲେ ଯେ ନେହା ତଳେ ପଡ଼ିଛି ଏବଂ ରକ୍ତ ତା ମୁଣ୍ଡରୁ ବାହାରୁଛି।ଆଉ ତିନି ଜଣ ମଧ୍ୟ କ୍ୟାମ୍ପରେ ଥିଲେ।ନେହାର ଭଉଣୀ ଏଲିନା,ତା ଫ୍ରେଣ୍ଡ ବର୍ଷା ଏବଂ ନେହାର ବୟଫ୍ରେଣ୍ଡ ଅନୁଭବ।ଏହା ସହ ପୋଲିସ ବାବୁ ମଧ୍ୟ ସେଠାରେ ପହଞ୍ଚି ଯାଇଥିଲେ।ସେ ସମସ୍ତଙ୍କର ତଲାସୀ ନେଲେ।ବର୍ଷାଙ୍କ ପାଖରୁ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ବାହାରିବା ସହ ଅନୁଭବଙ୍କର ଏକ ଫଟୋ ମଧ୍ୟ ବାହାରିଲା।ତେଣୁ ଆପଣ କୁହନ୍ତୁ ହତ୍ୟାକାରୀ କିଏ?
ଉତ୍ତର-ଆପଣ ଦେଖନ୍ତୁ ଯେ ଅନୁଭବ ହେଉଛନ୍ତି ନେହାଙ୍କର ବୟଫ୍ରେଣ୍ଡ୍।ମାତ୍ର ବର୍ଷାଙ୍କ ପାଖରେ ଅନୁଭବଙ୍କର ଏକ ଫଟୋ ଥିଲା।ତେଣୁ ଏଥିରୁ ଜଣାଯାଉଛି ଯେ ବର୍ଷା ମଧ୍ୟ ଅନୁଭବଙ୍କୁ ଭଲ ପାଉଥିଲେ।ସେ ନେହାଙ୍କୁ ହତ୍ୟାକରିଛନ୍ତି ବୋଲି ଜଣାପଡୁଛି।
ପହେଲୀ ନମ୍ବର ୩-ତିନିଜଣ ସାଙ୍ଗ ପରସ୍ପର ମଧ୍ୟରେ ରେସ୍ ଲଗେଇବାକୁ ଚିନ୍ତା କଲେ।ରାସ୍ତାରେ ଅନେକ ଗଛ,ଲତା ଏବଂ ବୁଦାମାନ ତଥା ଷ୍ଟପ୍ ପଏଣ୍ଟ ମଧ୍ୟ ରହିଛି।ଗଛ ପାଇଁ ୨ ସେକେଣ୍ଡ,ଲତାପାଇଁ ୧ ସେକେଣ୍ଡ ତଥା ଷ୍ଟପ୍ ପଏଣ୍ଟ ପାଇଁ ୩ ସେକେଣ୍ଡ ବିଳମ୍ବ ହେବ।ତେଣୁ ଆପଣଙ୍କୁ ସେମାନେ ବାଛିଥିବା ରାସ୍ତାର ଏକ ଚିତ୍ର ଦେଖାଯିବ।ଆପଣ ହିସାବ କରନ୍ତୁ କିଏ ଜଲଦି ପହଞ୍ଚିବ?
ଉତ୍ତର-ସଠିକ ଉତ୍ତର ହେଉଛି ଯେ ରାମୁ ଶୀଘ୍ର ପହଞ୍ଚିବ।ଆପଣ ଦେଖନ୍ତୁ ଯେ ରାମ ବାଛିଥିବା ରାସ୍ତାରେ ୩ ଟି ଗଛ,୧ ଟି ବୁଦା ଏବଂ ୧ ଟି ଷ୍ଟପ୍ ପଏଣ୍ଟ ରହିଛି।ତେଣୁ ରାମର ୧୦ ସେକେଣ୍ଡ ବିଳମ୍ବ ହେବ। ଶ୍ୟାମର ବିଳମ୍ବ ହେବ ୯ ସେକେଣ୍ଡ। ରାମୁର ବିଳମ୍ବ ହେବ ୮ ସେକେଣ୍ଡ।
ପହେଲୀ ନମ୍ବର ୪-୮କୁ ୮ ଥର ଏପରି ଭାବେ ବ୍ୟବହାର କରନ୍ତୁ ଯେପରିକି ତାହାକୁ ମିସେଇଦେବା ଫଳରେ ତାହା ୧୦୦୦ ହେଇଯିବ?
ଉତ୍ତର-ଯଦି ଆମେ ୮୮୮ଏବଂ ୮୮,ତିନୋଟି ୮ ମିସେଇଦେବା ତେବେ ଆମେ ୧୦୦୦ ପାଇଯିବା।ଅର୍ଥାତ ୮୮୮+୮୮+୮+୮+୮=୧୦୦୦ ହେବ।
ପହେଲୀ ନମ୍ବର ୫-ଥରେ ବିରାଟ କୋହଲି ରୋହିତ ଶର୍ମାଙ୍କୁ ଏକ ପହେଲୀ ପଚାରିଥିଲେ।୨+୮+୯ କେତେ ହବ?ଏହାର ସରଳ ଉତ୍ତର ଆବଶ୍ୟକ ନାହିଁ, ଏହାର ଯୁକ୍ତିଗତ ଉତ୍ତର କୁହ?
ଉତ୍ତର-ତେଣୁ ସଠିକ ଉତ୍ତର ହେଉଛି ୧୦।ଆପଣ ଦେଖନ୍ତୁ ଯେ ୨ କୁ ଇଂରାଜୀରେ ଟୁ କୁହାଯାଏ,ଯାହାର ପ୍ରଥମ ଅକ୍ଷର ହେଉଛି ଟ।ସେହିପରି ୮ ର ପ୍ରଥମ ଅକ୍ଷର ହେଉଛି ଇ ଏବଂ ୯ ର ପ୍ରଥମ ଅକ୍ଷର ହେଉଛି ନ।ତେଣୁ ଉତ୍ତର ହେଉଛି ୧୦।
ପହେଲୀ ନମ୍ବର ୬-ଆପଣଙ୍କୁ ଏକ ଚିତ୍ର ଦେଖାଯିବ ଯେଉଁଥିରେ ଅନେକ ଗୁଡିଏ ସକେଟ ରହିଛି ଏବଂ ଗୋଟିଏ ପ୍ଲଗ ରହିଛି।ତେଣୁ କେତୋଟି ଫୋନ ଚାର୍ଜ ହେଇପାରିବ?
ଉତ୍ତର-ଏକା ଥରେ ୧୬ ଟି ଫୋନ ଚାର୍ଜ ହେଇପାରିବ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment