Press "Enter" to skip to content

ଚିଣ୍ଟୁ ପଚାରିଲା ବାପା ସନି ଲିଓନି କିଏ? ଏହି ମଜାକଥା ପଢ଼ିଲେ ହସି ହସି ଗଡ଼ିବେ ଆପଣ- odia jokes

ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

୧) ଚତୁର୍ଥୀ ରାତିରେ ପୂଜା ନିଜ ସ୍ୱାମୀଙ୍କୁ କହିଲା , ଦେଖ ପ୍ଲିଜ୍ ମୋର ପାଖକୁ ଆସନାହିଁ , ସ୍ୱାମୀ : କଣ ପାଇଁ । ପୁଜା :-ମୋର ମାଙ୍କୁ କଥା ଦେଇଛି , ବିବାହ ପରେ ଏହା ସବୁ ଛାଡିଦେବି ।

୨) ପଣ୍ତିତଙ୍କ ଶୁଆ ସବୁଦିନ ଜଣେ ବ୍ୟକ୍ତିକୁ ଦେଖୁଥିଲା ଓ କହୁଥିଲା ଓ କମିନା, ସେହି ବ୍ୟକ୍ତି ପଣ୍ତିତଙ୍କୁ ଅଭିଯୋଗ କଲା ତେବେ ପଣ୍ତିତ ଶୁଆକୁ ବହୁତ ମାରିଲେ , ତାପରଦିନ ବ୍ୟକ୍ତି ଯେବେ ଶୁଆ ପାଖ ଦେଇଗଲା ତେବେ ଶୁଆ କିଛି କହିଲା ନାହିଁ । ଟିକିଏ ଆଗକୁ ଯାଇକରି ସେ ବ୍ୟକ୍ତି ବୁଲିକି ଅନାଇଲା ବେଳକୁ ଶୁଆ ହସିକରି କହିଲା,  ପୁଅ ବୁଝି ତ ତୁ ବି ପାରିଥିବୁ ।

୩) ସାନ୍ତା- ଯିଏ ମୋର ଇଛା ପୂରଣ କରିବ ମୁ ତାକୁ ୩ ଲକ୍ଷ ଟଙ୍କା ଦେବି ।
ବାନ୍ତା- କହ ତୋର କଣ ଇଛା ?
ସାନ୍ତା- ମୋତେ ୫ ଲକ୍ଷ ଟଙ୍କା ଦରକାର

୪) ସ୍ଵାମୀ- ବିବାହ କରିବା ପୂର୍ବରୁ ତମର କେତେ ଜଣ ବୟଫ୍ରେଣ୍ଡ ଥିଲେ ?ସ୍ତ୍ରୀ- ଚୁପ ହୋଇଗଲା
ସ୍ଵାମୀ(ଚିତ୍କାର କରି)-ମୁ ଜାଣିଛି ତମେ କାହିଁକି ଚୁପ ହେଇଗଲ, ତା ହେଲେ ମୁ କଣ ଭାବିବି ?
ସ୍ତ୍ରୀ- ହେ ଭଗବାନ, ଚିତ୍କାର କାହିଁକି କରୁଛ ଗଣିବାକୁ ତ ଟିକେ ସମୟ ଦିଅ ।

୫)ଗୋଟେ ଗାଁରେ ସବୁ ଲୋକ ବିଜୁଳି ଆସିବା ଖୁସିରେ ନାଚୁ ଥିଲେ
ସେହି ସମୟରେ କୁକୁର ମାନେ ମଧ୍ୟ ଲୋକମାନଙ୍କ ସହ ନାଚିଲେ…
ଗୋଟେ ଲୋକ କୁକୁର ମାନଙ୍କ ଏହି ହରକତକୁ ଦେଖି କୁକୁରକୁ ପଚାରିଲା
ଆରେ ଆମେ ମାନେ ତ ବିଜୁଳି ଆସିବା ଖୁସିରେ ନାଚୁଛୁ, ହେଲେ ତମେ ମାନେ କାହିଁକି ନାଚୁଛ ।
କୁକୁର ଏହାର ଉତ୍ତର ଦେଇ କହିଲା- ଗାଁରେ ବିଜୁଳି ଆସିବ ତା ହେଲେ ଗାଁ ରେ ଖୁଣ୍ଟ ବି ଲାଗିବ ଆଉ ତା ମୂଳରେ ଆମେ ମୁତିବୁ..

୬) ଅଧ୍ୟାପିକା(ଛାତ୍ର ମାନଙ୍କ ସହ)- ଚିନ୍ତା ଓ ଭାବନା ମଧ୍ୟରେ କଣ ଫରକ ରହିଛି ପିଲା ମାନେ କୁହ ?
ଛାତ୍ର- ଆପଣ ମସ୍ତ ଆଇଟମ ଅଟନ୍ତି ଏହା ଆମର ଚିନ୍ତାଧାରା ଅଟେ,
ଆମେ ସବୁ ପିଲା ଅଟୁ ଏହା ଆପଣଙ୍କ ଭାବନା ଅଟେ ।

୭)ସ୍ଵାମୀ- ଦିନ ସାରା ଶୋଇ ରହୁଛ ।
ସ୍ତ୍ରୀ- ତା ହେଲେ କଣ ଆରାମ ମଧ୍ୟ କରିବି ନାହିଁ
ସ୍ଵାମୀ- ଚାହା ବନେଇ ଦିଅ ଶୀଘ୍ର
ସ୍ତ୍ରୀ- ନିଜେ ବନେଇ ଦିଅ
ସ୍ଵାମୀ- ମୋ ମୁଣ୍ଡ ବିନ୍ଧୁଛି
ସ୍ତ୍ରୀ- ହଁ ତା ହେଲେ ମୋର ବି ବେକ ବିନ୍ଧୁଛି ।
ସ୍ଵାମୀ- ଠିକ ଅଛି ତା ହେଲେ ତମେ ମୋ ପାଖକୁ ଆସ, ତମେ ମୋର ମୁଣ୍ଡ ଚିପି ଦିଅ ଆଉ ମୁ ତୁମର ବେକ ଚିପି ଦେଉଛି ।

୮) ସାନ୍ତା ନିଜ ସ୍ତ୍ରୀକୁ ନେଇ ବିଉଟି ପାର୍ଲର ଯାଇଥିଲା । ସାନ୍ତା ପାର୍ଲରରେ ଖବର କାଗଜ ପଢୁଥିଲା। ସେହି ସମୟରେ ଜଣେ ମହିଳା ଆସିଲା ଓ ସାନ୍ତାର କାନ୍ଧ ଉପରେ ହାତ ରଖି କହିଲା- ଆସ ଯିବା
ଏହା ଶୁଣି ସାନ୍ତାର ମୁଣ୍ଡରୁ ଝାଳ ବାହାରିବା ଆରମ୍ଭ ହୋଇଥିଲା ।
ସାନ୍ତା କହିଲା- ଭଉଣୀ ମୁ ମୋର ସ୍ତ୍ରୀ ସହ ଆସିଛି ଆଉ ମୁ ବିବାହିତ ଅଟେ ।
ମହିଳା- ଆରେ ମୁ ପରା ତମର ସ୍ତ୍ରୀ ।
ସାନ୍ତା- କ୍ଷମା କରିବ ହେଲେ ଯାହା କୁହ କମାଲ କରି ଦେଉଛନ୍ତି ପାର୍ଲର ବାଲା

୯) ଶଶୁର ଜ୍ଵାଇଁ କୁ କହିଲା-
6 ବର୍ଷରେ 6 ଟି ପିଲା, ଏ କ’ଣ ?
ଜ୍ଵାଇଁ- ମୁଁ ଆପଣଙ୍କୁ ପ୍ରଥମରୁ କହିଥିଲି କି
ମୁଁ ଗରିବ ହେଇପାରେ, କିନ୍ତୁ ଆପଣଙ୍କ ଝିଅକୁ କେବେ ବି ଖାଲି ପେଟରେ ରଖିବିନି

୧୦) ଚିଣ୍ଟୁ – ବାପା , ସନି ଲିଓନି କିଏ?
ବାପା – ତାହା ସନି ଦେଓଲର ସ୍ତ୍ରୀ ଲିଙ୍ଗ ଅଟେ
ଚିଣ୍ଟୁ – ଆଛା, ମୁଁ ପରା ଟିଭି ରେ ଦେଖିଛି ତାର ବି ଢାଇ ଢାଇ କିଲୋର ଅଛି.. ଯାହାକୁ ଦେଖିଲେ ସଭିଙ୍କର ଉଠିଯାଏ

ଆପଣଙ୍କୁ ଆମେ ଏମିତି ହସକଥା ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ  ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from Odia jokesMore posts in Odia jokes »

Be First to Comment

Leave a Reply

Your email address will not be published. Required fields are marked *