ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ।
ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) ନରେନ୍ଦ୍ର ମୋଦୀ ଯେତେବେଳେ ଚନ୍ଦ୍ରକୁ ଯାଇଥିଲେ ସେତେବେଳେ ସେ ଦେଖିବାକୁ ପାଇଲେ ଯେ ଦୁଇ ଲୋକ ଆଗରୁ ସେଠି ବସିଥିଲେ ।
ସେ ପଚାରିଲେ : ତମେ କିଏ ?
ଉତ୍ତର ମିଳିଲା : କ୍ୟାମେରାମେନ ରାଜେଶ ସହ ଦୀପକ ଚୋରସିଆ । ଆଜତକ ।

୨)ଗୋଟେ ବାଜା ୱାଲା ନିଜ ବାଜାରେ ଦୁଇ ଆଡେ ମହିଳାଙ୍କ ଫଟୋଥିଲା ।ଏହା ଦେଖି ଜଣେ ବୁଢ଼ା ଲୋକ କହିଲେ ।ଲାଗୁଛି ତମେ ସୁନ୍ଦରତା ପୂଜାରୀ ଅଟ ।
ଢୋଲୱାଲା କହିଲା : ପୂଜାରୀ ଭଳି କିଛି ନୁହ । ଗୋଟେ ଆଡେ ମୋ ସାସୁ ଫଟୋ ଅଛି ଆଉ ଗୋଟେ ଆଡେ ମୋ ସ୍ତ୍ରୀ ଫଟୋ । ଘରେ କିଛି ଚାନ୍ସ ମିଳୁ ନାହିଁ ସେଥିପାଇଁ ଏଠି
୩)ଟିଚର : ଚମ୍ପୁ କୁହ ଦୁନିଆରେ କେତେ ଦେଶ ଅଛି ?
ଚମ୍ପୁ : ପାଗଳ ଭଳି କଥା କାଇଁ କହୁଛନ୍ତି ?
ଦୁନିଆରେ କେବଳ ଗୋଟେ ଦେଶ ଅଛି ଭାରତ.. ବାକି ସବୁ ତ ବିଦେଶ
୪)ପୁଅ ଘର ଲୋକ ଝିଅ ବାଲାଙ୍କୁ କହିଲେ
ଆମକୁ ଝିଅ ପସନ୍ଦ
ବାହାଘର କେବେ କରିବା ?
ଝିଅ ଵାଲା – ଟିକେ ରହିଯାଆନ୍ତୁ
ଆମର ଝିଅ ବର୍ତ୍ତମାନ ପଢୁଛି
ପୁଅ ବାଲା – ଆମ ପୁଅ କଣ ଛୋଟ ପିଲା ହେଇଛି
ଯିଏକି ତାର ବହି ଫାଡ଼ି ଦେଵ…
୫)ସ୍ଵାମୀ : ରାଜା ଦଶରଥ ନାମ ଶୁଣିଛ ?
ସ୍ତ୍ରୀ : ହଁ ଶୁଣିଛି ।
ସ୍ଵାମୀ : ତାଙ୍କର ୩ଟି ସ୍ତ୍ରୀ ଥିଲେ ।
ସ୍ତ୍ରୀ : ହଁ ଜାଣିଛି ।
ସ୍ଵାମୀ : ତେବେ ମୁଁ ଦୁଇଟା ବିବାହ କରି ପାରିବି ।
ସ୍ତ୍ରୀ : ଦ୍ରୋପଦୀ ନା ଶୁଣିଛ ?
ସ୍ଵାମୀ : ଥାଉ ମୁଁ ତ ଥଟା କରୁଥିଲି ତମ ସହ
୬) ଗୋଟିଏ ସ୍ତ୍ରୀଲୋକ ନିଜର ପଡୋଶିକୁ କହୁଥିଲା
ସ୍ତ୍ରୀ ଲୋକ : ତୁ ଜାଣିଛୁ
୨୦ ବର୍ଷ ପର୍ଯ୍ୟନ୍ତ ମୋର କୌଣସି ପିଲା ହେଉ ନଥିଲା
ପଡୋଶୀ ଆଶ୍ଚର୍ଯ୍ୟରେ : ସେଉଠୁ ତୁ କଣ କଲୁ ?
ସ୍ତ୍ରୀ ଲୋକ : ଏହା ପରେ ମୁଁ ଯେତେବେଳ ୨୧ ବର୍ଷର ହେଲି
ତେବେ ମୋର ବାହାଘର କରିଦେଲେ
ପୁଣି ଯାଇ ମୁନା ଜନ୍ମ ହେଲା
ପଡୋଶୀ ଠିଆ ଠିଆ ବେହୋସ ହୋଇଗଲେ
୭) ଗୋଟିଏ ଝିଅ ନିଜ ସ୍କୁଟିରେ ସେଓ କିଣିବା ପାଇଁ ଗଲା ଏବଂ କହିଲା ମତେ ପଚା ଶଢା ସେଓ ଦିଅ, ଡବଲ ପଇସା ଦେବି
ଦୋକାନୀ ଖୁସି ହେଇ ବାଛି ଦେଲା
ଝିଅଟି କହିଲା : ସେତକ ତମେ ରଖ ମତେ ଏ ଭଲ ସେଓ ଦେଇ ଦିଅ
୮)ମଣିଷ- ଝିଅମାନେ ସବୁବେଳେ ଭଲ ହୋଇଥାନ୍ତି କିନ୍ତୁ
ସ୍ତ୍ରୀ ମାନେ କାହିଁକି ଏତେ ଖତରନାକ ହୋଇଥାନ୍ତି
ଭଗବାନ- କାରଣ ଝିଅମାନଙ୍କୁ ମୁଁ ବନାଏ
ଓ ତାଙ୍କୁ ସ୍ତ୍ରୀ ତୁମେ ବନାଅ ତୁମ ସମସ୍ଯା କୁ ତୁମେ ହିଁ ସମାଧାନ କର

୯)ଦୁଇ ଜଣ ଝିଅ ଟେଣ୍ଟ ଲଗେଇ ଶୋଇଥିଲେ
ରାତିରେ ଗୋଟିଏ ଝିଅର ନିଦ ଭାଙ୍ଗିଗଲା…!
ସେ ଆଉ ଜଣକୁ ଉଠାଇ କହିଲା-
ଆକାଶରେ ତତେ କଣ ଦେଖା ଯାଉଛି …?
ଦ୍ଵିତୀୟ- ବହୁତ ସାରା ତାରା …!
ପ୍ରଥମ- ଏଥିରୁ କଣ ଜଣା ପଡୁଛି…?
ଦ୍ଵିତୀୟ- ଆକାଶ କେତେ ସୁନ୍ଦର….!
ପ୍ରଥମ- ଆବେ ନ୍ୟୁଟନ ର ଆତ୍ମା!! ଟେଣ୍ଟ ଚୋରୀ ହେଇ ଯାଇଛି
୧୦) ଗୋଟିଏ ଝିଅ ତା ବୟଫ୍ରେଣ୍ଡ କୁ ଖୁବ ଛେଚିଲା,ନାକ ଫଟେଇଦେଲା
ପୋଲିସ ପଚାରିଲା: ତମେ କାହିଁକି ବୟଫ୍ରେଣ୍ଡ ଙ୍କୁ ମାରିଲ!
ଗାର୍ଲଫ୍ରେଣ୍ଡ : ପ୍ରଥମେ ଏଇ ଟୋକା ମତେ ଓୟ ନେଇକି ଗଲା
ତାପରେ ମୋତେ ସେଜରେ ସୁଏଇଲା..
ମୋ ଡ୍ରେସ ସବୁ ଖୋଲିଲା.. କଣ୍ଡମ ପିନ୍ଧିଲା.. ତାପରେ କହୁଛି ଏପ୍ରିଲ ଫୁଲ ???
ଆପଣଙ୍କୁ ଆମେ ଏମିତି ହସକଥା ଜୋକ୍ସ ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment